ଫାର୍ମ ହାଉସରେ ବଳଦ ପଶିବାକୁ ନେଇ ମାଡ଼ପିଟ, ୨ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଭାଲିଆସର ଗାଁରେ ଥିବା ଜୟନ୍ତ ଅଗ୍ରୱାଲଙ୍କ ଫାର୍ମ ହାଉସରେ ମଙ୍ଗଳବାର ବଳଦ ପଶିବାକୁ ନେଇ ମାଡ଼ପିଟ ହୋଇଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଫାର୍ମ ହାଉସରେ ସେହି…

Continue Readingଫାର୍ମ ହାଉସରେ ବଳଦ ପଶିବାକୁ ନେଇ ମାଡ଼ପିଟ, ୨ ଆହତ

ବିଜେପି ଜରପଡା ମଣ୍ଡଳ କାର୍ଯ୍ୟକରିଣୀ ବୈଠକ, ମରୁଡି ପରିସ୍ଥିତି ନେଇ ଉଦବେଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡା ମଣ୍ଡଳର କାର୍ଯ୍ୟକରିଣୀ ବୈଠକ ଗତକାଲି ଦୁର୍ଗାପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସଠିକ ଆକଳନ କରି ଅବିଳମ୍ବେ ମରୁଡି ଘୋଷଣା…

Continue Readingବିଜେପି ଜରପଡା ମଣ୍ଡଳ କାର୍ଯ୍ୟକରିଣୀ ବୈଠକ, ମରୁଡି ପରିସ୍ଥିତି ନେଇ ଉଦବେଗ

୭୦ କେଜି ଗଞ୍ଜେଇସହ ଜଣେ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ସୋମବାର ଅପରାହ୍ନରେ ୭୦ କେଜି ଗଞ୍ଜେଇସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ୍ ଦେବଗଡ଼ ଛକରେ ଜଗି ବସିଥିଲା। ସେଠାରେ ଏକ…

Continue Reading୭୦ କେଜି ଗଞ୍ଜେଇସହ ଜଣେ ଗିରଫ

ଛେଣ୍ଡିପଦା ବସ୍‌ ମାଲିକ ସଂଘର ନୂତନ କର୍ମକର୍ତ୍ତା

ଅନୁଗୁଳ: ଛେଣ୍ଡିପଦା ବ୍ଳକ ଜଗନ୍ନାଥ ବସ ମାଲିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ଚୟନ କରାଯାଇଛି। ବାରମଞ୍ଚା ଗ୍ରାମର ବାଲିପଶିଠାରେ ଥିବା ଠାକୁରାଣୀ ପୀଠରେ ଏହି ବୈଠକ ବସିଥିଲା। ସଂଘର ଆଇନ ପରାମର୍ଶଦାତା ଲମ୍ବୋଦର ପ୍ରଧାନ ଓ…

Continue Readingଛେଣ୍ଡିପଦା ବସ୍‌ ମାଲିକ ସଂଘର ନୂତନ କର୍ମକର୍ତ୍ତା

‘ଆଇ ଲଭ୍ କୋଶଳା’ ଉଦ୍‌ଘାଟିତ

ଅନୁଗୁଳ: କୋଶଳା ରାମଚଣ୍ଡୀ ମନ୍ଦିର ନିକଟରେ ‘ଆଇ ଲଭ୍ କୋଶଳା’ ପ୍ରତିକୃତି ସହ ସେଲ୍‌ଫି ପଏଣ୍ଟ ଶୁକ୍ରବାର ୫ ବିଧାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଛି। ରାମଚଣ୍ଡୀ ସେବାସଂଘ ଓ ସାନ୍‌ଭି ଡିଜିଟାଲ ଦ୍ବାରା ଏହା ପ୍ରସ୍ତୁତ ହୋଇଥିବାବେଳେ ଜିଲ୍ଲାର ପ୍ରଥମ ସେଲ୍‌ଫି…

