ଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ, ୧୫ ଦୋକାନୀଙ୍କ ଠାରୁ ଆଦାୟ ହେଲା ୪୮୦୦ ଟଙ୍କା ଫାଇନ୍

ଅନୁଗୁଳ: ସ୍ଥାନୀୟ ବନ୍ତଳା ବଜାରରେ ଆଜି ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି। ଏ ଅବସରରେ ପ୍ରାୟ ୧୫ଟି ଦୋକାନରୁ ୪୮୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି। ସୂଚନା ମୁତାବକ, ଆଜି ଖାଦ୍ୟ ନିରାପତ୍ତା ବିଭାଗ…

Continue Readingଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ, ୧୫ ଦୋକାନୀଙ୍କ ଠାରୁ ଆଦାୟ ହେଲା ୪୮୦୦ ଟଙ୍କା ଫାଇନ୍

ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯେ, କଟକ ଜିଲ୍ଲା ନରସିଂହପୁର ଜିଲିଣ୍ଡା ଜାନିସାହିର ରଞ୍ଜନ…

Continue Readingନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ମହିଳା ସଂଘକୁ ଆସୁଥିବା ଅର୍ଥ ହେରଫେର ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ବଲଙ୍ଗ ପଞ୍ଚାୟତର ମହିଳା

ଅନୁଗୁଳ : ସଂଘକୁ ମିଳୁଥିବା ଅର୍ଥ ହେରଫେର ହେଉଥିବା ଅଭିଯୋଗରେ ଆଜି ସ୍ଥାନୀୟ ବଲଙ୍ଗ ପଞ୍ଚାୟତର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି। ମହିଳାଙ୍କ ଅଭିଯୋଗ ହେଉଛି, ସରକାରଙ୍କ ପକ୍ଷରୁ ସଂଘଗୁଡ଼ିକୁ ଆସୁଥିବା ଅର୍ଥରାଶି ହେରଫେର ହେଉଛି। ବଲଙ୍ଗ ପଞ୍ଚାୟତର ସଂଘମାନଙ୍କର…

Continue Readingମହିଳା ସଂଘକୁ ଆସୁଥିବା ଅର୍ଥ ହେରଫେର ଅଭିଯୋଗ, ଜିଲ୍ଲାପାଳଙ୍କୁ ଭେଟିଲେ ବଲଙ୍ଗ ପଞ୍ଚାୟତର ମହିଳା

ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁ ଦେଶୀମଦ ଭାଟିର କର୍ମଚାରୀଙ୍କୁ ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗଡ଼ତରାଶ ଦେଶୀମଦ ଭାଟିର କର୍ମଚାରୀ ବିହାର…

Continue Readingସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଯୁବକ ଗିରଫ

ସକାଳୁ କେନାଲରୁ ମିଳିଲା ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ବନ୍ତଳା : ସ୍ଥାନୀୟ ବନ୍ତଳା ଥାନା ବଡ଼କେରା ପଞ୍ଚାୟତସ୍ଥିତ ମାତେଳିଆ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଦଳବେହେରା ସାହିର ରୋହିତ ବେହେରା (୪୦ ) ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ରୋହିତ ବେହେରା ବୁଧବାର ରାତିରେ ଘରକୁ…

Continue Readingସକାଳୁ କେନାଲରୁ ମିଳିଲା ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ମଦୁଆ ସାରଙ୍କ ଉନ୍ମତ୍ତ କାଣ୍ଡ! ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ଦେଇ ରୋଷେୟାଙ୍କୁ ତାଲା ପକାଇ ପଳାଇ ଗଲେ ଶିକ୍ଷକ

ଅନୁଗୁଳ: ପିଲାଙ୍କର ଶୀଘ୍ର ଛୁଟି କରି ରୋଷେୟାଙ୍କୁ ତାଲା ପକାଇ ଦେଇ ଛୁ ମାରିଛନ୍ତି ସାର। ବିଶ୍ୱାସ ନ ହେଲେ ବି ଅନୁଗୁଳ ବ୍ଲକ ଖିଣ୍ଡା ପଞ୍ଚାୟତ ମରଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଏମିତି ଘଟଣା ସାମ୍ନାକୁ ଆସିଛି। ଏଠାକାର ଶିକ୍ଷକ ଭରତ…

Continue Readingମଦୁଆ ସାରଙ୍କ ଉନ୍ମତ୍ତ କାଣ୍ଡ! ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ଦେଇ ରୋଷେୟାଙ୍କୁ ତାଲା ପକାଇ ପଳାଇ ଗଲେ ଶିକ୍ଷକ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଳା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଖିଣ୍ଡା ଗାଁର ରାଜା ସେଠୀ(୨୦) ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବନ୍ତଳା ଶଙ୍ଖପୁରରୁ ବିରାଟ ଅଜଗର ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଶଙ୍ଖପୁର ନିକଟରେ ଥିବା ଏକ ତେଲଟାଙ୍କିକୁ ଶନିବାର ରାତିରେ ଏକ ବିରାଟ ଅଜଗର ପଶି ଆସିଥିଲା। ଲୋକେ ଭୟରେ ସ୍ନେକ ହେଳ୍ପଲାଇନକୁ ଖବର ଦେବାରୁ ସର୍ପମିତ୍ର ବାବା ଅମରଜିତ ଓ ତାଙ୍କ ସହାୟକ ସୁଶାନ୍ତ…

Continue Readingବନ୍ତଳା ଶଙ୍ଖପୁରରୁ ବିରାଟ ଅଜଗର ଉଦ୍ଧାର

ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତଃବିଭାଗ ଓ ବହିର୍ବିଭାଗର ଉଦଘାଟନ କଲେ ଉପବାଚସ୍ପତି

ଅନୁଗୁଳ: ସ୍ଥାନୀୟ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତଃ ବିଭାଗ ଓ ବହିର୍ବିଭାଗ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ଉଭୟ ବିଭାଗକୁ ଉଦଘାଟନ କରିଥିଲେ। ଏହି ବିଭାଗ ଦ୍ଵାରା ସ୍ଥାନୀୟ ଅଞ୍ଚଳର…

Continue Readingବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତଃବିଭାଗ ଓ ବହିର୍ବିଭାଗର ଉଦଘାଟନ କଲେ ଉପବାଚସ୍ପତି

କେବେ ସୁଧୁରିବେ ଏମାନେ ? ବିପଦସଂକୁଳ ଅବସ୍ଥାରେ ବସ୍ ପଛପଟେ ଠିଆ ହୋଇ ଯାତ୍ରା କରୁଛନ୍ତି କଲେଜ ଛାତ୍ର

ଅନୁଗୁଳ: କଲେଜ ଛାତ୍ରଙ୍କୁ ବିପଦ ସଂକୁଳ ଅବସ୍ଥାରେ ନେଉଥିବା ଏକ ବସର ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଏହି ଭିଡିଓ ଅନୁଗୁଳ ଜିଲ୍ଲା ବନ୍ତଳାର ବୋଲି ଜଣାଯାଇଛି। ସୂଚନା ମୁତାବକ, ଆଜି ବନ୍ତଳାଠାରେ ଏକ ବସ(OR19H3533) କଲେଜ ଛାତ୍ରଙ୍କୁ ଅତି…

Continue Readingକେବେ ସୁଧୁରିବେ ଏମାନେ ? ବିପଦସଂକୁଳ ଅବସ୍ଥାରେ ବସ୍ ପଛପଟେ ଠିଆ ହୋଇ ଯାତ୍ରା କରୁଛନ୍ତି କଲେଜ ଛାତ୍ର