ବୟସର ଅପରାହ୍ନରେ ବି ବନ୍ଦ ହୋଇନି ସମାଜ ସେବା, ସ୍କୁଲକୁ ୨ ଏକର ଜମି ଦାନ କଲେ ୮୨ ବର୍ଷୀୟା ଡମଣୀ କର୍ମୀ
ଆଠମଲ୍ଲିକ: ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ସମସ୍ତେ ନିଜ ଉନ୍ନତି କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ ଜୋର ଜବରଦସ୍ତ ଅନ୍ୟ ସମ୍ପତ୍ତି ବାଡ଼ିକୁ ବି ନିଜ ନାଁରେ କରିବାକୁ ପଛାଉନାହାନ୍ତି। ଏହି ଧନ ସମ୍ପତ୍ତି ପାଇଁ ଲୋଭର ବଶବର୍ତ୍ତୀ ହୋଇ ଏବେ ଯାବତୀୟ ଅପରାଧମାନ…





