ବିଦ୍ୟୁତ୍ ଝଟକାରେ ହାତୀର ଜୀବନ ଗଲା

ଅନୁଗୁଳ: ଶନିବାର ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ଘଟିଛି। ସୂଚନା ମୁତାବକ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗ୍ରାମ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇଥିଲେ। ତେବେ ବିଳମ୍ବିତ ରାତିରେ ବିଛାଇଥିବା ଏହି ବିଦ୍ୟୁତ ତାର ସଂସ୍ପର୍ଶରେ…

Continue Readingବିଦ୍ୟୁତ୍ ଝଟକାରେ ହାତୀର ଜୀବନ ଗଲା

ଅଦ୍ଭୁତ ଶିଶୁପୁତ୍ର ଜନ୍ମ

ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସଦର ଥାନା ଅନ୍ତର୍ଗତ ବଳୁଅକଟା ପଂଚାୟତର ଶାବଳଭଙ୍ଗା ଗାଁର ଜଣେ ମହିଳା ଏହି ଅଦ୍ଭୁତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ନବଜାତକର ପାଟି, ନାକ ନଥିବା…

Continue Readingଅଦ୍ଭୁତ ଶିଶୁପୁତ୍ର ଜନ୍ମ

ବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

ଅନୁଗୁଳ : ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ପୁଲିସ୍ ନିକଟରେ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁସାରେ,…

Continue Readingବନ୍ତଳା ରାସ୍ତାରେ ଛିନତାଇ,ଦୁଇ ନାବାଳକ ସହ ୪ ଗିରଫ

ଟାୱାର ସ୍ଥାପନ ନାମରେ ଅଢ଼େଇ ଲକ୍ଷ ଠକେଇ,ଜଣେ ଗିରଫ

ଅନୁଗୁଳ : ଜମିରେ ଟାଓ୍ବାର୍ ଲଗାଇବା ନାମରେ ଅଢ଼େଇ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ତାଳଚେର କୋଲିୟରୀ ପୁଲିସ ଅଭିଯୁକ୍ତକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ତାଳଚେର ଥାନା ଅନ୍ତର୍ଗତ କଣ୍ଢାଳ ଗ୍ରାମର ଅଜିତ…

Continue Readingଟାୱାର ସ୍ଥାପନ ନାମରେ ଅଢ଼େଇ ଲକ୍ଷ ଠକେଇ,ଜଣେ ଗିରଫ

ବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ବିଦ୍ୟୁତ ଆଘାତ ଯୋଗୁଁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଜଣାପଡିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ…

Continue Readingବିଦ୍ୟୁତ୍ ଝଟକାରେ ଦନ୍ତା ମଲା!

ବଡ଼କନ୍ତକୁଳ ଗାଁରେ ଫୁଟିଲା ଗୁଳି,ଜଣେ ଗୁରୁତର

ଅନୁଗୁଳ: ଛୋଟ ଘଟଣାକୁ କେନ୍ଦ୍ରକରି ଗାଁରେ ଫୁଟିଛି ଗୁଳି । ଏଥିରେ ଜଣେ ଗୁରୁତର ହେଇଛନ୍ତି। ସାମାନ୍ୟ ବାଦବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ…

Continue Readingବଡ଼କନ୍ତକୁଳ ଗାଁରେ ଫୁଟିଲା ଗୁଳି,ଜଣେ ଗୁରୁତର

ସ୍କୁଲରୁ ଜେନେରେଟର ଚୋରି

ଅନୁଗୁଳ: ବନ୍ତଳା ନୋଡାଲ ହାଇସ୍କୁଲରୁ ଚୋରି। ଦୁର୍ବୃତ୍ତମାନେ ଶାବଳରେ କମ୍ପ୍ୟୁଟର ଲ୍ୟାବ୍ ର ତାଲା ଭାଙ୍ଗି ଗୋଟିଏ ଜେନେରେଟର ଚୋରି କରି ନେଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ଶାବଳଟି ବନ୍ତଳା ବଜାରର ଜଣେ ବ୍ୟକ୍ତିର…

Continue Readingସ୍କୁଲରୁ ଜେନେରେଟର ଚୋରି

ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବନ୍ତଳା ଥାନା ଇଲାକା ମାଧପୁର ଗ୍ରାମର ପୁନିତ୍ ସାହୁ(୨୨) ବୋଲି ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ବନ୍ତଳା ଅଞ୍ଚଳର ଜଣେ…

Continue Readingନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

କୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

ଅନୁଗୁଳ: କୋଭିଡ୍ ମହାମାରୀ ଭଳି ସମ୍ବେଦନଶୀଳ ସ୍ଥିତିରେ ମିଥ୍ୟା ଗୁଜବ ପ୍ରଚାର କରି ଜଣେ ସାମ୍ବାଦିକ ପୋଲିସ ହାତରେ ଗିରଫ ହୋଇଛନ୍ତି ।ମଙ୍ଗଳବାର ୮ତାରିଖ ଦିନ ବନ୍ତଳା ଅଂଚଳର ସାମ୍ବାଦିକ ବିଜୟ ସ୍ୱାଇଁ ଏକ ଫେସବୁକ ପୋଷ୍ଟ କରିଥିଲେ । ଏହି…

Continue Readingକୋଭିଡ୍ ମହାମାରୀରେ ମିଥ୍ୟା ତଥ୍ୟ ପ୍ରଘଟ, ସାମ୍ବାଦିକ ଗିରଫ

ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ୬ ଗିରଫ

ଅନୁଗୁଳ: ପୂର୍ବ ଶତୃତାକୁ କେନ୍ଦ୍ର କରି ସଦର ଥାନା ଇଲାକା ନୂଆପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ତୁମଳକାଣ୍ଡ ଘଟିଛି । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଯୋଗୁ ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ଘଟଣାରେ ଉଭୟ ପକ୍ଷରୁ ଥାନାରେ…

Continue Readingପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ୬ ଗିରଫ