ସ୍ପଞ୍ଜ ଓ ଆଇରନ୍ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୪ଟି ଟିମ୍ର ଅକ୍ଳାନ୍ତ ପରିଶ୍ରମ ପରେ ଆୟତ୍ତ ହେଲା ନିଆଁ
ଅନୁଗୁଳ: କଣିହାଁ ନିକଟସ୍ଥ ଏକଘରିଆର ଏକ ସ୍ପଞ୍ଜ ଓ ଆଇରନ୍ ପ୍ଲାଣ୍ଟରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କାରଖାନାର ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ…



