କଣିହାଁରୁ ଯନ୍ତ୍ରୀକୁ ଉଠାଇ ନେଲା ଆନ୍ଧ୍ର ପୋଲିସ, ପାରିବାରିକ କନ୍ଦଳ ଓ ସାଇବର ମାମଲା ଥିବା ଚର୍ଚ୍ଚା

  କଣିହାଁ : ସ୍ଥାନୀୟ କଣିହାଁ ବ୍ଲକସ୍ଥିତ ଏନଟିପିସି ବିଦ୍ୟୁତ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଜଣେ ଯନ୍ତ୍ରୀଙ୍କୁ ସୋମବାର ବିଶାଖାପାଟଣା ପୋଲିସ ଉଠାଇ ନେଇଛି। ଯନ୍ତ୍ରୀ ଜଣକ ହେଲେ ନରଭl ଆପର (୩୬)। ସୂଚନା ମୁତାବକ, ନରଭl ଆପରଙ୍କ ନାଁରେ ପାରିବାରିକ…

Continue Readingକଣିହାଁରୁ ଯନ୍ତ୍ରୀକୁ ଉଠାଇ ନେଲା ଆନ୍ଧ୍ର ପୋଲିସ, ପାରିବାରିକ କନ୍ଦଳ ଓ ସାଇବର ମାମଲା ଥିବା ଚର୍ଚ୍ଚା

ଗଙ୍ଗାଧାମ ଆଶ୍ରମ ବୁଲି ଦେଖିଲେ ଛେଣ୍ଡିପଦା ବିଧାୟକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ହନୁମାନପୁର ପଞ୍ଚାୟତ ଅନ୍ତର୍ଗତ ତାଳବାହାଳୀ ଗଙ୍ଗାଧାମ ଆଶ୍ରମ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପରିଦର୍ଶନ କରିଛନ୍ତି। ବିଧାୟକ ଶ୍ରୀ ବେହେରା ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପରେ ନିର୍ମାଣାଧୀନ ରାମ ମନ୍ଦିର ବୁଲି ଦେଖିଥିଲେ। ମନ୍ଦିର…

Continue Readingଗଙ୍ଗାଧାମ ଆଶ୍ରମ ବୁଲି ଦେଖିଲେ ଛେଣ୍ଡିପଦା ବିଧାୟକ

ନାବାଳିକାକୁ ଅପହରଣ ଅଭିଯୋଗ, ଯୁବକ ଗିରଫ

  କଣିହାଁ : ନାବଳିକାକୁ ଅପହରଣ ଅଭିଯୋଗରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଥାନା ଆଇଆଇସି ସନ୍ତୋଷ କୁମାର ସେଠିଙ୍କ ସୂଚନା ମୁତାବକ, କଣିହାଁ…

Continue Readingନାବାଳିକାକୁ ଅପହରଣ ଅଭିଯୋଗ, ଯୁବକ ଗିରଫ

ଘରକୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭରର ଆଖି ଲାଗି ଯାଇଥିବା ସୂଚନା

  କଣିହାଁ: ସ୍ଥାନୀୟ ସମଲ ଥାନା ହାଇସ୍କୁଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଘରକୁ ଧକ୍କା ଦେଇ ଓଲଟି ପଡ଼ିଛି। ପୋଲିସ ସୂଚନା ମୁତାବକ, ତାଳଚେର ଅଞ୍ଚଳରୁ କୋଇଲା ଧରି ସମଲ ହାଇସ୍କୁଲ…

Continue Readingଘରକୁ ଧକ୍କା ଦେଇ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ, ଡ୍ରାଇଭରର ଆଖି ଲାଗି ଯାଇଥିବା ସୂଚନା

ପାରିବାରିକ କଳିକୁ ନେଇ ବାଇକରେ ନିଆଁ ଲଗାଇଦେଲେ, ଜଳିଗଲା ସମ୍ପୂର୍ଣ୍ଣ ଘର

  କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ପରମପଶି ଗ୍ରାମରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଗ୍ନିକାଣ୍ଡରେ ଭାବଗ୍ରାହୀ ସାହୁଙ୍କ ଦୁଇ ବଖରା ଚାଳ ଘର ଓ ବିଜୟ ପ୍ରଧାନଙ୍କ ଗୋଟିଏ ମୋଟର ସାଇକେଲ…

