ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦମ୍ପତିଙ୍କ ନାଁରେ ଏତଲା

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ଶାହାରାଗୁଡା ଗ୍ରାମର ଈଶ୍ୱର ନାଏକଙ୍କୁ ବୁଧବାର ସେହି ଗ୍ରାମର ଏକ ପରିବାର ମିଳିତ ଭାବେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସାହାରାଗୁଡ଼ା ଗ୍ରାମର ବୀର ନାଏକଙ୍କ…

Continue Readingପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦମ୍ପତିଙ୍କ ନାଁରେ ଏତଲା

ସୁବୃଷ୍ଟି ଓ ଭଲ ଶସ୍ୟ ପାଇଁ କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ବନ୍ତଳା: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଛି। ଚଳିତବର୍ଷ ସମୟ ଅଭାବ ଥିବାରୁ ଗାଁରେ ୩ ଦିନ ପରିବର୍ତ୍ତେ ଗୋଟିଏ ଦିନରେ ପୂଜା ଆୟୋଜିତ କରାଯାଇଛି। ସୂଚନା ମୁତାବକ, ଶତାଧିକ ବର୍ଷ ହେଲେ…

Continue Readingସୁବୃଷ୍ଟି ଓ ଭଲ ଶସ୍ୟ ପାଇଁ କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ବଡ଼ହିଂସ୍ଵ ଗ୍ରାମରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଶନିବାର ୨ଟାରେ ବଡ଼ହିଂସ୍ଵ ଗ୍ରାମର ଅଭୟ…

Continue Readingବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ବନ୍ତଳାରେ ମଇଁଷିକୁ ଆକ୍ରମଣ କରି ମାରିଲା ଦନ୍ତା, ରାଗରେ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଥମୁନି ହାତୀ ଆତଙ୍କ। ଗତକାଲି ହାତୀ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ମଇଁଷି ଗୋଠରେ ପଶି ଏକ ମଇଁଷିକୁ ମାରିଛି। ଫଳରେ ତାତିଛନ୍ତି ସ୍ଥାନୀୟ ଲୋକ। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ବନ୍ତଳାର…

Continue Readingବନ୍ତଳାରେ ମଇଁଷିକୁ ଆକ୍ରମଣ କରି ମାରିଲା ଦନ୍ତା, ରାଗରେ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ

ପୁଣି ଜୀବନ ନେଲା ଗୋଠଛଡ଼ା ଦନ୍ତା: ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଦଳି ଦେବାରୁ ୨ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀଙ୍କ ଦୌରାତ୍ମ୍ୟ। ଏକାଧିକ ଜୀବନ ଗଲା ପରେ ମଧ୍ୟ ଏ ଯାଏଁ ବନ ବିଭାଗ ସଚେତନ ହୋଇନାହିଁ। ହାତୀଙ୍କୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଅନୁଗୁଳ ବନ ବିଭାଗ। ଆଜି ମଧ୍ୟ…

Continue Readingପୁଣି ଜୀବନ ନେଲା ଗୋଠଛଡ଼ା ଦନ୍ତା: ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଦଳି ଦେବାରୁ ୨ ଜଣଙ୍କ ମୃତ୍ୟୁ

ବସଲା ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି, ଏତଲା ଦେଲେ ସରପଞ୍ଚ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। କାର୍ଯ୍ୟାଳୟରୁ କୋଡ଼ି, ଶାବଳ ଓ ସିମେଣ୍ଟ ଚୋରି ହୋଇଥିବା ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ବନ୍ତଳା ଥାନାରେ ଲିଖିତ…

Continue Readingବସଲା ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି, ଏତଲା ଦେଲେ ସରପଞ୍ଚ

ଶତାୟୁ ମହିଳାଙ୍କ ଜନ୍ମଦିନ ପାଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଳୁଅକଟା ଗାଁ ପଦ୍ମାବତୀ ପ୍ରଧାନଙ୍କ ଶହେ ତମ ଜନ୍ମଦିନ ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମରେ ପାଳିତ ହୋଇଛି। ତାଙ୍କ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିଥି ପୂର୍ବତନ ନଗରପାଳ ଶକ୍ତିପ୍ରସାଦ ପଟ୍ଟନାୟକ, ଅନୁଗୁଳ…

Continue Readingଶତାୟୁ ମହିଳାଙ୍କ ଜନ୍ମଦିନ ପାଳନ

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଗୁରୁତର ଥିବା ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ କଟକ ପଠାଇଛନ୍ତି। ସୂଚନା ମୁତାବକ, ହମାବିରା…

Continue Readingହାତୀ ଆକ୍ରମଣରେ ଯୁବକ ଗୁରୁତର

କଲେଜ ପଢ଼ୁଆ ପ୍ରେମିକାଙ୍କୁ ନେଇ ଯୁବ ସରପଞ୍ଚ ଫେରାର, ଥାନାରେ ପରିବାର

ଅନୁଗୁଳ: କଲେଜ ପଢୁଆ ଛାତ୍ରୀଙ୍କୁ ନେଇ ସରପଞ୍ଚ ଛୁ। ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଉଭୟଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ଜାତି ଭିନ୍ନ ହୋଇଥିବାରୁ ଉଭୟଙ୍କ ପରିବାର ଏହି ସମ୍ପର୍କକୁ ସ୍ୱୀକୃତି…

Continue Readingକଲେଜ ପଢ଼ୁଆ ପ୍ରେମିକାଙ୍କୁ ନେଇ ଯୁବ ସରପଞ୍ଚ ଫେରାର, ଥାନାରେ ପରିବାର

ବନ୍ତଳାରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗି ଖାଇଲା ଭାତ, ସୁରକ୍ଷା ଦାବିରେ ରାସ୍ତା ଅବରୋଧ କଲେ ଗାଁ ଲୋକ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ। ଆଜି ବନ୍ତଳା ବନାଞ୍ଚଳ ହିଡିସିଙ୍ଗ ଗ୍ରାମରେ ହାତୀ ଲୋକଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି। ଫଳରେ କ୍ଷତିଗ୍ରସ୍ତ ପରିବାର ଆଜି ସକାଳୁ ସାତକୋଶିଆ ଅଭୟାରଣ୍ୟ ରାସ୍ତା ଅବରୋଧ କରିଛନ୍ତି।…

Continue Readingବନ୍ତଳାରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗି ଖାଇଲା ଭାତ, ସୁରକ୍ଷା ଦାବିରେ ରାସ୍ତା ଅବରୋଧ କଲେ ଗାଁ ଲୋକ