ପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବରସାହି ପଞ୍ଚାୟତ ଖମାର ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଘଟଣରେ ଜଣେ ତିନି ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟିଛି । ଗାଧଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯିବାରୁ ଶିଶୁଟି ମୃତ୍ୟୁ ମୁଖରେ ପଡ଼ିଥିଲା। ସୂଚନାଯୋଗ୍ୟ, ଖମାର…

Continue Readingପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ

ଅନୁଗୁଳ: ଛେଣ୍ଡିପଦା ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନାର ଝିଣ୍ଟିପାଳ ଗ୍ରାମରେ ଗୁରୁବାର ଏକ ନାବାଳିକା ବିବାହ ବନ୍ଦ୍ କରିବାରେ ସଫଳ ହୋଇଛି ପ୍ରଶାସନ। ଦୁଇ ଆଇସିଡିଏସ୍ ସୁପର୍‌ଭାଇଜର୍ ଗ୍ରାମରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ଆଇନ୍ ଉଲଂଘନର ପରିଣାମ…

Continue Readingନାବାଳିକା ବିବାହ ବନ୍ଦ କଲା ପ୍ରଶାସନ

ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଅଭାବନୀୟ ଘଟଣା। ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି। ମୃତକ ଅନୁଗୁଳ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣା ପଡିଛି। ସୂଚନା…

Continue Readingଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

କୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

ଅନୁଗୁଳ: ରେଙ୍ଗାଳି ଥାନା ଦେନାଳୀ ଗାଁରେ ଜଣେ କୁକୁଡ଼ା ଚିଆଁ ବ୍ୟବସାୟୀ ଗତ ରବିବାର ଲୁଟ୍‌ପାଟ୍‌ର ଶିକାର ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ରବିବାର ମଧ୍ୟାହ୍ନରେ ଦେନାଳୀ ଗାଁକୁ ଜଗତପୁର ଥାନା ଭୟରପୁର ଗ୍ରାମର…

Continue Readingକୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

ଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ସ୍ଥଗିତ

ଅନୁଗୁଳ: ସ୍ଥଗିତ ହୋଇଛି ଅନୁଗୁଳ ଜିଲ୍ଲାର ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌( ଜରପଡ଼ା)ରେ ଉପନିର୍ବାଚନ । କରୋନାର ଭୟବହତା ସାଙ୍ଗକୁ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି। ଆସନ୍ତା ୨୮…

Continue Readingଜରପଡ଼ା ଜୋନ୍‌ର ଜିଲ୍ଲା ପରିଷଦ ଉପନିର୍ବାଚନ ସ୍ଥଗିତ

ଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

ଅନୁଗୁଳ: କରୋନା ବିରୁଦ୍ଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର। କରୋନାର ଲେଉଟାଣି ସାଙ୍ଗକୁ କଠୋର ହୋଇଛି କଟକଣା। ପୁଣି ଫେରିଛି ରାତ୍ରିକାଳୀନ କର୍ଫ୍ୟୁ। ଶନିବାର ରାତିରୁ ନାଇଟ୍ କର୍ଫ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଏଥିପାଇଁ ଅନୁଗୁଳ…

Continue Readingଆଜିଠୁ ୩୬ଟି ଅଞ୍ଚଳରେ ନାଇଟ୍ କର୍ଫ୍ୟୁ

ମା’ ବାୟାଣୀ ଙ୍କ ବାର୍ଷିକ ପୂଜା

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ପାତ୍ରପଡା ଦେବୀନଗର ପାହାଡ଼ତଳେ ଅବସ୍ଥିତ ମା’ ବାୟାଣୀଙ୍କ ବାର୍ଷିକ ପୂଜା ବୁଧବାର କରୋନା କଟକଣା ସହ ପାଳିତ ହୋଇଛି। ପୂଜକମାନେ ବିଧି ପୂର୍ବକ ଠାକୁରାଣୀଙ୍କୁ ପୂଜା କରିଥିଲେ। ପୀଢ଼ ନିକଟରେ ଜନ ସମାବେଶ ବାରଣ କରାଯାଇଥିବାରୁ ଭକ୍ତମାନେ…

Continue Readingମା’ ବାୟାଣୀ ଙ୍କ ବାର୍ଷିକ ପୂଜା

ବ୍ୟବସାୟୀଙ୍କ କବ୍‌ଜାରେ ସ୍କୁଲ ଖେଳପଡ଼ିଆ, ଉଚ୍ଛେଦ ଦାବିରେ ସାହିବାସିନ୍ଦାଙ୍କ ରାସ୍ତାରୋକ

ଅନୁଗୁଳ: ସ୍କୁଲଖେଳ ପଡ଼ିଆକୁ କବ୍‌ଜା କରି ରଖିଛନ୍ତି ବ୍ୟବସାୟୀ । ଲୁହା ଛଡ଼, ଆଜବେଷ୍ଟସ୍ ଗଦା କରି ରଖିଥିବାରୁ ଛାତ୍ରଛାତ୍ରୀଙ୍କ ଖେଳକୁଦରେ ସମସ୍ୟା ସୃଷ୍ଟି ହୋଇଛି । ଏ ନେଇ ସ୍ଥାନୀୟ ତହସିଲଦାର ଓ ପୁଲିସକୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି…

Continue Readingବ୍ୟବସାୟୀଙ୍କ କବ୍‌ଜାରେ ସ୍କୁଲ ଖେଳପଡ଼ିଆ, ଉଚ୍ଛେଦ ଦାବିରେ ସାହିବାସିନ୍ଦାଙ୍କ ରାସ୍ତାରୋକ

ବଡ଼ଭାଇ କଟୁରି ଚୋଟରେ ସାନ ଗୁରୁତର

ଅନୁଗୁଳ:ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନଳକୂଅରୁ ନିର୍ଗତ ପାଣିକୁ ନେଇ ଦୁଇ ଭାଇ ମଧ୍ୟରେ ପାଟିତୁଣ୍ଡ ହୋଇ ପରେ ବଡ ଭାଇର କଟୁରି ଚୋଟରେ ସାନ ଭାଇ ଗୁରୁତର ହୋଇଛନ୍ତି । ଏ ନେଇ…

Continue Readingବଡ଼ଭାଇ କଟୁରି ଚୋଟରେ ସାନ ଗୁରୁତର

ଚୋରା କୋଇଲା ସହ ମିନିଟ୍ରକ୍ ଜବତ, ଦୁଇ ଗିରଫ

ଅନୁଗୁଳ: ହଣ୍ଡପା ଥାନା ହିଞ୍ଜିରିଡା ଗାଁଠାରେ ଶୁକ୍ରବାର ପୁଲିସ ଚୋରା କୋଇଲା ନେଉଥିବା ଏକ ମିନିଟ୍ରକ୍ ଜବତ କରିବା ସହ ଏ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, କିଶୋରନଗର ଥାନା ବଡ଼ରୋହିଲା ଗାଁର ବି. ବାଘ ଓ…

Continue Readingଚୋରା କୋଇଲା ସହ ମିନିଟ୍ରକ୍ ଜବତ, ଦୁଇ ଗିରଫ