ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ବୃଦ୍ଧା ମୃତ, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ହେଲେ ହମାମିରା ଗ୍ରାମର ଚମ୍ପାବତୀ ସାହୁ। ରିପୋର୍ଟ ମୁତାବକ, ମଙ୍ଗଳବାର ହମାମିରା ଗ୍ରାମର ଚମ୍ପାବତୀ ସାହୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ…

Continue Readingବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ବୃଦ୍ଧା ମୃତ, ଜଣେ ଗୁରୁତର

ମହୁଲ ପୋଚ ଖାଇ ନିଶାରେ ଶୋଇଛି ଦନ୍ତା, ଏଯାଏଁ ଭାଙ୍ଗିନି ନିଦ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଞ୍ଚଳରେ ଆଜି ଏକ ଦନ୍ତା ହାତୀ ମହୁଲ ପୋଚ ଖାଇ ନିଶାରେ ଶୋଇଥିବା ଦେଖାଯାଇଛି। ପୋକତୁଙ୍ଗା ଦେହୁରୀ ନାଳ ନିକଟରେ ଥିବା ଗଡ଼ିଆରେ ହାତୀଟି ଶୋଇଥିବାର ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଜଣାଇଥିଲେ।…

Continue Readingମହୁଲ ପୋଚ ଖାଇ ନିଶାରେ ଶୋଇଛି ଦନ୍ତା, ଏଯାଏଁ ଭାଙ୍ଗିନି ନିଦ

ହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ, ଗାଁରେ ଉତ୍ତେଜନା

ଅନୁଗୁଳ: ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଜଣେ ମହିଳାଙ୍କୁ ମାରିଛି। ମୃତା ମହିଳା ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)। ସୂଚନା ମୁତାବକ, ଆଜି ସକାଳୁ ବିଜୁଳି ଆମ୍ବ…

Continue Readingହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ, ଗାଁରେ ଉତ୍ତେଜନା

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର, ବନ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ

ଅନୁଗୁଳ : ସ୍ଥାନୀୟ ବନ୍ତଳା ବନାଞ୍ଚଳ ଗଡ଼ତରାସ ଗ୍ରାମରେ ହାତୀ ଆକ୍ରମଣରେ ପୁଣି ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଗଡ଼ତରାସ ଗ୍ରାମର ପରମା ବେହେରା (୬୦) ନିଜ ଗାଁରୁ ଘରକୁ ଫେରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ…

Continue Readingହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର, ବନ ବିଭାଗ ଦୃଷ୍ଟି ଦେବାକୁ ଅନୁରୋଧ

ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ବୃଦ୍ଧା ମୃତ

ଅନୁଗୁଳ: ଅନୁଗୁଳ ବନ୍ତଳା ବନାଞ୍ଚଳ ଖିଣ୍ଡା ପଞ୍ଚାୟତର ମରଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ମରଣ୍ଡା ଗ୍ରାମର ଖଜୁରୀ ବେହେରା (୬୦) ଆଜି ସକାଳୁ ଆମ୍ବ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ସେଠାରେ…

Continue Readingଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ବୃଦ୍ଧା ମୃତ

ହାତୀ ଆକ୍ରମଣରେ ମହିଳା ଗୁରୁତର, ଗତ କାଲି ଯାଇଥିଲା ଦୁଇ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ତଳଗଡ଼ ପଞ୍ଚାୟତ ପୋଡ଼ାସାହିର ନନ୍ଦିନୀ…

Continue Readingହାତୀ ଆକ୍ରମଣରେ ମହିଳା ଗୁରୁତର, ଗତ କାଲି ଯାଇଥିଲା ଦୁଇ ଜଣଙ୍କ ଜୀବନ

ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦଳିଦେଲା ହାତୀ, ବୃଦ୍ଧ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ବନ୍ତଳା ରେଞ୍ଜ କନ୍ତମେଘ ଗାଁର ରମେଶ ଦେହୁରୀ ବୋଲି ଜଣାଯାଇଛି। ସୂଚନା ମୁତାବକ, ରମେଶ ଆଜି ଭୋରରୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ…

Continue Readingଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦଳିଦେଲା ହାତୀ, ବୃଦ୍ଧ ମୃତ

ବିନା ଅନୁମତିରେ ଚାଷ ଜମିରେ ଖୋଳାଯାଇଛି କେନାଲ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କ୍ଷେତ ମାଲିକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼ କନ୍ତକୁଳ ପଞ୍ଚାୟତ କଞ୍ଜା ଗାଁର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମିରେ କେନାଲ ଖୋଳା ଯାଉଥିବାରୁ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, କଞ୍ଜା ଗ୍ରାମର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମି ଖାତା…

Continue Readingବିନା ଅନୁମତିରେ ଚାଷ ଜମିରେ ଖୋଳାଯାଇଛି କେନାଲ, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ କ୍ଷେତ ମାଲିକ

ବନ୍ତଳା ପୋଲିସକୁ ବଡ଼ ସଫଳତା: ନିଶା ଖାଇ ଚୋରି କରୁଥିବା ବେଳେ ୯ ଜଣ ଗିରଫ, ବିପୁଳ ଚୋରା ସାମଗ୍ରୀ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ନିଶାରେ ୪ଟି ଥାନା ଅଞ୍ଚଳରେ ଚୋରି କରି ପୋଲିସ ନିଦ ହଜାଇ ଦେଇଥିବା ପାଞ୍ଚ ଜଣ ନାବାଳକଙ୍କ ସମେତ ଚାରି ଚୋରକୁ ବନ୍ତଳା ପୋଲିସ ଗିରଫ କରିଛି। ସେମାନଙ୍କ…

Continue Readingବନ୍ତଳା ପୋଲିସକୁ ବଡ଼ ସଫଳତା: ନିଶା ଖାଇ ଚୋରି କରୁଥିବା ବେଳେ ୯ ଜଣ ଗିରଫ, ବିପୁଳ ଚୋରା ସାମଗ୍ରୀ ଜବତ

ବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଆୟୋଜିତ, ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ଵ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକଘର ପକ୍ଷରୁ ମଙ୍ଗଳବାର ବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଡାକ ମଣ୍ଡଳ ଡାକ ଅଧୀକ୍ଷକ ଜଗଦୀଶ ଦାସଙ୍କ ନେତୃତ୍ଵରେ ଆୟୋଜିତ ଏହି ମେଳାରେ ପଣ୍ଡିତ ମହେଶ ସାହୁ, ଅନୁଗୁଳ ବ୍ଲକ…

Continue Readingବନ୍ତଳା ଡାକ ବଙ୍ଗଳାରେ ଡାକ ମେଳା ଆୟୋଜିତ, ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ଵ ଲୋକ