ପଞ୍ଚଭୂତରେ ବିଲୀନ ବିଚ୍ଛନ୍ଦଚରଣ

ଅନୁଗୁଳ: ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, କବି, କଣିହାଁ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଚ୍ଛନ୍ଦଚରଣ ପ୍ରଧାନଙ୍କର ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ଜନ୍ମଭୂମି କଣିହାଁବ୍ଲକ କଂସମୁଣ୍ଡା ଗାଁ'ଠାରୁ ୧୫ କି.ମି.…

Continue Readingପଞ୍ଚଭୂତରେ ବିଲୀନ ବିଚ୍ଛନ୍ଦଚରଣ

ବିପୁଳ ପରିମାଣର ଚୋରା ଡିଜେଲ ଜବତ ଦୁଇ ବୋଲେରୋ, ତିନି ମଟର ସାଇକେଲ ଜବତ

ଅନୁଗୁଳ: ଶୁକ୍ରବାର ଭୋର୍ ବେଳେ କଣିହାଁ ଥାନା, ଜିଲ୍ଲା ପୁଲିସ୍ ସ୍ପେଶାଲ ସ୍କ୍ଵାଡ ମିଳିତ ଚଢଉ କରିକଣିହାଁ ଥାନାର କୁମୁଣ୍ଡା ନିକଟସ୍ଥ କାଜୁ ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଡିଜେଲ କରିଛନ୍ତି। ଦୁଇଟି ବୋଲେରୋରେ ୩୦ରୁ ଅଧିକ ଜାରିକେନରେ ଚୋରା ଡିଜେଲ…

Continue Readingବିପୁଳ ପରିମାଣର ଚୋରା ଡିଜେଲ ଜବତ ଦୁଇ ବୋଲେରୋ, ତିନି ମଟର ସାଇକେଲ ଜବତ

ମାତିଲେ ସାଇବର ଲୁଟେରା

ଅନୁଗୁଳ : ଅଥୟ କଲେଣି ସାଇବର ଲୁଟେରା । ସାଇବର ଠକକୁ କୌଣସି ଚେକମେଟ୍ ନଥିବାରୁ ଶିଳ୍ପନଗରୀରେ କାୟା ମେଲାଇ ଚାଲିଛି ସାଇବର ଅପରାଧ। ଏନ୍‌ଟିପିସି ଥାନା ଇଲାକା ଏନ୍‌ଟିପିସି କଣିହାଁ ସିଆଇଏସ୍‌ଏଫ୍ ୟୁନିଟ୍‌ର ଜଣେ ହାବିଲଦାର ଏକ ବଡ଼ ସାଇବର…

Continue Readingମାତିଲେ ସାଇବର ଲୁଟେରା

ସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସୁପରଭାଇଜର ଗିରଫ

ଅନୁଗୁଳ: କଣିହାଁ ବ୍ଲକ୍‌ ରେଙ୍ଗାଳି ଥାନା ଅହଲ୍ୟାଛକ ନିକଟ ପାୱାର ଗ୍ରୀଡ୍‌ରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସ˚ସ୍ଥାର ସୁପରଭାଇଜର‌୍‌ଙ୍କୁ ପୁଲିସ୍‌  ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ, ପାୱାର ଗ୍ରୀଡ୍‌ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠିକା କମ୍ପାନି…

Continue Readingସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସୁପରଭାଇଜର ଗିରଫ

ପୋଖରୀରୁ ମାଛ ଚୋରି

ତାଳଚେର: କଣିହାଁ ଥାନାର ଘଣ୍ଟିଆନାଳି ବରସାହିଠାରେ ଥିବା ଏକ ପୋଖରୀରୁ ମାଛ ଚୋରି ନେଇ ଗତ ରବିବାର ଥାନାରେ ଅଭିଯୋଗ ହୋଇଛି। ଡେରେଙ୍ଗ ପଞ୍ଚାୟତ ଅଧୀନସ୍ଥ ଘଣ୍ଟିଆନାଳି ବରସାହିଠାରେ ଥିବା ଏହି ପୋଖରୀରେ ୧୦ ବର୍ଷ ହେଲା ଡେରେଙ୍ଗ ଗ୍ରାମର ଡିଲେଶ୍ବର…

