ଅନୁଗୁଳ ଜିଲ୍ଲା ଦୌରାଜଜଙ୍କୁ ସମ୍ବର୍ଦ୍ଧନା, ବିଭିନ୍ନ ଦାବି ଜଣାଇଲେ ଓକିଲ ସଂଘ

ଆଠମଲ୍ଲିକ : ଆଠମଲ୍ଲିକ ଓକିଲ ସଂଘ ପକ୍ଷରୁ ବୁଧବାର ଅନୁଗୁଳ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଲକ୍ଷ୍ମୀନାରାୟଣ ରାୟ ଚୌଧୁରୀ,…

Continue Readingଅନୁଗୁଳ ଜିଲ୍ଲା ଦୌରାଜଜଙ୍କୁ ସମ୍ବର୍ଦ୍ଧନା, ବିଭିନ୍ନ ଦାବି ଜଣାଇଲେ ଓକିଲ ସଂଘ

ଆଉ ଚାଷ ପାଇଁ ହେବନି ସମସ୍ୟା: ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜନ, ଆରମ୍ଭ ହେବ କାମ

ଆଠମଲ୍ଲିକ: ମନଜୋର ମଧ୍ୟମ ଜଳସେଚନ ବିଭାଗର ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜା ଆଜି ଅନୁଷ୍ଠିତ ହୋଇଛି। ଏହା ଦ୍ୱାରା ୨୦୧୩.୫ ହେକ୍ଟର ଚାଷଜମି ଜଳସେଚିତ ହେବ ଓ ସମୁଦାୟ ୫୧.୭୧ କୋଟିର ବ୍ୟୟ ଅଟକଳ କରାଯାଇ ଟେଣ୍ଡର କରାଯାଇଥିଲା।…

Continue Readingଆଉ ଚାଷ ପାଇଁ ହେବନି ସମସ୍ୟା: ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜନ, ଆରମ୍ଭ ହେବ କାମ

ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଥିଲା ଭୋଟ ପରିଚୟ, ଉପଜିଲ୍ଲାପାଳ ସମାଧାନ କରି କରାଇଦେଲେ ଭତ୍ତା

ଆଠମଲ୍ଲିକ : ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଛି ଭୋଟ ପରିଚୟ। ଭୋଟ ପରିଚୟ ପତ୍ରରେ ବୟସ ଓ ପ୍ରକୃତ ବୟସ ଭିତରେ ତାରତମ୍ୟ ଥିବାରୁ ବାର୍ଦ୍ଧକ୍ୟ ଭତ୍ତା ପାଉନଥିବାରୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଆଠମଲ୍ଲିକ ବ୍ଲକ କନ୍ତପଡ଼ା…

Continue Readingବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଥିଲା ଭୋଟ ପରିଚୟ, ଉପଜିଲ୍ଲାପାଳ ସମାଧାନ କରି କରାଇଦେଲେ ଭତ୍ତା

ପୁଣି ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୨୨ କେଜି ଗଞ୍ଜେଇ ଜବତ କରାଯାଇ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, କିଶୋରନଗର ଥାନା ଅନ୍ତର୍ଗତ ତୁରୁଡ଼ା ଗାଁର ରାକେଶ…

Continue Readingପୁଣି ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ଆଠମଲ୍ଲିକ ନୂତନ ବିଡ଼ିଓଙ୍କ କାର୍ଯ୍ୟରେ ଯୋଗଦାନ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ସୌଭାଗ୍ୟ ବେହେରା ମଙ୍ଗଳବାର ସନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀ ବେହେରା ମଙ୍ଗଳବାର ପ୍ରଥମେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସାକ୍ଷାତ କରିଥିଲେ।…

Continue Readingଆଠମଲ୍ଲିକ ନୂତନ ବିଡ଼ିଓଙ୍କ କାର୍ଯ୍ୟରେ ଯୋଗଦାନ

ମହାନଦୀ ବାଲି ସଇରାତ ଉତ୍ସ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଖଡରାପଡ଼ା ଓ ଟାଇଁସର ଗାଁରେ ମଙ୍ଗଳବାର ନୂଆ ମହାନଦୀ ବାଲି ସଇରାତ ଉତ୍ସ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ତରଣୀ ସୁନା, ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଅନୁପ…

