୫ ବର୍ଷ ତଳର ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ଦିନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଛେଣ୍ଡିପଦା ଅଦାଲତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତରେ (ଜେଏମଏଫସି କୋର୍ଟ) ବିଚାରପତି ଗତ ୧/୧୦/୨୦୧୮ ମସିହାରେ ଜରପଡା ଥାନା କେସ ନଂ-୧୭୭ରେ ହୋଇଥିବା ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ଥାନୀୟ ଜରପଡ଼ା…

Continue Reading୫ ବର୍ଷ ତଳର ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ଦିନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଛେଣ୍ଡିପଦା ଅଦାଲତ

ନୂତନ ହାଟ ପଡ଼ିଆରେ ବୃକ୍ଷ ରୋପଣ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନୂତନ ହାଟ ପଡ଼ିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛେଣ୍ଡିପଦା ପଞ୍ଚାୟତ ସରପଞ୍ଚ ସୁଦିପ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛେଣ୍ଡିପଦାର ସମସ୍ତ ସ୍ୱୟଂ ସହାୟକ…

Continue Readingନୂତନ ହାଟ ପଡ଼ିଆରେ ବୃକ୍ଷ ରୋପଣ

ଜମିରେ ଗୋରୁ ପଶିଯିବାରୁ ଗଣ୍ଡଗୋଳ, ମାଲିକଙ୍କ ଟାଙ୍ଗିଆ ଆକ୍ରମଣରେ ଗାଈ ଜଗୁଆଳୀଙ୍କ ଭାଙ୍ଗିଲା ହାତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମରେ ଏକ ପଡ଼ିଆ ଜମିକୁ ଗୋରୁ ପଶିଯିବାକୁ କେନ୍ଦ୍ରକରି ମାଡିପିଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ସନ୍ତରାବନ୍ଧ ଗ୍ରାମର ବିଜୁ ସାହୁ ମଙ୍ଗଳବାର ଅପରାହ୍ନ ୨ଟାରେ…

Continue Readingଜମିରେ ଗୋରୁ ପଶିଯିବାରୁ ଗଣ୍ଡଗୋଳ, ମାଲିକଙ୍କ ଟାଙ୍ଗିଆ ଆକ୍ରମଣରେ ଗାଈ ଜଗୁଆଳୀଙ୍କ ଭାଙ୍ଗିଲା ହାତ

ଘରେ କେହି ନ ଥିବା ବେଳେ ତାଲା ଭାଙ୍ଗି ଗହଣା ନେଇଗଲେ ଦୁର୍ବୃତ୍ତ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଝାରସୁଗୁଡ଼ାସାହିରେ ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ। ଘରର ତାଲା ଭାଙ୍ଗି ସୁନା,ରୁପା ଇତ୍ୟାଦି ଚୋରି ହୋଇଥିବା ନେଇ ପରିବାର ଲୋକ ଶନିବାର ଛେଣ୍ଡିପଦା ଥାନାରେ…

Continue Readingଘରେ କେହି ନ ଥିବା ବେଳେ ତାଲା ଭାଙ୍ଗି ଗହଣା ନେଇଗଲେ ଦୁର୍ବୃତ୍ତ

ସ୍ତ୍ରୀ ଓ ଶଳାଙ୍କ ମାଡ଼ରେ ଭିଣୋଇ ଗୁରୁତର, ଥାନାରେ ଦେଲେ ଏତଲା

ଛେଣ୍ଡିପଦା:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନାର ପୁଟଗାଡିଆ ଗ୍ରାମରେ ଶଳା ଓ ସ୍ତ୍ରୀଙ୍କ ମାଡ଼ରେ ଭିଣୋଇ ଗୁରୁତର ହୋଇଥିବା ନେଇ ଶନିବାର ଜରପଡା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା…

