ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ତଦନ୍ତ କରୁଛି ବନ ବିଭାଗ

ବନ୍ତଳା : ଅନୁଗୁଳ ବ୍ଲକ ହମାମିରା ଗାଁରେ ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ୍ତଳା ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି। ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ହମାମିରା ଗାଁର ନିତ୍ୟା…

Continue Readingହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ତଦନ୍ତ କରୁଛି ବନ ବିଭାଗ

ଶିକାରୀ ଫାସରେ ପୁଣି ପଡ଼ିଲା ବାଘ

ବନ୍ତଳା: ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ପୁଣି ଏକ କଲରାପତରିଆ ବାଘ ଫାଶରେ ପଡ଼ିଛି। ଫାଶରେ ପଡ଼ି ସାରା ରାତି ଛଟପଟ ହେବା ପରେ ରବିବାର ବନ କର୍ମଚାରୀମାନେ ବାଘଟିକୁ ଉଦ୍ଧାର କରିଛନ୍ତି । ଟ୍ରାଙ୍କୁଲାଇଜ୍ କରି ତାକୁ ଯନ୍ତାରେ ରଖିବା ପରେ…

Continue Readingଶିକାରୀ ଫାସରେ ପୁଣି ପଡ଼ିଲା ବାଘ

ନୂଆ ବର୍ଷରେ କୁକୁଟେଶ୍ଵର ମନ୍ଦିରରେ ବିଶ୍ଵଶାନ୍ତି ଯଜ୍ଞ, ଯୋଗ ଦେଲେ ୫୦ ହଜାର ଲୋକ

ଅନୁଗୁଳ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନୁଗୁଳ ବ୍ଲକ ତୁମୁଣୀ କୁକୁଟେଶ୍ଵର ମନ୍ଦିରରେ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠତି ହୋଇଛି। ଇଂରାଜୀ ନବ ବର୍ଷ ଆରମ୍ଭରେ ପାଳିତ ହୋଇ ଆସୁଥିବା ଏହି ଯଜ୍ଞରେ ଚଳିତ ବର୍ଷ ପ୍ରାୟ ୫୦ ହଜାର ଲୋକଙ୍କ…

Continue Readingନୂଆ ବର୍ଷରେ କୁକୁଟେଶ୍ଵର ମନ୍ଦିରରେ ବିଶ୍ଵଶାନ୍ତି ଯଜ୍ଞ, ଯୋଗ ଦେଲେ ୫୦ ହଜାର ଲୋକ

ଶଙ୍ଖପୁର ଓ ମହିଧରପୁର ପଞ୍ଚାୟତରେ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଅନୁଗୁଳ: ସ୍ଥାନୀୟ ଅନୁଗୁଳ ବ୍ଲକ ଶଙ୍ଖପୁର ପଞ୍ଚାୟତ ଓ ବଅଁରପାଳ ବ୍ଳକ ମହିଧରପୁର ପଞ୍ଚାୟତରେ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟ ଅତିଥିଭାବେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା…

Continue Readingଶଙ୍ଖପୁର ଓ ମହିଧରପୁର ପଞ୍ଚାୟତରେ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇଲେ ରାଜସ୍ୱ ନିରକ୍ଷକ

ଅନୁଗୁଳ : ବୁଧବାର ଭୋରରୁ ଅନୁଗୁଳ ଜିଲ୍ଲାର ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗାଁରେ ଅଗ୍ନିକାଣ୍ଡ ଘଟି ଜଣକ ଘର ପୋଡ଼ିଯାଇଛି। ସୂଚନା ମୁତାବକ, ସକାଳ ପ୍ରାୟ ୪ଟା ବେଳେ ତାଳପଦାର ଦର୍ବ ଭୋଇଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିଲା।…

Continue Readingଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇଲେ ରାଜସ୍ୱ ନିରକ୍ଷକ

ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଆଉ ଏକ ଶ୍ରେଣୀ ଗୃହର ଶିଳାନ୍ୟାସ କଲେ ବ୍ଲକ ଅଧ୍ୟକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ଆନୁକୂଲ୍ୟରେ ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଆଉ ଏକ ଶ୍ରେଣୀ ଗୃହର ଶିଳାନ୍ୟାସ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ସମ୍ମାନିତ ଅତିଥି ଭାବରେ ପୋକତୁଙ୍ଗା ସରପଞ୍ଚ ସୁଜିତ…

Continue Readingପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଆଉ ଏକ ଶ୍ରେଣୀ ଗୃହର ଶିଳାନ୍ୟାସ କଲେ ବ୍ଲକ ଅଧ୍ୟକ୍ଷା

ଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ, ୧୫ ଦୋକାନୀଙ୍କ ଠାରୁ ଆଦାୟ ହେଲା ୪୮୦୦ ଟଙ୍କା ଫାଇନ୍

ଅନୁଗୁଳ: ସ୍ଥାନୀୟ ବନ୍ତଳା ବଜାରରେ ଆଜି ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି। ଏ ଅବସରରେ ପ୍ରାୟ ୧୫ଟି ଦୋକାନରୁ ୪୮୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି। ସୂଚନା ମୁତାବକ, ଆଜି ଖାଦ୍ୟ ନିରାପତ୍ତା ବିଭାଗ…

Continue Readingଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ, ୧୫ ଦୋକାନୀଙ୍କ ଠାରୁ ଆଦାୟ ହେଲା ୪୮୦୦ ଟଙ୍କା ଫାଇନ୍

ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯେ, କଟକ ଜିଲ୍ଲା ନରସିଂହପୁର ଜିଲିଣ୍ଡା ଜାନିସାହିର ରଞ୍ଜନ…

Continue Readingନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ମହିଳା ସଂଘକୁ ଆସୁଥିବା ଅର୍ଥ ହେରଫେର ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ବଲଙ୍ଗ ପଞ୍ଚାୟତର ମହିଳା

ଅନୁଗୁଳ : ସଂଘକୁ ମିଳୁଥିବା ଅର୍ଥ ହେରଫେର ହେଉଥିବା ଅଭିଯୋଗରେ ଆଜି ସ୍ଥାନୀୟ ବଲଙ୍ଗ ପଞ୍ଚାୟତର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ହେଉଛି, ସରକାରଙ୍କ ପକ୍ଷରୁ ସଂଘଗୁଡ଼ିକୁ ଆସୁଥିବା ଅର୍ଥରାଶି ହେରଫେର ହେଉଛି। ବଲଙ୍ଗ ପଞ୍ଚାୟତର ସଂଘମାନଙ୍କର…

Continue Readingମହିଳା ସଂଘକୁ ଆସୁଥିବା ଅର୍ଥ ହେରଫେର ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ବଲଙ୍ଗ ପଞ୍ଚାୟତର ମହିଳା

ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁ ଦେଶୀମଦ ଭାଟିର କର୍ମଚାରୀଙ୍କୁ ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗଡ଼ତରାଶ ଦେଶୀମଦ ଭାଟିର କର୍ମଚାରୀ ବିହାର…

Continue Readingସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଯୁବକ ଗିରଫ