Continue Readingମହାନଦୀ ବାଲି ସଇରାତ ଉତ୍ସ ପାଇଁ ଜନଶୁଣାଣି କାର୍ଯ୍ୟକ୍ରମ

ମାହେଶ୍ବରୀଙ୍କ ଷୋଳ ପୂଜା ପ୍ରସ୍ତୁତି

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ସବଡ଼ିଭିଜନର ମା’ ମାହେଶ୍ଵରୀଙ୍କ ଷୋଳ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଠମଲ୍ଲିକ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ତରଣୀ କୁମାର ସୁନା ଅଧ୍ୟକ୍ଷତା…

Continue Readingମାହେଶ୍ବରୀଙ୍କ ଷୋଳ ପୂଜା ପ୍ରସ୍ତୁତି

ଉପଜିଲ୍ଲାପାଳଙ୍କ ଚେଷ୍ଟାରେ ମିଶିଲେ ମା’-ପୁଅ, ଦୀର୍ଘ ଦିନ ହେଲା ଚାଲିଥିଲା ଗଣ୍ଡଗୋଳ

ଅନୁଗୁଳ: ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳର ଏକ ଘରୋଇ କଳହ ଉପଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ସମାଧାନ ହୋଇଛି। ଏଥିସହ ଏକାଠି ହୋଇଛନ୍ତି ମା ଓ ପୁଅ। ଏହି ଘରୋଇ କଳହର ସମାଧାନ ପାଇଁ ଅଗଷ୍ଟ ୨୩ରେ ଉପଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମା'…

Continue Readingଉପଜିଲ୍ଲାପାଳଙ୍କ ଚେଷ୍ଟାରେ ମିଶିଲେ ମା’-ପୁଅ, ଦୀର୍ଘ ଦିନ ହେଲା ଚାଲିଥିଲା ଗଣ୍ଡଗୋଳ

ଡାକ୍ତରଖାନାରେ ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିଛି ଜରୁରୀକାଳୀନ ସେବା ଗାଡ଼ି, ରକ୍ଷଣାବେକ୍ଷଣ ପାଇଁ ଦାବି

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ଜରୁରୀକାଳୀନ ସେବା ଗାଡ଼ିଗୁଡିକ ଅବହେଳିତ ଅବସ୍ଥାରେ ଖୋଲା ଆକାଶ ତଳେ ପଡ଼ି ରହିଛି। ଏଠାରେ ଗାଡ଼ି ରଖିବାକୁ ସ୍ୱତନ୍ତ୍ର ଘର ନ ଥିବାରୁ ଏହା ବାହାରେ ଖୋଲାମେଲାରେ ପଡ଼ି ଖରା ବର୍ଷା ଖାଉଛି।…

Continue Readingଡାକ୍ତରଖାନାରେ ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିଛି ଜରୁରୀକାଳୀନ ସେବା ଗାଡ଼ି, ରକ୍ଷଣାବେକ୍ଷଣ ପାଇଁ ଦାବି

କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନକୁ ଲୁଟ୍ ଉଦ୍ୟମ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ

ଆଠମଲ୍ଲିକ : ସ୍ଥାନୀୟ କନ୍ଧପଡା ପୋଲ ନିକଟରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନକୁ ଗତ ଗୁରୁବାର ରାତିରେ ୩ ଜଣ ଅଟକାଇ ଡକାୟତି ଉଦ୍ୟମ କରିଥିବା ନେଇ ଆଠମଲ୍ଲିକ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଆଠମଲ୍ଲିକ ଏନ୍‌ଏସି ଅଞ୍ଚଳର…

Continue Readingକୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନକୁ ଲୁଟ୍ ଉଦ୍ୟମ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