ବଲବିନ୍ଦର ସିଂହଙ୍କୁ ଅନୁଗୁଳ ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ୱ
ଅନୁଗୁଳ/ତାଳଚେର: ବରିଷ୍ଠ ବିଜେପି ନେତା ତଥା ତାଳଚେର ପୌର ମଣ୍ଡଳର କାର୍ଯ୍ୟକାରିଣୀ ସଦସ୍ୟ ବଲବିନ୍ଦର ସିଂହଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ଅବସରପ୍ରାପ୍ତ କୋଇଲା ଖଣିର କର୍ମଚାରୀ ତଥା ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ବଲବିନ୍ଦରଙ୍କୁ ଅନୁଗୁଳ ଜିଲ୍ଲା ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା…
