ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ସୁସୁଡ଼ା ପଞ୍ଚାୟତର ଏକାଧିକ କର୍ମୀ
ଅନୁଗୁଳ: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୩ ନମ୍ବର ଜୋନ୍ ସୁସୁଡା ପଞ୍ଚାୟତର ଏକାଧିକ କର୍ମୀ। ଆଙ୍କୁଲାର ବିଜେଡି ଦଳର ଯୁବନେତା ଦୁଃଖବନ୍ଧୁ ସାହୁ, ସତ୍ୟ ସାହୁ, ରାଜେଶ ସେନାପତି, ଚଗଲା ସାହୁ, ଏକାଦଶିଆ…
