ଏନ୍ଏଚ୍ କାର୍ଯ୍ୟର ସମୀକ୍ଷା କଲେ ଉପବାଚସ୍ପତି
ଅନୁଗୁଳ: ଭାରତ ସରକାର ନିକଟରେ ୬୫୫ ନମ୍ବର ଜାତୀୟ ରାଜପଥକୁ ଅନୁମୋଦନ କରିଛନ୍ତି । ଏହି ଜାତୀୟ ରାଜପଥ ପ୍ରାଥମିକ ପର୍ଯ୍ୟାୟରେ ଖୁଣ୍ଟୁଣିରୁ ବାହାରି ଆଠଗଡ଼, ଭାପୁର ଓ ମହୀଧରପୁର ଛକ ଦେଇ ଅନୁଗୁଳର ଖମାର ବାଇପାସ୍ ଠାରେ ସଂଯୋଗ କରିବାକୁ…
ଅନୁଗୁଳ: ଭାରତ ସରକାର ନିକଟରେ ୬୫୫ ନମ୍ବର ଜାତୀୟ ରାଜପଥକୁ ଅନୁମୋଦନ କରିଛନ୍ତି । ଏହି ଜାତୀୟ ରାଜପଥ ପ୍ରାଥମିକ ପର୍ଯ୍ୟାୟରେ ଖୁଣ୍ଟୁଣିରୁ ବାହାରି ଆଠଗଡ଼, ଭାପୁର ଓ ମହୀଧରପୁର ଛକ ଦେଇ ଅନୁଗୁଳର ଖମାର ବାଇପାସ୍ ଠାରେ ସଂଯୋଗ କରିବାକୁ…
ଅନୁଗୁଳ: ବଅଁରପାଳ ବ୍ଳକ୍ ସାନ୍ତରାପୁର-ଖ ପଞ୍ଚାୟତ ନୂଆସାହି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ବନବିଭାଗ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ବିଲୁଆକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଗତ ୩,୪ ଦିନ ହେବ ବିଲୁଆଟି ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲା। କୂଅଟି…
ଅନୁଗୁଳ: ବଅଁରପାଳ ପୁଲିସ ବୁଧବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ବେଳେ ଜୋରାଗାଡ଼ିଆ ଛକ ନିକଟରୁ ଏକ ସ୍କ୍ରାପ୍ ବୋଝେଇ ଗାଡ଼ି ଜବତ କରିଛି । ଏଥିରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଦୁଇ…
ଅନୁଗୁଳ: ବଅଁରପାଳ ଥାନା ଇଲାକାରେ ବେଧଡକ ଭାବେ ଚାଲିଛି ମଦ ବିକ୍ରି। ଏହି ଚୋରା କାରବାରରେ ରୋକ୍ ଲଗାଇବା ପାଇଁ ବଅଁରପାଳ ପୁଲିସ୍ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ନୂଆହତା ଗ୍ରାମର ଏକ ଦୋକାନରେ ଚଢ଼ାଉ କରି…
ଅନୁଗୁଳ: ପୁଲିସ ନାକ ନିଶତଳେ ଚାଲିଥିଲା ବେଧଡ଼କ ଚୋରା ମଦ କାରବାର । ବର୍ଷ ବର୍ଷ ଧରି ଥାନାଠାରୁ ମାତ୍ର ୩ କିଲୋମିଟର ଦୂର ତେଜରାତି ଦୋକାନରେ ଶହ ଶହ ଲିଟର ବିଦେଶୀ ମଦ କାରବାର ଚାଲିଆସୁ ଥିଲା ବେଳେ ଶନିବାର…
ଅନୁଗୁଳ:ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ନିକଟ ମାଧିଆମୁଣ୍ଡା ଛକ ନିକଟ ରାସ୍ତା କଡ଼କୁ ଏକ କାର ଖସି ପଡ଼ିବାରୁ ବାପ ପୁଅ ସାମାନ୍ୟ ଆହତ ହୋଇଛନ୍ତି। ପୁଲିସ ଉଭୟଙ୍କୁ କାର୍ ମଧ୍ୟରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଅନୁଗୁଳ ଡାକ୍ତରଖାନା ପଠାଇଥିଲା। ଉଭୟ…
ଅନୁଗୁଳ: ଅନୁଗୁଳ ଜେଏସ୍ପିଏଲ୍ କାରଖାନାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଅକ୍ସିଜେନ୍ ବୋଝେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ସନ୍ତ୍ରୀ ନିକଟରେ ଗାଡ଼ି ହଠାତ୍ ଅଚଳ ହୋଇପଡ଼ିଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଏସ୍ପି…
ଅନୁଗୁଳ: ବଅଁରପାଳ ବ୍ଲକ୍ ତଥା ନାଲ୍କୋ ଥାନା କାଣ୍ଡସର ରୁଗୁଡ଼ିସାହିର ଶଙ୍କର ବେହେରାଙ୍କ ମଟର ସାଇକେଲ୍ (ଓଡ଼ି୩୫ବି-୮୬୩୫) ଚୋରି ଅଭିଯୋଗରେ ପୁଲିସ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମଟର ସାଇକେଲ୍ ଉଦ୍ଧାର କରାଯାଇଥିବା ଭଡ଼ାଘର ତଲାସି…
ଅନୁଗୁଳ: ବଅଁରପାଳ ବ୍ଳକ୍ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଏବଂ ଗଣ୍ଠିଗାଡ଼ିଆ ଗ୍ରାମକୁ ଆଜି ସକାଳୁ କଣ୍ଟେନମେଣ୍ଟ ଘୋଷଣା କରିଛି ବ୍ଳକ୍ ପ୍ରଶାସନ। ଏହି ଗ୍ରାମ ଗୁଡ଼ିକରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ଅମାନିଆ ଯୁବକ ସଂକ୍ରମିତ…
ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ନିତି ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଉଭୟ ନାଲ୍କୋନଗର ଓ ବଅଁରପାଳ ଥାନା ଇଲାକାରୁ ୨ଟି…