Continue Readingପୋଖରୀରୁ ମାଛ ଚୋରି

ଖଣି କ୍ଷତିଗ୍ରସ୍ତ ଜରଡା ଗ୍ରାମବାସୀଙ୍କ ୪ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅନୁଗୁଳ : କଣିହାଁ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ଜରଡ଼ା ଗ୍ରାମବାସୀ ଚାରି ଦଫା ଦାବିନେଇ ଶୁକ୍ରବାର ସନ୍ଧ୍ୟାରୁ ଖଣିର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଗ୍ରାମବାସୀମାନଙ୍କ ଦାବି ଗୁଡିକ ମଧ୍ୟରେ ରହିଛି ଜରଡ଼ା ଗ୍ରାମବାସୀଙ୍କୁ ସ୍ଥାନୀୟ ପଥରମୁଣ୍ଡା ଗ୍ରାମରେ ତୁରନ୍ତ ଥଇଥାନ,…

Continue Readingଖଣି କ୍ଷତିଗ୍ରସ୍ତ ଜରଡା ଗ୍ରାମବାସୀଙ୍କ ୪ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ବିଦ୍ୟୁତଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ

କଣିହାଁ : କଣିହାଁସ୍ଥିତ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗଣମାଧ୍ୟମଙ୍କ ସହ ଏକ ଭାବବିନିମୟକାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ ସୁଦୀପ ନାଗ ପ୍ରକଳ୍ପର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ…

Continue Readingବିଦ୍ୟୁତଶକ୍ତି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ

ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ଅନୁଗୁଳ: ସୋମବାର ଅପରାହ୍ଣରେ କଣିହାଁ ବ୍ଲକ ତଥା ରେଙ୍ଗାଳି ଥାନା ଅଞ୍ଚଳରେ ଜଣେ ୯ ବର୍ଷର ବାଳିକାକୁ ବଳାତ୍କାର କରଯାଇଛି। ଚକ୍ଲେଟ୍, ବିସ୍କୁଟ ଦେବାର ପ୍ରଲୋଭନ ଦେଖାଇ ପଡୋଶୀ ଡିଲେଶ୍ୱର ବେହେରା ନାମକ ଜଣେ ୫୪ ବର୍ଷୀୟ ବୃଦ୍ଧ ଘରକୁ ଡାକି…

Continue Readingନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ପାଉଁଶ ଟ୍ରକ୍‌ ଚଳାଚଳକୁ ବିରୋଧ

ଅନୁଗୁଳ: ସରକାରୀ ଗାଇଡ୍‌ଲାଇନ୍‌ ଉଲ୍ଲ˚ଘନ କରି କଣିହାଁ ରାସ୍ତାରେ ବେଧଡ଼କ ଚାଲିଛି ପାଉଁଶ ପରିବହନ। ରାସ୍ତାରେ ପାଣି ସିଞ୍ଚନ ନକରି ଗାଡ଼ି ଚଳାଚଳକୁ ବିରୋଧ କରିବାରୁ କେତେକ ଦୁବୃର୍ତ୍ତ କମରେଇ ସରପଞ୍ଚ ଦୁଃଖବନ୍ଧୁ ଭୂତିଆଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।…

Continue Readingପାଉଁଶ ଟ୍ରକ୍‌ ଚଳାଚଳକୁ ବିରୋଧ

ପୂର୍ବତନ ସରପଞ୍ଚଙ୍କୁ କାମୁଡି ଯୁବକ ଗିରଫ

ଅନୁଗୁଳ: କଣିହାଁ ଥାନା ହନୁମାନପୁର ପଞ୍ଜାୟତର ପୂର୍ବତନ ସରପଞ୍ଚ ତଥା ଝରlବେରେଣି ଗାଁର ଅଧିବାସୀ ବିନୟ ପ୍ରଧାନ(୫୫)ଙ୍କୁ କାମୁଡିବା ଅଭିଯୋଗରେ ସେହି ଗ୍ରାମର ବସନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି l ପୁଲିସ୍ ସୂତ୍ରରୁ ପ୍ରକାଶ, ଗୁରୁବାର…

Continue Readingପୂର୍ବତନ ସରପଞ୍ଚଙ୍କୁ କାମୁଡି ଯୁବକ ଗିରଫ