Continue Readingପାରିବାରିକ କଳିକୁ ନେଇ ବାଇକରେ ନିଆଁ ଲଗାଇଦେଲେ, ଜଳିଗଲା ସମ୍ପୂର୍ଣ୍ଣ ଘର

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା

  କଣିହାଁ : ଚତୁର୍ଥ ଥର ପାଇଁ ତାଳଚେରର ବିଧାୟକ ହୋଇଥିବା ବ୍ରଜକିଶୋର ପ୍ରଧାନଙ୍କୁ କଣିହାଁ କୋଇଲା ଖଣି ଜିଏମ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ଖଣି ମହାପ୍ରବନ୍ଧକ ନରେଶ ସିଂହ, ଦିନେଶ କୁମାର ମାଳି ପ୍ରକଳ୍ପ ଅଧିକାରୀ ଶ୍ରୀ ରାମ, ମ୍ୟାନେଜର…

Continue Readingତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା

ପିସିସି ସଭାପତି ଓ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ଅନୁଗୁଳ କଂଗ୍ରେସ କର୍ମୀଙ୍କ ବିରୋଧ, ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିବା ନେଇ ଆଣିଲେ ଅଭିଯୋଗ

କଣିହାଁ: ରାଜ୍ଯ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଯୁବ ସଂଗଠନ। ଏ ନେଇ ସଂଗଠନର ଯୁବ ନେତା ବାବୁଲା ବେହେରା ଓ ଛବିନ୍ଦ୍ର…

Continue Readingପିସିସି ସଭାପତି ଓ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ଅନୁଗୁଳ କଂଗ୍ରେସ କର୍ମୀଙ୍କ ବିରୋଧ, ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିବା ନେଇ ଆଣିଲେ ଅଭିଯୋଗ

ଖଣି ବିସ୍ଥାପିତ ସମସ୍ୟାକୁ ନେଇ ଭୋଟ ବର୍ଜନ କଲେ ଜରଡ଼ା ଗ୍ରାମବାସୀ

କଣିହାଁ: ଅନୁଗୁଳ ଜିଲ୍ଲା ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକର ୯ ନମ୍ବର ଜିଲ୍ଲା ପରିଷଦ ଜୋନ ଜରଡ଼ା ଗ୍ରାମବାସୀ ଶନିବାର ଭୋଟ ବର୍ଜନ କରିଛନ୍ତି। କୋଇଲା ଖଣି ବିସ୍ଥାପନ ଥଇଥାନ ପୁନଃବସତି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ଦାବିକୁ…

Continue Readingଖଣି ବିସ୍ଥାପିତ ସମସ୍ୟାକୁ ନେଇ ଭୋଟ ବର୍ଜନ କଲେ ଜରଡ଼ା ଗ୍ରାମବାସୀ

ବେଆଇନ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ: ୪୦୦ ରୁ ଅଧିକ ଲିଟର ଦେଶୀ ମଦ ଜବତ, ୨ ଅଟକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରେଙ୍ଗ ଗ୍ରାମରେ ଶୁକ୍ରବାର କଣିହାଁ ଥାନା ପୋଲିସ ଓ ତାଳଚେର ଅବକାରୀ ବିଭାଗ ତରଫରୁ ମିଳିତ ଚଢ଼ଉ କରାଯାଇ ୪୦୦ ରୁ ଅଧିକ ଲିଟର ଦେଶୀ ମଦ ସହିତ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ…

Continue Readingବେଆଇନ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ: ୪୦୦ ରୁ ଅଧିକ ଲିଟର ଦେଶୀ ମଦ ଜବତ, ୨ ଅଟକ

କଣିହାଁ NTPCରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଲା କନଭେୟର ବେଲ୍ଟ

ତାଳଚେର: ତାଳଚେର NTPC ପ୍ଲାଣ୍ଟରେ ଭୟାବୟ ଅଗ୍ନିକାଣ୍ଡ। ପ୍ଲାଣ୍ଟର କନଭେୟର ବେଲ୍ଟରେ ନିଆଁ ଲାଗିଥିବା ଜଣାଯାଇଛି। ଖବର ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ୩୦ ରୁ ୪୦ ମିନିଟ୍ ଧରି ନିଆଁ ଲାଗିଥିବା ସୂଚନା ମିଳିଛି…

Continue Readingକଣିହାଁ NTPCରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଲା କନଭେୟର ବେଲ୍ଟ