ମା’ ସନ୍ତୋଷୀ ପାଲବନ୍ଧା ଶ୍ରମଜୀବୀ ସଂଘର ବୈଠକ

ଅନୁଗୁଳ:ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ହରିହରପୁର ପଂଚାୟତ ରୁଟଭୂଇଁ ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର ଅପରାହ୍ନରେ ମା' ସନ୍ତୋଷୀ ପାଲଭିଡ଼ା ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସତ୍ୟବ୍ରତ ମହାନ୍ତି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ନୂତନ…

Continue Readingମା’ ସନ୍ତୋଷୀ ପାଲବନ୍ଧା ଶ୍ରମଜୀବୀ ସଂଘର ବୈଠକ

ବିଜିଗୋଳ ଟିକା କେନ୍ଦ୍ରରେ ସାମାଜିକ ଦୂରତା ଫୁ..

ଅନୁଗୁଳ:ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ପରିସରରେ ଥିବା ଭାରତ ନିର୍ମାଣ ରାଜିବଗାନ୍ଧୀ ସେବାକେନ୍ଦ୍ର ଠାରେ ଶନିବାର କୋଭଡି ଟିକା ଦାନ ଅଭିଯାନ ଚାଲିଥିଲା ପ୍ରଥମ ଓ ଦ୍ଵିତୀୟ ଡୋଜ୍ ଟିକା ନେବା ପାଇଁ ଉଭୟେ ଅନ୍‌ଲାଇନ୍ ଓ ଅଫ୍…

Continue Readingବିଜିଗୋଳ ଟିକା କେନ୍ଦ୍ରରେ ସାମାଜିକ ଦୂରତା ଫୁ..

୮୦ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନ୍‌ଟିପିସି ଥାନା ଗଦାସିଳା ଗ୍ରାମର ଏକ ତେଜରାତି ଦୋକାନରେ କୋଡିନ ମିଶ୍ରିତ କଫ ସିରପ ବେଆଇନ୍ ଭାବରେ ବିକ୍ରି ହେଉଥିବାର ଖବର ପାଇ ଶନିବାର ଏନ୍‌ଟିପିସି ପୁଲିସ୍ ସଂପୃକ୍ତ ଦୋକାନରେ ଚଢାଉ କରିଥିଲା ଚଢାଉ…

Continue Reading୮୦ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

କୋଇଲା ଲୋକାଲ ସେଲ୍‌ ବୈଠକ ବିଫଳ

ଅନୁଗୁଳ:ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣି ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏମସିଏଲ ଓ ଜମିହରା ପ୍ରଜାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ସମାଧାନର ସୂତ୍ର ବାହାରିପାରିନଥିବା ଜଣାଯାଇଛି। ବୈଠକରେ ଜରଡ଼ା, କଂସମୁଣ୍ଡା, ଗୁଣ୍ଡୁ ରୀନାଳୀ, ମାଳପଶି, ଗୁଇଲାଣ୍ଡ, ଜମାନିଆ, ଅଦ୍ଵୈତପ୍ରସାଦ…

Continue Readingକୋଇଲା ଲୋକାଲ ସେଲ୍‌ ବୈଠକ ବିଫଳ

ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଧୀନସ୍ଥ କୁଲେଇ ଗ୍ରାମର ରଞ୍ଜିତା ସାମଲ(୨୫)ଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ଶୁକ୍ରବାର ସମଲ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ, ଶିପୁର ଗ୍ରାମର ରଞ୍ଜିତା ସାମଲ କୁଲେଇ ଗ୍ରାମର…

Continue Readingମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ

କୋଲ ବ୍ଲକ୍ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ

ଅନୁଗୁଳୁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ପଞ୍ଚାୟତ ବାରିହାପୁର ଗାଁର ଜଳତାପ କୋଲ ବ୍ଲକରେ କୋଇଲା ଖୋଳା ସର୍ଭେକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ କମ୍ପାନି ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।…

Continue Readingକୋଲ ବ୍ଲକ୍ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ

‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭିସ’କୁ ବିରୋଧ,ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିରେ ବୁଧବାର ଠାରୁ କୋଇଲା ପରିବହନରେ ଲାଗୁ ହେବାକୁ ଥିବା‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ’କୁ ସ୍ଥାନୀୟ କ୍ଷତିଗ୍ରସ୍ତ ପ୍ରଜା ବିରୋଧ କରିଛନ୍ତି। ଫଳରେ ଟ୍ରାଏଲରେ ହେବାକୁ ଥିବା କୋଇଲା ପରିବହନ ବନ୍ଦ ରହିଛି।…

Continue Reading‘ଫାଷ୍ଟ୍ କମ୍ ଫାଷ୍ଟ୍ ସର୍ଭିସ’କୁ ବିରୋଧ,ଆନ୍ଦୋଳନକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ ଗ୍ରାମବାସୀ

କଣିହାଁ କଳାକାର ସଂଘର ବିଡ଼ିଓଙ୍କୁ ୨୫ ଦଫା ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ସୋମବାର ଏକ ୨୫ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। କଳାକାର ସହାୟତା ରାଶି ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରିବା, ପ୍ରତି ଲୋକକଳା ଦଳକୁ…

Continue Readingକଣିହାଁ କଳାକାର ସଂଘର ବିଡ଼ିଓଙ୍କୁ ୨୫ ଦଫା ଦାବିପତ୍ର ପ୍ରଦାନ

ରେଙ୍ଗାଳିରେ ମା’ ସନ୍ତୋଷୀଙ୍କ ଜନ୍ମଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ରେଙ୍ଗାଳି ପ୍ରକଳ୍ପ ଓସିସି କଲୋନି ନିକଟସ୍ଥ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ପ୍ରତିଷ୍ଠିତ ମା’ ସନ୍ତୋଷୀଙ୍କ ଜନ୍ମ ଉତ୍ସବ ରବିବାର କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିରରେ ମାଙ୍କ ଯଥା ରୀତିନୀତି…

Continue Readingରେଙ୍ଗାଳିରେ ମା’ ସନ୍ତୋଷୀଙ୍କ ଜନ୍ମଉତ୍ସବ

ହୁକ ପକାଇ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସଂରକ୍ଷିତ ଜଙ୍ଗଲରେ ଶିକାର ଉଦେଶ୍ୟରେ ବେଆଇନ ଭାବେ ହୁକ ପକାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀଙ୍କୁ ରବିବାର ଗିରଫ କରିଛି। ସୂଚନା ଅନୁଯାୟୀ, ଗୁମ୍ଫାହିଲ ସଂହରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର କରିବା ଲାଗି ବେଆଇନ…

Continue Readingହୁକ ପକାଇ ଶିକାରୀ ଗିରଫ