ସାପ୍ତାହିକ ହାଟରେ ମାତିଛନ୍ତି ଅଣଓଡ଼ିଆ ନାବାଳକ ଲୁଟେରା
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ କିଛିମାସ ହେବ ବିଭିନ୍ନ ସାପ୍ତାହିକ ହାଟରେ ଅଣଓଡ଼ିଆ ନାବାଳକ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ଲୁଟେରାମାନେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ସାପ୍ତାହିକ ହାଟରେ ସଙ୍ଘବଦ୍ଧ ଭାବେ ପହଞ୍ଚି ଭିଡ଼ରେ ବ୍ୟସ୍ତ ଥିବା ଲୋକମାନଙ୍କ…




