୯୪ ୟୁନିଟ୍ ରକ୍ତ ସଂଗ୍ରହ

ଅନୁଗୁଳ: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ ବ୍ଲକ ଅନ୍ତର୍ଗତ ବନ୍ତଳା ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ମୋ-ପରିବାର ଅନୁଗୁଳ ଜିଲ୍ଲା ସହ-ସଂଯୋଜକ ପ୍ରିୟଦର୍ଶୀ…

Continue Reading୯୪ ୟୁନିଟ୍ ରକ୍ତ ସଂଗ୍ରହ

ସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମାଟିଆ ସାହି ପଞ୍ଚାୟତର ଜଣେ ସ୍କୁଲ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ ଓ ଜୋରଜବଦସ୍ତ ଭଲ ପାଇବା ପାଇଁ ବାଧ୍ୟ କରିବା ଏବଂ କମେଟ ମାରିବାକୁ ନେଇ ଛାତ୍ରୀର ମା' ବନ୍ତଳା ଥାନାରେ ଲିଖିତ…

Continue Readingସ୍କୁଲ ଛତ୍ରୀଙ୍କୁ ଅଶ୍ଳିଳ ମନ୍ତବ୍ୟ ନେଇ ମାଡ଼ପିଟ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ଏସ୍ଆଇ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ସବ୍ ଇନିସପେକ୍ଟର ପ୍ରମୋଦ କୁମାର ନାଏକ ଏକ ମାମଲାରେ ଜବତ ବାଇକ୍ ଛାଡ଼ିପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରପଡ଼ିଛନ୍ତି। ସୂଚନା ମୁତାବକ, ଏକ ମାଡ଼ପିଟ…

Continue Readingଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ଏସ୍ଆଇ

ପୋଡି ହୋଇ ଭିନ୍ନକ୍ଷମ ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସଂଖପୁର ଗାଁରେ ମଙ୍ଗଳବାର ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଣେ ଜୀବନ୍ତ ପୋଡିଯିବା ଖବର ମିଳିଛି।ସୂଚନା ମୁତାବକ, ସଂଖପୁର ଗାଁର କୁମର ଦେହୁରୀ(୬୦) ରାତିରେ କନ୍ଥା ଘୋଡେଇ ଶୋଇ ଥିବା ବେଳେ…

Continue Readingପୋଡି ହୋଇ ଭିନ୍ନକ୍ଷମ ଜୀବନ୍ତ ଦଗ୍ଧ

ଶିକ୍ଷକ ନିଯୁକ୍ତି ପାଇଁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରା ନଗଲେ ଆନ୍ଦୋଳନ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଶନିବାର ସକାଳେ ଦାବିପତ୍ର ପ୍ରଦାନ କରାଯାଇଛି। ଏସଏମଡିସି ଅଧ୍ୟକ୍ଷ ଦିନେଶ ଦେହୁରୀ,…

Continue Readingଶିକ୍ଷକ ନିଯୁକ୍ତି ପାଇଁ ଦାବିପତ୍ର

ବାଘ ମୃତ୍ୟୁ ଚର୍ଚ୍ଚା ନେଇ ବନ ବିଭାଗର ଛାନ୍‌ଭିନ୍

ଅନୁଗୁଳ: ଅନୁଗୁଳ ବନଖଣ୍ଡ ତଥା ବନ୍ତଳା ବନାଞ୍ଚଳର କଂଜା ସେକସନ୍ ଏବଂ ସାତକୋଶିଆ ଅଭୟାରଣ୍ୟ ରାଇଗୁଡା ବନାଞ୍ଚଳ ସୀମାରେ ଏକ ବାଘର ମୃତ୍ୟୁ ହୋଇଥିବା ନେଇ ବନ୍ତଳା ଅଞ୍ଚଳରେ ଗୁଜବ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ବନ…

Continue Readingବାଘ ମୃତ୍ୟୁ ଚର୍ଚ୍ଚା ନେଇ ବନ ବିଭାଗର ଛାନ୍‌ଭିନ୍

ଚକବନ୍ଦୀ ରେକର୍ଡ ଉଚ୍ଛେଦ କରି ଶାବକ ପଟ୍ଟା ପ୍ରଦାନ ଦାବିରେ ଚାଷୀ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ରାଜସ୍ବ ଗ୍ରାମକୁ ଦଖଲ ପ୍ରଦାନ କରିଥିବା ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଦାବିରେ ଚାଷୀ ସୁରକ୍ଷା କମିଟି ନେତୃତ୍ବରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ…

Continue Readingଚକବନ୍ଦୀ ରେକର୍ଡ ଉଚ୍ଛେଦ କରି ଶାବକ ପଟ୍ଟା ପ୍ରଦାନ ଦାବିରେ ଚାଷୀ ବିକ୍ଷୋଭ

ପୋକତୁଙ୍ଗା ଡ୍ରାଇଭର ମହାସଂଘ ଗଠନ

ଅନୁଗୁଳ : ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ପଞ୍ଚାୟତ ଡ୍ରାଇଭର ମହାସଂଘ ସୋମବାର ଗଠିତ ହୋଇଯାଇଛି। ସକାଳେ ନିକଟସ୍ଥ ରଣେଶ୍ୱର ମନ୍ଦିର ପରିସରରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିରଞ୍ଜନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କରୋନା ସମୟରେ…

Continue Readingପୋକତୁଙ୍ଗା ଡ୍ରାଇଭର ମହାସଂଘ ଗଠନ

ଅଶ୍ଳିଳ ଭାଷା ନକହିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁରେ ଜଣେ ୧୪ ବର୍ଷର ନାବାଳକ ଅଶ୍ଳିଳ ଭାଷା କହିବାକୁ ରାଜି ନହେବାରୁ ନିସ୍ତୁକ ମାଡ଼ ଖାଇ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ଗାଁର ସରୋଜ ମାଝୀ(୨୦)…

Continue Readingଅଶ୍ଳିଳ ଭାଷା ନକହିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼

କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା

ଅନୁଗୁଳ : ଅନୁଗୁଳ ବ୍ଲକ କଞ୍ଜା ଗାଁରେ ସୋମବାର ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ମଧ୍ୟରେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପୂଜାରେ ଯୋଗଦେଇଥିଲେ। ପୂର୍ଵପୁରୁଷଙ୍କ ଅନୁସାରେ ଗିରି ଗୋବର୍ଦ୍ଧନ ପୂଜା ହେଲେ ଇନ୍ଦ୍ର ସୁବୃଷ୍ଟି କରିଥାଆନ୍ତି। ମାଟି…

Continue Readingକଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା