ବ୍ରାହ୍ମଣୀଦେଈ ଆଶ୍ରମରେ ‘ପୁସ୍ତକ’ ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ୍ ବ୍ରାହ୍ମଣୀଦେଈ ବ୍ରହ୍ମଚାରୀ ଆଶ୍ରମର ମୁଖ୍ୟ ତଥା ଚକାପାଦ ଆଶ୍ରମର ପ୍ରାକ୍ତନ ମୁଖ୍ୟ ସ୍ବର୍ଗତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀ ସ୍ଵାମୀ ସଚ୍ଚିଦାନନ୍ଦ ସରସ୍ବତୀଙ୍କ ଦ୍ବାରା ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ଜ୍ଞାନବିଜ୍ଞାନ ସୌରଭମ୍’ ଗତ ବୁଧବାର…

Continue Readingବ୍ରାହ୍ମଣୀଦେଈ ଆଶ୍ରମରେ ‘ପୁସ୍ତକ’ ଉନ୍ମୋଚିତ

ଭିଜିଲାନ୍ସ ଜାଲରେ ଫସିଲେ ଅମିନ

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଅମିନ ସୌମ୍ୟ ରଞ୍ଜନ ଦାସ। ଶୁକ୍ରବାର ସୌମ୍ୟରଞ୍ଜନ ଅଭିଯୋଗକାରୀଙ୍କ ଠାରୁ ଦୁଇ ହଜାର ଟଙ୍କା ନେଲା ବେଳେ ଛକି ରହିଥିବା ଭିଜିଲାନ୍ସର ଏକ ଟିମ ତାଙ୍କୁ ଧରି…

Continue Readingଭିଜିଲାନ୍ସ ଜାଲରେ ଫସିଲେ ଅମିନ

ଧାରଣାରେ ସାମିଲ ହେଲେ ବିଧାୟକ

ଅନୁଗୁଳ: ଚାଳକ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା କଣିହାଁ କୋଇଲା ଖଣି ପରିସରରେ ଆରଏସ୍ଏସ୍ ଠିକାସଂସ୍ଥା ଗ୍ୟାରେଜ୍ ସମ୍ମୁଖରେ ଶନିବାର ପୂର୍ବାହ୍ନରୁ ଧାରଣା ଦିଆଯାଇଛି। ମହାନଦୀ କୋଲ୍ ଫିଲ୍ମ କଂଟ୍ରାକଚୁଆଲ୍ ୱାର୍କର୍ସ ୟୁନିଅନ୍‌ର ସାଧାରଣ ସମ୍ପାଦକ ନରହରି ସାହୁଙ୍କ ନେତୃତ୍ବରେ ୭୯…

Continue Readingଧାରଣାରେ ସାମିଲ ହେଲେ ବିଧାୟକ

ଗୋଡିବନ୍ଧ-କଣିହାଁ ରାସ୍ତା ମରଣଯନ୍ତା

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ ଏନଟିପିସି ପର୍ଯ୍ୟନ୍ତ ଯାଇଥିବା ୫୩ ନମ୍ବର ଜତୀୟ ରାଜପଥ ଖାଲଖମାଣରେ ଭର୍ତ୍ତି ହୋଇଯାଇଛି। ଦୈନିକ ଶହ ଶହ କୋଇଲା ବୋଝେଇ ଗାଡ଼ି, ତାଳଚେରରୁ ଡେରେଙ୍ଗ ସ୍ଥିତ ଜେଆଇଟିପିଏଲ କମ୍ପାନୀ…

Continue Readingଗୋଡିବନ୍ଧ-କଣିହାଁ ରାସ୍ତା ମରଣଯନ୍ତା

ବସ୍ତି ରାସ୍ତାରେ ଲୋକାଲ୍ ସେଲ୍‌କୁ ବିରୋଧ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲା ମୁହଁ କୋଇଲା ଖଣିରୁ ରବିବାର ପୂର୍ବାହ୍ନରୁ ଲୋକାଲ ସେଲ କୋଇଲା ପରିବହନ ଆରମ୍ଭ ହୋଇଛି। ତେବେ କୋଇଲା ପରିବହନ ନିମନ୍ତେ ସ୍ଵତନ୍ତ୍ର ରାସ୍ତା ନିର୍ମାଣ କରାନଯାଇ ବସ୍ତା ମଧ୍ୟରେ ଟ୍ରକ୍…

Continue Readingବସ୍ତି ରାସ୍ତାରେ ଲୋକାଲ୍ ସେଲ୍‌କୁ ବିରୋଧ

ମାନସିକ ଅସୁସ୍ଥ ଯୁବକଙ୍କୁ ଉଦ୍ଧାର କଲେ ସରପଞ୍ଚ, ୭ ମାସ ଧରି ବନ୍ଦ କୋଠରୀରେ ଥିଲେ ଅଟକ

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡୁରୀ ଗ୍ରାମର ଜଣେ ମାନସିକ ଅସୁସ୍ଥ ଯୁବକ ଗତ ବୁଧବାର ଉଦ୍ଧାର ହୋଇଛନ୍ତି। ପରିବାର ଲୋକ ତାଙ୍କୁ ଗତ ୭ ମାସ ଧରି ଏକ କୋଠରୀରେ ବନ୍ଦ କରି ରଖାଯାଇଥିବା ବେଳେ…

Continue Readingମାନସିକ ଅସୁସ୍ଥ ଯୁବକଙ୍କୁ ଉଦ୍ଧାର କଲେ ସରପଞ୍ଚ, ୭ ମାସ ଧରି ବନ୍ଦ କୋଠରୀରେ ଥିଲେ ଅଟକ

୨ଟି ଗେଟ୍ ଦେଇ ରେଙ୍ଗାଳିରୁ ବନ୍ୟାଜଳ ନିଷ୍କାସିତ

ଅନୁଗୁଳ(Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ବନ୍ୟାଜଳ ନିଷ୍କାସନ ପାଇଁ ସକାଳ ୧୧ଟା ୪୮ ମିନିଟ୍‌ରେ ୭…

Continue Reading୨ଟି ଗେଟ୍ ଦେଇ ରେଙ୍ଗାଳିରୁ ବନ୍ୟାଜଳ ନିଷ୍କାସିତ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ (Jugal Kishore Sahoo): ଅନୁଗୋଳ ଜିଲ୍ଲା କନିହା ବ୍ଲକ ସମଲ ଥାନା ପୁଲିସ୍ ସିପୁର ବିଦ୍ୟାଳୟ ଖେଳ ପଡିଆ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକଙ୍କ ନାମ ନବୀନ ପ୍ରଧାନ(୨୨)। ତାଙ୍କ ବାପାଙ୍କ ନାମ ଦୁଃଖବନ୍ଧୁ…

Continue Readingଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏନଟିପିସି, କଣିହାଁ ପକ୍ଷରୁ ପାକ୍ଷିକ ହିନ୍ଦୀ ଦିବସ ଉଦଯାପିତ

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା ଏନଟିପିସି, କଣିହାଁ ପ୍ରକଳ୍ପ ପକ୍ଷରୁ ପନ୍ଦର ଦିନ ଧରି ଚାଲିଥିବା ହିନ୍ଦୀ ଦିବସ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଏନଟିପିସି କାର୍ଯ୍ୟକାରୀ ନିର୍ଦେଶକ କେ.ଏସ୍. ରାୟ ମୁଖ୍ୟଅତିଥୀ, ମହାପ୍ରବନ୍ଧକ(ଇନ୍ଧନ ବିଭାଗ) ବିଜୟ ଗୋୟଲ, ମହାପ୍ରବନ୍ଧକ…

Continue Readingଏନଟିପିସି, କଣିହାଁ ପକ୍ଷରୁ ପାକ୍ଷିକ ହିନ୍ଦୀ ଦିବସ ଉଦଯାପିତ

ଯୁବକଙ୍କୁ ପିଟି ସୁନା ଚେନ୍ ନେଇଗଲେ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଭାଲିଆବେଡା ଗ୍ରାମର ସନତ୍ କୁମାର ପ୍ରଧାନ (୨୬)ଯୁବକକୁ ସେହି ଗ୍ରାମର ଯଶୋବନ୍ତ ଦାସ ମାଡ଼ପିଟ କରି ସୁନା ଚେନ ଛଡାଇ ନେଇଯିବା ବୁଧବାର ଥାନାରେ ଅଭିଯୋଗ ହୋଇଛି।…

Continue Readingଯୁବକଙ୍କୁ ପିଟି ସୁନା ଚେନ୍ ନେଇଗଲେ