Continue Reading‘ଆଇ ଲଭ୍ କୋଶଳା’ ଉଦ୍‌ଘାଟିତ

ପକ୍କା ରାସ୍ତା ନିର୍ମାଣ ଦାବିରେ ଛେଣ୍ଡିପଦା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ର ବାଲିପଟା- ଚନ୍ଦ୍ରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା ଦାବିରେ ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ବୁଧବାର ବିକ୍ଷୋଭ କରାଯାଇଛି। ଏଥିସହ…

Continue Readingପକ୍କା ରାସ୍ତା ନିର୍ମାଣ ଦାବିରେ ଛେଣ୍ଡିପଦା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ

ଓଏଚ୍‌ପିସି କର୍ମଚାରୀଙ୍କ ବୈଠକ, ଆଜିଠୁ ପିନ୍ଧିବେ କଳାବ୍ୟାଜ୍

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ପ୍ରକଳ୍ପ ଓଏଚ୍‌ପିସିର ରେଙ୍ଗାଳି ପାଓ୍ବାର ପ୍ରୋଜେକ୍ଟ ୱାର୍କର୍ସ ୟୁନିଅନ୍‌ର ଏକ ବୈଠକ ସୋମବାର ୟୁନିଅନ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ୟୁନିୟନ୍‌ର ବିଭିନ୍ନ ଦାବି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ବସନ୍ତ କୁମାର ଗଡ଼ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ…

Continue Readingଓଏଚ୍‌ପିସି କର୍ମଚାରୀଙ୍କ ବୈଠକ, ଆଜିଠୁ ପିନ୍ଧିବେ କଳାବ୍ୟାଜ୍

ଛେଣ୍ଡିପଦା ବ୍ଲକ୍‌ରେ ନିଅଣ୍ଟିଆ ବର୍ଷା, ମରୁଡ଼ି ଘୋଷଣା ଦାବି କଲା ବିଜେପି

ଅନୁଗୁଳ: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ପଛେଇ ଯାଇଛି ଚାଷ କାର୍ଯ୍ୟ । ଶ୍ରାବଣ ମାସରେ ମୁଣ୍ଡଫଟା ଖରା । ଧାନ ବିଲ ଫାଟି ଆଁ ହୋଇ ରହିଛି। ଆଗକୁ ବର୍ଷା ହେଲେ ବି ଯେ ଧାନ ଚାଷ ସଫଳ…

Continue Readingଛେଣ୍ଡିପଦା ବ୍ଲକ୍‌ରେ ନିଅଣ୍ଟିଆ ବର୍ଷା, ମରୁଡ଼ି ଘୋଷଣା ଦାବି କଲା ବିଜେପି

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

ଅନୁଗୁଳ: ଜମି ଅଧିଗ୍ରହଣକୁ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ବିତିବା ସତ୍ତ୍ବେ ଚାକିରି ମିଳିଲାନି। ଛେଣ୍ଡିପଦା ବ୍ଲକରେ ଥିବା ଜେଏସ୍‌ପିଏଲ୍‌ କମ୍ପାନି ବିରୁଦ୍ଧରେ ସାନକେରଜାଙ୍ଗ ଗ୍ରାମର ନିରଞ୍ଜନ ମହାପାତ୍ର ଏଭଳି ଅଭିଯୋଗ କରି ସପରିବାର ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ।…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା

ବାଇକ୍ ଡିକିରୁ ୬୦ ହଜାର ଟଙ୍କା ଚୋରି

ଅନୁଗୁଳ: ଛେଣ୍ତିପଦା ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ବାଇକ୍ ଡିକି ଭାଙ୍ଗି ଶୁକ୍ରବାର ଦିନ ଦିନ୧୨ଟା ସମୟରେ ୬୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଯେ, ଗୋଳାଗାଡିଆ ଗାଁର ଶରତ ସାହୁ ଆଜି ଛେଣ୍ତିପଦା ଆଇସିଆଇସିଆଇ ବ୍ୟାଙ୍କରୁ…

Continue Readingବାଇକ୍ ଡିକିରୁ ୬୦ ହଜାର ଟଙ୍କା ଚୋରି