ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମୁରୁସିଂହା ଗାଁରେ ବୁଧବାର ସକାଳେ ବିଦ୍ୟୁତ ସର୍ଟ ସର୍କିଟରେ ୪ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଯେ, ବୁଧବାର ଭୋର ସମୟରେ କୁମୁରୁସିଂହା ଗାଁ ହରିଜନ ସାହିର ଶ୍ରୀକାନ୍ତ ନାଏକଙ୍କ ଘରେ…

Continue Readingଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ପାଣି ପିଇବାକୁ ଆସିଥିବା କୁଟୁରାକୁ ଜଙ୍ଗଲରେ ଛାଡ଼ିଲା ବନବିଭାଗ

ଅନୁଗୁଳ : ପାଣି ପିଇବାକୁ ଆସିଥିବା କୁଟୁରାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲେ ବନ୍ତଳା ବନ ବିଭାଗର କର୍ମଚାରୀ। ମିଳିଥିବା ସୂଚନାନୁସାରେ, ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ପୋକତୁଙ୍ଗା ଜଙ୍ଗଲରେ ଏକ କୁଟୁରା ପାଣି ପାଇଁ ବୁଲୁଥିବା ବେଳେ ଏକ କୁକୁର…

Continue Readingପାଣି ପିଇବାକୁ ଆସିଥିବା କୁଟୁରାକୁ ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାନୀୟ ଜଳ ସମସ୍ୟା ନେଇ ତାତିଲେ ମହିଳା, ପମ୍ପ ହାଉସରେ ପକାଇଲେ ତାଲା

ଅନୁଗୁଳ: ଖରା ଦିନ ଆରମ୍ଭରୁ ହିଁ ଆଶାତୀତ ଭାବେ ବଢ଼ିଛି ସୂର୍ଯ୍ୟଙ୍କ ପ୍ରଭାବ। ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରତିଦିନ ରାଜ୍ୟର ୫-୬ଟି ସହରର ତାପମାତ୍ରା ୪୦ ଉପରେ ରହୁଛି। ଏଭଳି ସ୍ଥିତିରେ ଗାଁ ଗହଳିରେ ପାନୀୟ ଜଳ ଏକ…

Continue Readingପାନୀୟ ଜଳ ସମସ୍ୟା ନେଇ ତାତିଲେ ମହିଳା, ପମ୍ପ ହାଉସରେ ପକାଇଲେ ତାଲା

ଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା; ସମବାୟ ସମ୍ପାଦକଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀ

ଅନୁଗୁଳ: ଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା। ସମବାୟ ସମିତିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ। ଅନୁଗୁଳ ବ୍ଲକ ବେଡା ଶାସନ ସେବା ସମବାୟ ସମିତି ସମ୍ପାଦକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ। ଏ ନେଇ ଚାଷୀମାନେ…

Continue Readingଧାନ ନେଲେ, କିନ୍ତୁ ଦେଉନାହାନ୍ତି ଟଙ୍କା; ସମବାୟ ସମ୍ପାଦକଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀ

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ମଙ୍ଗଳବାର ଅନୁଗୁଳ ଟାଉନ ଥାନାରେ  ଲିଖିତ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଯେ,…

Continue Readingଛାତ୍ରୀଙ୍କୁ ଅପହରଣ ଅଭିଯୋଗ

କେବେ ମିଳିବ ଶୁଦ୍ଧ ପାନୀୟ ଜଳ ? ଭଲ ପାଣି ମୁନ୍ଦେ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମହିଧରପଡ଼ାବାସୀ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଖିଣ୍ଡା ପଞ୍ଚାୟତର ମହିଧରପଡାରେ ଦୀର୍ଘ ଦିନ ହେଲା ଲାଗି ରହିଛି ପାନୀୟ ଜଳ ସମସ୍ୟା। ଗାଁରେ ପାଞ୍ଚ ଶହରୁ ଅଧିକ ଲୋକ ବାସ କରୁଥିଲେ ମଧ୍ୟ ଏବେ ଯାଏଁ ପିଇବା ପାଣି ମୁନ୍ଦେ ମିଳିବ ଯେମିତି ସ୍ବପ୍ନ…

Continue Readingକେବେ ମିଳିବ ଶୁଦ୍ଧ ପାନୀୟ ଜଳ ? ଭଲ ପାଣି ମୁନ୍ଦେ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମହିଧରପଡ଼ାବାସୀ

ଚୋରି କାର ଉଦ୍ଧାର, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ଗୋଟିଏ ଚୋରି କାରକୁ ଉଦ୍ଧାର କରିବାସହ କାର ଚୋରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଥିବା ଶ୍ରୀଲକ୍ଷ୍ମୀ ଇଣ୍ଡଷ୍ଟ୍ରି ପରିସରରୁ ସୋମବାର ରାତିରେ ଏକ କାର…

Continue Readingଚୋରି କାର ଉଦ୍ଧାର, ଅଭିଯୁକ୍ତ ଗିରଫ

କିଶୋରୀଙ୍କ ପାଇଁ ସଚେତନତା

ଅନୁଗୁଳ: କିଶୋରବସ୍ଥାରେ ଅଧିକ ଯତ୍ନର ଆବଶ୍ୟକତା ରହିଛି। ଶିକ୍ଷାରେ ଯେତେ ଉନ୍ନତି ହେଲେ ମଧ୍ୟ ସଚେତନତା ଅଭାବରୁ କିଶୋରୀମାନେ ସ୍ବାସ୍ଥ୍ୟଗତ ଓ ମାନସିକ ସ୍ତରରେ ପ୍ରଭାବିତ ହୋଇଥାନ୍ତି। ଅନେକ ସମୟରେ ସେମାନେ ଅପରାଧର ଶିକାର ହୋଇଥାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଭ୍ରୁଣହତ୍ୟା, ବାଲ୍ୟ…

Continue Readingକିଶୋରୀଙ୍କ ପାଇଁ ସଚେତନତା

ଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ଅନୁଗୁଳ: ଅନୁଗୁଳ ସହରରେ ଥିବା ଏକ ଫାଇନାନ୍ସ ସଂସ୍ଥାରୁ ମିଛରେ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ପୁଲିସ ଶୁକ୍ରବାର ସଂସ୍ଥାରେ ଜଣେ ଏଜେଣ୍ଟଙ୍କୁ ଗିରଫକରିଛି। ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଣ୍ଡୁପୁର ରାସ୍ତାରେ ଗୁରୁବାର ଫାଇନାନ୍ସ ସଂସ୍ଥାରେ ଏଜେଣ୍ଟ…

Continue Readingଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ବାଣଫୁଟାକୁ କେନ୍ଦ୍ରକରି ଭୁଜାଲି ମାଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଛକ ଦୁର୍ଗା ମଣ୍ଡପ ସାମ୍ନାରେ ନିର୍ବାଚନ ହିଂସାକୁ ନେଇ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ସମିତି ଅଧ୍ୟକ୍ଷ ଜିତିଲା ପରେ ଜୁଲି କର (୭୫) ସହିତ ଦଳୀୟ କର୍ମୀ…

Continue Readingବାଣଫୁଟାକୁ କେନ୍ଦ୍ରକରି ଭୁଜାଲି ମାଡ଼