ସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ, ଟିପର ଓ ଦୁଇ ଜେସିବି ଜବତ, ଦୁଇ ଗିରଫ

ଅନୁଗୁଳ: ସୋମବାର ରାତିରେ ଛେଣ୍ଡିପଦା ତହସିଲ୍ ଇଲାକା ସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ ବେଳେ ଉପଜିଲ୍ଲାପାଳ ଓ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ନଦୀ ପଠାରୁ ୨ଟି ଜେସିବି ଓ ଗୋଟିଏ ଟିପ୍ପର ଜବତ…

Continue Readingସିଙ୍ଗଡ଼ା ନଦୀରୁ ବାଲି ଚୋରା ଚାଲାଣ, ଟିପର ଓ ଦୁଇ ଜେସିବି ଜବତ, ଦୁଇ ଗିରଫ

ଜମି ବିବାଦରୁ ଦମ୍ପତିଙ୍କୁ ଆକ୍ରମଣ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ଆକ୍ରମଣରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ବୁଧବାର ସନ୍ଧ୍ୟା ପ୍ରାୟ ୬ଟାବେଳେ ଭୀମ ଦେହୁରୀ(୪୬) ନିଜଘରେ ଥିଲେ। ଜମିବାଡ଼ି ବିବାଦ ଯୋଗୁଁ ତାଙ୍କ…

Continue Readingଜମି ବିବାଦରୁ ଦମ୍ପତିଙ୍କୁ ଆକ୍ରମଣ

ବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ବଳଦ ଚୋରି ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପାରିପରା ଗ୍ରାମର ଶରତ ନାଏକ। ତାଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିବା ବେଳେ ଜରପଡ଼ା ଥାନାରେ ମଧ୍ୟ ତାଙ୍କ ନାମରେ ଅନ୍ୟ…

Continue Readingବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ଅନୁଗୁଳ: କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ଛେଣ୍ଡିପଦା ବ୍ଲକ୍‌ରେ କେତେକ ସରପଞ୍ଚ ଏ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ବ୍ଲକ୍‌ର ବ୍ରାହ୍ମଣବିଲ ପଞ୍ଚାୟତକୁ ସ୍ଥାନୀୟ ସରପଞ୍ଚ ସୁଧାକର ବେହେରା ସଟ୍ ଡାଉନ୍ ଘୋଷଣା କରିଛନ୍ତି।…

Continue Readingବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ଜମିବାଡ଼ି ବିବାଦରୁ ଆକ୍ରମଣ, ୪ ଆହତ

ଅନୁଗୁଳ: ଛେଣ୍ଡିପଦା ଥାନା ପାଟକମୁଣ୍ଡା ଗାଁରେ ଜମିବାଡ଼ି ଯୋଗୁଁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଘରେ ପଶି ଆକ୍ରମଣ କରିବାରୁ ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ତାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ସୂତ୍ରରୁ ପ୍ରକାଶ,…

Continue Readingଜମିବାଡ଼ି ବିବାଦରୁ ଆକ୍ରମଣ, ୪ ଆହତ

କରୋନା ଭୟରେ ଶବକୁ ମିଳିଲାନି ଚାରିକାନ୍ଧ : ମାନବିକତା ଦେଖାଇଲେ ବିଡ଼ିଓ, ସରପଞ୍ଚ ଓ ପଂଚାୟତ ଅଧିକାରୀ

ଅନୁଗୁଳ : ପୁଣି ହଜିଗଲା ମାନିବକତା । ମରିଗଲା ମଣିଷ ପଣିଆ । ମଲାପରେ ଚାରିକାନ୍ଧ ଦେଲେନି ସମ୍ପର୍କୀୟ କି ପାଖ ପଡିଶା । ଅନୁଗୁଳ ଛେଣ୍ଡିପଦା ବାହାଳସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କରୋନାରେ ମୃତ ହୋଇଥିବା ଆଶଙ୍କା…

Continue Readingକରୋନା ଭୟରେ ଶବକୁ ମିଳିଲାନି ଚାରିକାନ୍ଧ : ମାନବିକତା ଦେଖାଇଲେ ବିଡ଼ିଓ, ସରପଞ୍ଚ ଓ ପଂଚାୟତ ଅଧିକାରୀ

ମାଆକୁ ମାଡ଼ମାରି ପୁଅ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁର ଜଣେ ଯୁବକ ମାଆକୁ ମାଡ଼ପିଟ କରିବା ଅଭିଯୋଗରେ ଗିରଫ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗାଁର ଚନ୍ଦ୍ରମଣି ପୃଷ୍ଟି (୩୦) ସାମାନ୍ୟ କଥାରେ ଗତକାଲି ରାତି ପ୍ରାୟ ୯ଟାବେଳେ ନିଜର ବିଧବା ମାଆ…

Continue Readingମାଆକୁ ମାଡ଼ମାରି ପୁଅ ଗିରଫ

କୁଳୁମା ପଞ୍ଚାୟତ ସପ୍ତାହେ ସଟଡାଉନ୍

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣିହାଁ ବ୍ଲକ୍‌ର କୁଳୁମା ପଞ୍ଚାୟତକୁ ଏକ ସପ୍ତାହ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଗୁରୁବାର ଏହି କଟକଣା ଲାଗୁ ହେବ ବୋଲି କୁହାଯାଇଛି । ପ୍ରକାଶ ଯେ, କୁଳୁମା ଗ୍ରାମପଞ୍ଚାୟତରେ ଦିନକୁ ଦିନ…

Continue Readingକୁଳୁମା ପଞ୍ଚାୟତ ସପ୍ତାହେ ସଟଡାଉନ୍

ଶାଳୀକୁ ଭିଣେଇର ବଳାତ୍କାର ଉଦ୍ୟମ

ଅନୁଗୁଳ: କଣିହାଁ ବ୍ଳକ୍ ତଥା ରେଙ୍ଗାଳି ଥାନା ଇଲାକାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଳୀ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଉନ୍ମତକାଣ୍ଡ ଘଟାଇଛି ଅଭିଯୁକ୍ତ ଭିଣେଇ। ଭିଣେଇର କାଠ ଫାଳିଆ…

Continue Readingଶାଳୀକୁ ଭିଣେଇର ବଳାତ୍କାର ଉଦ୍ୟମ

ଛେଣ୍ଡିପଦା ସ୍ଥିତି ସଙ୍ଗିନ୍

ଅନୁଗୁଳ: କରୋନା ଦ୍ବିତୀୟ ଲହର ଛେଣ୍ଡିପଦା ବ୍ଲକରେ ଆତଙ୍କ ସୃଷ୍ଟି କରିଛି । ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ତତ୍ପରତା ଦେଖାଇଥିଲେ, ଦ୍ବିତୀୟ ପର୍ଯ୍ୟାୟରେ ସେଭଳି ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ଆସୁଥିଲାବେଳେ ଗତ ୩ଦିନରେ ୨୧୮ ଜଣ କରୋନାରେ ଆକ୍ରାନ୍ତ…

Continue Readingଛେଣ୍ଡିପଦା ସ୍ଥିତି ସଙ୍ଗିନ୍