ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଘୋଷରଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଏଥିରେ ରେଢାଖୋଲ ଦଳ ବାମୁର ଦଳକୁ ୨ ଓ୍ବିକେଟରେ ପରାସ୍ତ କରି ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଆଜିର ମ୍ୟାଚରେ ଅତିଥି ଭାବେ କିଶୋରନଗର ଆଇଆଇସି ବିଭୁତି ପ୍ରଧାନ ଯୋଗ ଦେଇଥିଲେ। ଅମ୍ପାୟାର ଭାବେ ଶିବ ସୁନ୍ଦର ପ୍ରଧାନ ଓ ତିମିର ପ୍ରଧାନ ଦାୟିତ୍ଵ ତୁଲାଇଥିଲେ। ଧାରା ବିବରଣୀ ପ୍ରଦାନ କରିଥିଲେ ଅସୀତ ଦେହୁରୀ ଏବଂ ସ୍କୋରର ଦାୟିତ୍ଵ ଆକାଶ ରାଉତ ତୁଲାଇଥିଲେ।
ଘୋଷର କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ: ରେଢାଖୋଲ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ
- Post published:January 24, 2026
- Post category:କ୍ରୀଡ଼ା
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଲିଗ୍ ମ୍ୟାଚ୍: ସେମିରେ ପ୍ରବେଶ କଲା ୱାରିଅରସ ମୂଷାପାପୁଲି
ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଏକାମ୍ରକ୍ଷେତ୍ର ଭୁବନେଶ୍ବରକୁ ୧୨ ରନରେ ହରାଇଲା ଚାର୍ଜ ଇଲେଭେନ କଟକ





