ବ୍ୟବସାୟୀଙ୍କ କବ୍‌ଜାରେ ସ୍କୁଲ ଖେଳପଡ଼ିଆ, ଉଚ୍ଛେଦ ଦାବିରେ ସାହିବାସିନ୍ଦାଙ୍କ ରାସ୍ତାରୋକ

ଅନୁଗୁଳ: ସ୍କୁଲଖେଳ ପଡ଼ିଆକୁ କବ୍‌ଜା କରି ରଖିଛନ୍ତି ବ୍ୟବସାୟୀ । ଲୁହା ଛଡ଼, ଆଜବେଷ୍ଟସ୍ ଗଦା କରି ରଖିଥିବାରୁ ଛାତ୍ରଛାତ୍ରୀଙ୍କ ଖେଳକୁଦରେ ସମସ୍ୟା ସୃଷ୍ଟି ହୋଇଛି । ଏ ନେଇ ସ୍ଥାନୀୟ ତହସିଲଦାର ଓ ପୁଲିସକୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି…

Continue Readingବ୍ୟବସାୟୀଙ୍କ କବ୍‌ଜାରେ ସ୍କୁଲ ଖେଳପଡ଼ିଆ, ଉଚ୍ଛେଦ ଦାବିରେ ସାହିବାସିନ୍ଦାଙ୍କ ରାସ୍ତାରୋକ

ବଡ଼ଭାଇ କଟୁରି ଚୋଟରେ ସାନ ଗୁରୁତର

ଅନୁଗୁଳ:ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନଳକୂଅରୁ ନିର୍ଗତ ପାଣିକୁ ନେଇ ଦୁଇ ଭାଇ ମଧ୍ୟରେ ପାଟିତୁଣ୍ଡ ହୋଇ ପରେ ବଡ ଭାଇର କଟୁରି ଚୋଟରେ ସାନ ଭାଇ ଗୁରୁତର ହୋଇଛନ୍ତି । ଏ ନେଇ…

Continue Readingବଡ଼ଭାଇ କଟୁରି ଚୋଟରେ ସାନ ଗୁରୁତର

ଚୋରା କୋଇଲା ସହ ମିନିଟ୍ରକ୍ ଜବତ, ଦୁଇ ଗିରଫ

ଅନୁଗୁଳ: ହଣ୍ଡପା ଥାନା ହିଞ୍ଜିରିଡା ଗାଁଠାରେ ଶୁକ୍ରବାର ପୁଲିସ ଚୋରା କୋଇଲା ନେଉଥିବା ଏକ ମିନିଟ୍ରକ୍ ଜବତ କରିବା ସହ ଏ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, କିଶୋରନଗର ଥାନା ବଡ଼ରୋହିଲା ଗାଁର ବି. ବାଘ ଓ…

Continue Readingଚୋରା କୋଇଲା ସହ ମିନିଟ୍ରକ୍ ଜବତ, ଦୁଇ ଗିରଫ

ପାତ୍ରପଡ଼ା ମା’ ବାୟାଣୀ ଯାତ୍ରାରେ ଗହଳି ମନା

ଅନୁଗୁଳ: ଛେଣ୍ଡିପଦା ପାତ୍ରପଡ଼ାସ୍ଥିତ ମା’ବାୟାଣୀଙ୍କ ବାର୍ଷିକ ଯାତ୍ରା ଆସନ୍ତା ୧୪ ତାରିଖରେ ପାଳନ କରାଯିବାକୁ ସ୍ଥିର ହୋଇଛି। ଏବେ କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାରୁ ଚଳିତ ବର୍ଷ ମା’ ବାୟାଣୀଙ୍କ ଯାତ୍ରାରେ ଜନଗହଳି ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।…

Continue Readingପାତ୍ରପଡ଼ା ମା’ ବାୟାଣୀ ଯାତ୍ରାରେ ଗହଳି ମନା

ହାତୀ ଆକ୍ରମଣରେ ଦୁଇ ମୃତ

ଅନୁଗୁଳ: ବୁଧବାର ସକାଳେ ଛେଣ୍ଡିପଦା ବ୍ଲକ୍ ପାଟକୁମୁଣ୍ଡା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ପୁରୁଷ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି। ପୁଲିସ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ହାତୀ ଉପଦ୍ରବ ନେଇ…

