ବାହାଳସାହିରେ ବେଆଇନ୍ କୋଇଲା ଖାତ

ଅନୁଗୁଳ : ଛେଣ୍ଡିପଦା ତହସିଲ୍ ଅଫିସ୍ ଓ ଥାନାଠୁ ମାତ୍ର ୪ କିଲୋମିଟର ଦୂରରେ ପୁଞ୍ଜା ପୁଞ୍ଜା ବେଆଇନ୍ କୋଇଲା ଖାତ । ଦୂରରୁ ଦେଖିଲେ ଲାଗିବ ପରିତ୍ୟକ୍ତ କୂଅ । ହେଲେ ଏହି କୂଅ ମାଧମରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ…

Continue Readingବାହାଳସାହିରେ ବେଆଇନ୍ କୋଇଲା ଖାତ

ବସନ୍ତପୁର ଗ୍ରାମରେ ହାତୀ ଆତଙ୍କ

ଅନୁଗୁଳ: ଛେଣ୍ଡିପଦା ବନାଞ୍ଚଳର ବସନ୍ତପୁର ଗ୍ରାମରେ ଦନ୍ତାହାତୀ ଉପଦ୍ରବ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗତ ରାତିରେ ହାତୀ ଘର ଭାଙ୍ଗିବା ସହ ଗ୍ରାମବାସୀଙ୍କ ବାଡ଼ିରୁ ଫସଲ ଖାଇଯାଇଥିବା ଅଭିଯୋଗ ହୋଇଛି ।ସୋମବାର ବିଳମ୍ବିତ ରାତିରେ ହାତୀଟି ନିକଟସ୍ଥ…

Continue Readingବସନ୍ତପୁର ଗ୍ରାମରେ ହାତୀ ଆତଙ୍କ

ଡିନାମାଇଟ୍ ଫୁଟାଇ ମାଛ ମାରିବା ମହଙ୍ଗା ପଡ଼ିଲା

ଅନୁଗୁଳ: ଡିନାମାଇଟ୍ ଫୁଟାଇ ମାଛ ମାରିବା କାଳ ହେଲା । ଡିନାମାଇଟ୍ ହାତରେ ଫୁଟିବାରୁ ଉଡ଼ି ଗଲା ଯୁବକଙ୍କ ପାପୁଲି । ମୁହଁରେ ଗଭୀର ଆଘାତ ଲାଗିବା ସହ ଡାହାଣ ଆଖି ନଷ୍ଟ ହୋଇଯାଇଛି । ଛେଣ୍ଡିପଦା ବ୍ଳକ କମ୍ପସଲା ଗ୍ରାମରେ…

Continue Readingଡିନାମାଇଟ୍ ଫୁଟାଇ ମାଛ ମାରିବା ମହଙ୍ଗା ପଡ଼ିଲା

ପାଣି ପାଇଁ ବ୍ଳକ ଅଫିସ୍ ଘେରାଉ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ମାମୁରିଆ ଗ୍ରାମରେ ଉତ୍କଟ ଜଳାଭାବ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଏସୟୁସିଆଇ (କମ୍ୟୁନିଷ୍ଟ )ଛେଣ୍ଡିପଦା ବ୍ଲକ କମିଟି ନେତୃତ୍ବରେ ମାମୁରିଆ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଗ୍ରାମରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ…

Continue Readingପାଣି ପାଇଁ ବ୍ଳକ ଅଫିସ୍ ଘେରାଉ

ଓଲଟିଲା ବାଜାଗାଡ଼ି, ୧୨ ଆହତ

ଅନୁଗୁଳ: ବୁଧବାର ଅପରାହ୍ନରେ ଛେଣ୍ଡିପଦା ନିକଟରେ ଏକ ପିକ ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକ ବରଯାତ୍ରୀ ଦଳ ବାହାରି କଙ୍କରେଇ ଅଭିମୁଖେ ଯାଉଥିବା ବେଳେ ଏହି ପିକ ଅପ୍ ଭ୍ୟାନରେ ୨୦ରୁ ଅଧିକ ବାଜାବାଲା ବସିଥିଲେ। ଛେଣ୍ଡିପଦା- ଅନୁଗୁଳ…

Continue Readingଓଲଟିଲା ବାଜାଗାଡ଼ି, ୧୨ ଆହତ

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୁଳ‌: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହିରେ ଅଘଟଣ । ପୋଖରୀରେ ବୁଡ଼ି ଶରତ ଓଝା(୩୧) ନାମକ ଜଣେ ଯୁବକଙ୍କ ସୋମବାର ସକାଳେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଶରତ ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ପାଣିରେ ବୁଡ଼ିଯାଇଥିଲେ। ଖବରପାଇ ପୁଲିସ…

Continue Readingପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଥାନା ତଥା ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ଡେଇଁ ୧୬୦ ବଖରା ଘର ଛାରଖାର କରି ଦେଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲାବେଳେ ବହୁ ଉଦ୍ୟମ…

Continue Readingଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

ଅଟୋ ଓଲଟି ୪ ଗୁରୁତର

ଅନୁଗୁଳ: ଗୁରୁବାର ଛେଣ୍ଡିପଦା ଥାନା ଜରପଡା ରାସ୍ତାର ସୁନାଭୂଇଁ ନିକଟରେ ଭାରସାମ୍ୟ ହରlଇ ଏକ ଅଟୋ ରାସ୍ତା ଉପରେ ଓଲଟିପଡିଥିଲା। ଏଥିରେ ଆସୁଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅପରହ୍ମ ସାଢ଼େ ତିନିଟା ବେଳେ ଜରପଡା ଥାନା ନାଉପଦାରୁ…

Continue Readingଅଟୋ ଓଲଟି ୪ ଗୁରୁତର

ଗଛରେ ପିଟିହେଲା ସ୍କୁଟର, ଆରୋହୀ ମୃତ

ଅନୁଗୁଳ: ଛେଣ୍ଡିପଦା ଥାନା ବାଗେଡିଆ-ପାତ୍ରପଡା ରାସ୍ତାର ଗଡମଣ୍ଡଳ ଛକ ନିକଟରେ ରବିବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟର ଚାଳକ ପ୍ରାଣ ହରାଇଛନ୍ତି। ମୃତକ ପ୍ରାୟ ପାତ୍ରପଡା ତାଳମଣ୍ଡଳୀ ସାହିର ପ୍ରସନ୍ନ କୁମାର ସାହୁ (୪୪) ବୋଲି ଜଣାପଡିଛି। ସେ…

Continue Readingଗଛରେ ପିଟିହେଲା ସ୍କୁଟର, ଆରୋହୀ ମୃତ

ଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

କଣିହାଁ: କଣିହାଁ ବ୍ଳକ୍ ଟୋଲକବେଡା ଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ବିଦ୍ୟୁତ୍ ଅଫିସ ସମ୍ମୁଖ ପଡ଼ିଆରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ୍ ମ୍ୟାରେ କୋଶଳାର ରାମଚଣ୍ଡୀ…

Continue Readingଲକ୍ଷ୍ମୀ ନାରାୟଣ ୟୁଥ ଟ୍ରଷ୍ଟ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