ଗଞ୍ଜେଇ କାରବାର ବେଳେ ଗାଡ଼ି ଧକ୍କାରେ ମହିଳା ମୃତ୍ୟୁ ମାମଲା, ୩ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଆଜି ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ସୂଚନା ମୁତାବକ, ଗତ କାଲି ଏକ ସ୍ଵୀଫ୍ଟ ଡିଜିୟାର ଗାଡି (OD 02 BT 4761) ଅନୁଗୁଳ ଆଡୁ ଭୁବନେଶ୍ବର…