ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ, ଦନ୍ତା ଦଳି ଦେବାରୁ ଜଣେ ମୃତ
ଅନୁଗୁଳ: ସ୍ଥାନୀୟ ବନ୍ତଳା ବନାଞ୍ଚଳରେ ଆଜି ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନ ଯାଇଛି। ବନ ବିଭାଗର ଅବହେଳା ଯୋଗୁଁ ଦନ୍ତା ହାତୀ ଗାଁ ଭିତରେ ପଶି ଦିନ ବେଳେ ମଧ୍ୟ ଲୋକଙ୍କୁ ଆକ୍ରମଣ କରି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛି।…
ଅନୁଗୁଳ: ସ୍ଥାନୀୟ ବନ୍ତଳା ବନାଞ୍ଚଳରେ ଆଜି ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନ ଯାଇଛି। ବନ ବିଭାଗର ଅବହେଳା ଯୋଗୁଁ ଦନ୍ତା ହାତୀ ଗାଁ ଭିତରେ ପଶି ଦିନ ବେଳେ ମଧ୍ୟ ଲୋକଙ୍କୁ ଆକ୍ରମଣ କରି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛି।…
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବନ୍ତଳା ହରିଜନ ସାହିର ଜଣଙ୍କ ଘର ନିଆଁ ଲାଗି ଜଳିଯାଇଛି। ଅଗ୍ନିକାଣ୍ଡରେ ଧରଣୀଧର ବେହେରାଙ୍କର ଗୋଟିଏ ଚାଳ ଛପର ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ, ଧରଣୀଧରଙ୍କ ଘରେ ରୋଷେଇ କରିବା ବେଳେ ନିଆଁ ଲାଗିଯାଇଥିଲା। ଖବର…
ଅନୁଗୁଳ : ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ହେଲେ ହମାମିରା ଗ୍ରାମର ଚମ୍ପାବତୀ ସାହୁ। ରିପୋର୍ଟ ମୁତାବକ, ମଙ୍ଗଳବାର ହମାମିରା ଗ୍ରାମର ଚମ୍ପାବତୀ ସାହୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ…
ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଞ୍ଚଳରେ ଆଜି ଏକ ଦନ୍ତା ହାତୀ ମହୁଲ ପୋଚ ଖାଇ ନିଶାରେ ଶୋଇଥିବା ଦେଖାଯାଇଛି। ପୋକତୁଙ୍ଗା ଦେହୁରୀ ନାଳ ନିକଟରେ ଥିବା ଗଡ଼ିଆରେ ହାତୀଟି ଶୋଇଥିବାର ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଜଣାଇଥିଲେ।…
ଅନୁଗୁଳ: ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଜଣେ ମହିଳାଙ୍କୁ ମାରିଛି। ମୃତା ମହିଳା ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)। ସୂଚନା ମୁତାବକ, ଆଜି ସକାଳୁ ବିଜୁଳି ଆମ୍ବ…
ଅନୁଗୁଳ : ସ୍ଥାନୀୟ ବନ୍ତଳା ବନାଞ୍ଚଳ ଗଡ଼ତରାସ ଗ୍ରାମରେ ହାତୀ ଆକ୍ରମଣରେ ପୁଣି ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଗଡ଼ତରାସ ଗ୍ରାମର ପରମା ବେହେରା (୬୦) ନିଜ ଗାଁରୁ ଘରକୁ ଫେରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ…
ଅନୁଗୁଳ: ଅନୁଗୁଳ ବନ୍ତଳା ବନାଞ୍ଚଳ ଖିଣ୍ଡା ପଞ୍ଚାୟତର ମରଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ମରଣ୍ଡା ଗ୍ରାମର ଖଜୁରୀ ବେହେରା (୬୦) ଆଜି ସକାଳୁ ଆମ୍ବ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ସେଠାରେ…
ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ତଳଗଡ଼ ପଞ୍ଚାୟତ ପୋଡ଼ାସାହିର ନନ୍ଦିନୀ…
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ବନ୍ତଳା ରେଞ୍ଜ କନ୍ତମେଘ ଗାଁର ରମେଶ ଦେହୁରୀ ବୋଲି ଜଣାଯାଇଛି। ସୂଚନା ମୁତାବକ, ରମେଶ ଆଜି ଭୋରରୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼ କନ୍ତକୁଳ ପଞ୍ଚାୟତ କଞ୍ଜା ଗାଁର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମିରେ କେନାଲ ଖୋଳା ଯାଉଥିବାରୁ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, କଞ୍ଜା ଗ୍ରାମର ବୁଦ୍ଧଦେବ ପ୍ରଧାନଙ୍କ ଚାଷ ଜମି ଖାତା…