ବେପାର ବୁଡ଼ିଯିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

ଅନୁଗୁଳ: ତାଳଚେର ସଦର ଥାନା ସନ୍ଥପଡା ପଞ୍ଚାୟତର ଦାସନାଳୀରେ ଥିବା ନାଲକୋ ଇନଟେକ ପମ୍ପ ହାଉସ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ଏକ ଡିମିରି ଗଛରେ ଦଉଡ଼ି ଦେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣକ ଆଲୋକ ସାମଲ…

Continue Readingବେପାର ବୁଡ଼ିଯିବାରୁ ଗଛରେ ଦଉଡ଼ି ଦେଇ ଜୀବନ ହାରିଲେ ଯୁବକ

ରେଳ ବିଭାଗରେ ନିଯୁକ୍ତି ଦେବା ନାଁରେ ୪୩ ଲକ୍ଷ ଟଙ୍କାର ଠକେଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗାଁର ଜଣେ ଯୁବତୀଙ୍କ ସହ ୧୫ ଜଣଙ୍କୁ ରେଳ ବିଭାଗରେ ନିଯୁକ୍ତି ଦେବାକୁ କହି ୪୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ହୋଇଛି। ସୂଚନା ମୁତାବକ, ୨୦୧୯ ସେପ୍ଟେମ୍ବର ମାସରେ ମହିଧରପୁରର…

Continue Readingରେଳ ବିଭାଗରେ ନିଯୁକ୍ତି ଦେବା ନାଁରେ ୪୩ ଲକ୍ଷ ଟଙ୍କାର ଠକେଇ

ଜବରଦଖଲକାରୀଙ୍କ ଯୋଗୁ ଆଗେଇ ପାରୁନି ଫୁଲପଡା-ତଳମୂଳ ସଡ଼କ କାମ, ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି

ଅନୁଗୁଳ : ବ‌ଅଁରପାଳ ବ୍ଲକ ଫୁଲପଡା-ତଳମୂଳ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ଜମି ରହିଛି ବର୍ଷା ଜଳ। ଫଳରେ ଯାତାୟାତ କରୁଥିବା ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଚାଲିଥିବା ବେଳେ କିଛି…

Continue Readingଜବରଦଖଲକାରୀଙ୍କ ଯୋଗୁ ଆଗେଇ ପାରୁନି ଫୁଲପଡା-ତଳମୂଳ ସଡ଼କ କାମ, ଅସରାଏ ବର୍ଷା ହେଲେ ରାସ୍ତାରେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟୋଲୋଇ ଗାଁର କୃତିବାସ ନାଏକ ତାଙ୍କ ସ୍ତ୍ରୀ ନମୀତା ନାଏକଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ୫ ବର୍ଷ ତଳେ କୃତିବାସ ନମୀତାଙ୍କୁ ବିବାହ କରିଥିଲେ। ତାଙ୍କର ୪…

Continue Readingସ୍ତ୍ରୀଙ୍କୁ ନିର୍ଯାତନା ଦେଇ ସ୍ବାମୀ ଗିରଫ

ଦେଶୀମଦ ବିକ୍ରୀ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ହାଟରେ ଦେଶୀମଦ ବିକ୍ରୀ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗାଁର ଦୁଷ୍ମନ୍ତ ନାଏକ(୪୧) ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟରେ ଦେଶୀମଦ ବିକ୍ରୀ କରୁଥିଲେ। ଏ ନେଇ…

Continue Readingଦେଶୀମଦ ବିକ୍ରୀ ଅଭିଯୋଗରେ ଜଣେ ଗିରଫ

ଦୁଇ ଚୋରା ବାଇକ ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତଳମୂଳ ଗାଁରୁ ରବିବାର ଦୁଇଟି ଚୋରା ଗାଡ଼ି ଜବତ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ମନୋଜ ସାହୁଙ୍କ ଘରେ ଚଢଉ…

Continue Readingଦୁଇ ଚୋରା ବାଇକ ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ

ଚୋରି ଅଭିଯୋଗରେ ୩ ଜଣ ଗିରଫ

ବଅଁରପାଳ: ଜିଲ୍ଲା ବଅଁରପାଳ ପୁଲିସ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଜଣଙ୍କୁ ଗିରଫକରିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ନୂଆହତା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏକ ନଳକୂଅର ପାଣିପମ୍ପଟି ଚୋରି ହୋଇଥିଲା। ଏ ନେଇ ସୋମବାର…

Continue Readingଚୋରି ଅଭିଯୋଗରେ ୩ ଜଣ ଗିରଫ

ସ୍ତ୍ରୀ ଓ ୨ ଛୁଆଙ୍କୁ ପୋଡ଼ି ମାରିବାଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁ ଗଡ଼ସାହିର ରଞ୍ଜନ ଗୋଚ୍ଛାୟତ ତାଙ୍କ ସ୍ତ୍ରୀ ଓ ୨ ଛୁଆଙ୍କୁ ଘର ଭିତରେ ବନ୍ଦକରି ପୋଡ଼ି ମାରିବା ଉଦ୍ୟମ କରିଛି। ସୂଚନା ମୁତାବକ, ଶୁକ୍ରବାର ଘରୋଇ ଗଣ୍ଡଗୋଳରୁ ରଞ୍ଜନ ତାଙ୍କ…

Continue Readingସ୍ତ୍ରୀ ଓ ୨ ଛୁଆଙ୍କୁ ପୋଡ଼ି ମାରିବାଉଦ୍ୟମ

ଟ୍ରକ୍ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ଟ୍ରକ୍ ବାଇକ୍ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ସ୍ଵାମୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ…

Continue Readingଟ୍ରକ୍ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଅଜଣା ଟ୍ରକ୍ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ୨ ପୁଅ ଗୁରୁତର

ଅନୁଗୁଳ: ବଅଁରପାଳ ମେଡିକାଲ ନିକଟସ୍ଥ ୧୪୯ ନମ୍ୱର ଜାତୀୟ ରାଜପଥରେ ଆଜି ଏକ ଅଜଣା ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଓଡାପଡା ବ୍ଲକ୍ ମୋଟଙ୍ଗା ଥାନା ଅଞ୍ଚଳର ସୁରଭି ଗାଁର…

Continue Readingଅଜଣା ଟ୍ରକ୍ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ୨ ପୁଅ ଗୁରୁତର