Continue Readingହାତୀ ଆକ୍ରମଣରେ ଦୁଇ ମୃତ

ପାଣି ପାଇଁ ବ୍ଲକ୍ ଅଫିସ୍ ଘେରିଲେ ମହିଳା

ଅନୁଗୁଳ: ଛେଣ୍ଡିପଦା ବ୍ଲକ ମାମୁରିଆ ଗ୍ରାମର ରୁଗୁଡ଼ିସାହିରେ ପାନୀୟ ଜଳ ସମସ୍ୟା ଯୋଗୁଁ ଆଜି ମହିଳାମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ପ୍ରକାଶ ଯେ, ଗ୍ରାମର ରୁଗୁଡ଼ିସାହିରେ ପାନୀୟ ଜଳ ସମସ୍ୟା ପ୍ରତିବର୍ଷ ଲାଗିରହିଛି । ଚଳିତ ବର୍ଷ ମାସେ…

Continue Readingପାଣି ପାଇଁ ବ୍ଲକ୍ ଅଫିସ୍ ଘେରିଲେ ମହିଳା

ବାଲିପଟ୍ଟାରେ ବିଜେପିର ମିଶ୍ରଣ ପର୍ବ

ଅନୁଗୁଳ: କିଛି ଦିନ ତଳେ ଦଳରୁ ନିଲମ୍ବିତ ହୋଇଥିବା ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ତଥା ବାଲିପଟ୍ଟା ପଞ୍ଚାୟତର ସମିତିସଭ୍ୟ ଅଜିତ୍ କୁମାର ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ୍‌ର ବାଲିପଟ୍ଟାଠାରେ ୧୭ ନମ୍ବର ଜିଲ୍ଲାପରିଷଦ ଜୋନ୍‌ସ୍ତରୀୟ ଏକ…

Continue Readingବାଲିପଟ୍ଟାରେ ବିଜେପିର ମିଶ୍ରଣ ପର୍ବ

ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ । ପ୍ରତ୍ୟେକ ଗାଁରେ ଶହଶହ ସଂଖ୍ୟାରେ ମାଟିଇଟା ଭାଟି କରାଯାଇ ଖୋଲାଖୋଲି ବ୍ୟବସାୟ ହେଉଛି। ହେଲେ ଏହି ବେଆଇନ୍ କାରବାରରେ ରୋକ ଲଗାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ…

Continue Readingବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ

ଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା ପୁଅ, ମାଆ ଗୁରୁତର

ଅନୁଗୁଳ:ପିତୃ ହନ୍ତା, ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଆକ୍ରମଣରେ ମାଆ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଦୁର୍ଗାପୁର କୁଡ଼ାସାହିର…

Continue Readingଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା ପୁଅ, ମାଆ ଗୁରୁତର

ବାଜାପାଟି ଗାଡ଼ି ଓଲଟିବା ଘଟଣା, ଜଣେ ଆହତଙ୍କ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା କୋଇଲାଖଣି ନିକଟରେ ବାଜାପାର୍ଟିକୁ ନେଇ ଯାଉଥିବା ଭ୍ୟାନ୍ ଓଲଟିବା ଘଟଣାରେ ଜଣେ ଗୁରୁତର ଆହତଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବାଜାବାଲାଙ୍କୁ ବସାଇ ଏକ ପିକ୍‌ଅପ୍ ଭ୍ୟାନ୍ (ଓଡି୦୫ଏବି-୯୪୦୮) ନୂଆପଡ଼ାରୁ କଙ୍କରେଇ ଗାଁକୁ ଆସୁଥିଲା।…

Continue Readingବାଜାପାଟି ଗାଡ଼ି ଓଲଟିବା ଘଟଣା, ଜଣେ ଆହତଙ୍କ ମୃତ୍ୟୁ