ପରକୀୟା ପ୍ରୀତିରୁ ସ୍ୱାମୀଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ସ୍ତ୍ରୀ ଓ ପ୍ରେମିକକୁ ଆଜୀବନ ଜେଲ୍
ଆଠମଲ୍ଲିକ: ଆଠମଲ୍ଲିକ ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ୱାମୀହନ୍ତା ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା କରିଥିବା ଜଣାଯାଇଛି। ଅର୍ଥଦଣ୍ଡ ଅନାଦେୟ ଅଧିକ ୨…