Continue Readingସ୍ତ୍ରୀ ଓ ଶଳାଙ୍କ ମାଡ଼ରେ ଭିଣୋଇ ଗୁରୁତର, ଥାନାରେ ଦେଲେ ଏତଲା

ଗୋଶାଳା ଗଲେ ଦୁର୍ଘଟଣା ଗ୍ରସ୍ତ ବଳଦ, ଜୟ ଜଗନ୍ନାଥ ସେବା ସଂଘ ବଢ଼ାଇଲା ସାହାଯ୍ୟର ହାତ

ଛେଣ୍ଡିପଦା: ଛେଣ୍ଡିପଦାରୁ ବାଗଡ଼ିଆ ଯାଇଥିବା ୧୫୩ବି ଜାତୀୟ ରାଜପଥର ବଡ଼ଯୋରା ନାଳ ନିକଟରେ କିଛି ଦିନ ହେଲା ଦୁର୍ଘଟଣାର ଶିକାର ହୋଇ ପଡ଼ିଥିବା ବଳଦକୁ ଗୋଶାଳା ପଠାଯାଇଛି। ଉତ୍ତମ ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଜୟ ଜଗନ୍ନାଥ ସେବା ସଂଘ ପକ୍ଷରୁ ବଳଦକୁ…

Continue Readingଗୋଶାଳା ଗଲେ ଦୁର୍ଘଟଣା ଗ୍ରସ୍ତ ବଳଦ, ଜୟ ଜଗନ୍ନାଥ ସେବା ସଂଘ ବଢ଼ାଇଲା ସାହାଯ୍ୟର ହାତ

ପୁଅ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦେଲେ ବାପା-ମା’

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମରେ ପୁଅ ଆକ୍ରମଣ କରିଥିବା ନେଇ ବାପା ଓ ମା' ଜରପଡ଼ା ଥାନାରେ ମାମଲା ରୁଜୁ କରିଛନ୍ତି। ସୂଚନା ମୁତାବକ, ଦୁର୍ଗାପୁର ଗ୍ରାମର ରଞ୍ଜନ କୁମାର ସାହୁ ଗତ…

Continue Readingପୁଅ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦେଲେ ବାପା-ମା’

ଦୁଇ ହରିଣ ଶିକାରୀ ଗିରଫ, ଶିଙ୍ଗ ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର ଅନ୍ତୁଳିଆ ସେକ୍ସନର ରୋଡ଼ସିଂହା ଗ୍ରାମରୁ ଦୁଇ ହରିଣ ଶିକାରୀକୁ ଗିରଫ କରିଛି ଜରପଡା ବନ ବିଭାଗ। ଗିରଫମାନେ ହେଲେ ରୋଡ଼ସିଂହାର ରୋହିତ ବେହେରା ଓ ସତ୍ୟବାନ ପ୍ରଧାନ। ସୂଚନା ମୁତାବକ, ରୋଡ଼ସିଂହା ଗ୍ରାମ୍ୟ ଜଙ୍ଗଲରୁ…

Continue Readingଦୁଇ ହରିଣ ଶିକାରୀ ଗିରଫ, ଶିଙ୍ଗ ଜବତ

ବାଲ୍ୟ ବିବାହ ବେଳେ ମାଡ଼ି ବସିଲା ପୋଲିସ, ନାବାଳିକା ଉଦ୍ଧାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମ ମନ୍ଦିରରେ ବିବାହ ହୋଇଥିବା ଜଣେ ନାବାଳିକାକୁ ପୋଲିସ ପ୍ରଶାସନ ଉଦ୍ଧାର କରି ଶିଶୁ ମଙ୍ଗଳ କେନ୍ଦ୍ର ଜିମା ଦେଇଛି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅନ୍ତର୍ଗତ କୁକୁରପେଟା ପଞ୍ଚାୟତ ନୂଆମୌଜ…

Continue Readingବାଲ୍ୟ ବିବାହ ବେଳେ ମାଡ଼ି ବସିଲା ପୋଲିସ, ନାବାଳିକା ଉଦ୍ଧାର

ଡ୍ରେନରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ତିନି ଦିନ ହେବ ପଡ଼ିଥିବା ସନ୍ଦେହ

ଛେଣ୍ଡିପଦା: ସ୍ଥାନୀୟ ଜରପଡ଼ା ଥାନା ତୁକୁଡ଼ା ଗ୍ରାମ ନିକଟସ୍ଥ ରେଳ ଲାଇନ କଡ଼ରେ ଥିବା ଡ୍ରେନରୁ ଜଣେ ଅଜଣା ଯୁବକଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ସୂଚନା ମୁତାବକ, ତୁକୁଡ଼ା ଓ ଜରପଡା ସୀମା ନିକଟସ୍ଥ କୁର୍ତ୍ତୀ ଗୋଠ ଠାରେ…

Continue Readingଡ୍ରେନରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଦୁଇ ତିନି ଦିନ ହେବ ପଡ଼ିଥିବା ସନ୍ଦେହ