କିଶୋରନଗର ବ୍ଲକସ୍ତରୀୟ ଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଯୋଗ ଦେଲେ ୫୦ରୁ ଊର୍ଦ୍ଧ୍ଵ ଶିକ୍ଷକ-ଶିକ୍ଷୟିତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଲୁହାମୁଣ୍ଡା ହାଇସ୍କୁଲ ପରିସରରେ ସୋମବାର ଦିନ ବ୍ଲକ ସ୍ତରୀୟ ପ୍ରୟୋଗ ଶିକ୍ଷକଙ୍କ ତାଲିମ ଶିବିର ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମକୁ କିଶୋରନଗର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁଜନ କୁମାର ସାହୁ ଉଦଘାଟନ କରିଥିଲେ।…

Continue Readingକିଶୋରନଗର ବ୍ଲକସ୍ତରୀୟ ଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ, ଯୋଗ ଦେଲେ ୫୦ରୁ ଊର୍ଦ୍ଧ୍ଵ ଶିକ୍ଷକ-ଶିକ୍ଷୟିତ୍ରୀ

ଖଣ୍ଡହତା-ପିପଳବାହାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଧନୁଯାତ୍ରା: ବୃକ୍ଷରୋପଣ ଦିଗରେ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେଲେ ମହାରାଜ କଂସ

  ଅନୁଗୁଳ: ଗଜଲକ୍ଷ୍ମୀ ପୂଜା ଅବସରରେ କିଶୋରନଗର ବ୍ଲକ୍ ଖଣ୍ଡହତା - ପିପଳବାହାଳ ଲକ୍ଷ୍ମୀପୂଜା କମିଟି ତରଫରୁ ଆୟୋଜିତ ହୋଇଛି ଧନୁଯାତ୍ରା।କୃଷ୍ଣଙ୍କୁ ମାରିବା ପାଇଁ କଂସ ମହାରାଜଙ୍କ ଦ୍ୱାରା ପ୍ରେରିତ କାଳୀୟ ନାଗର କାଳନ୍ଦୀ ହ୍ରଦରେ ମୃତ୍ୟୁ ପରେ କଂସ ବିଚଳିତ…

Continue Readingଖଣ୍ଡହତା-ପିପଳବାହାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଧନୁଯାତ୍ରା: ବୃକ୍ଷରୋପଣ ଦିଗରେ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେଲେ ମହାରାଜ କଂସ

ଧନୁଯାତ୍ରା ମହୋତ୍ସବ ଉଦଘାଟିତ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପରାମର୍ଶ

  ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଖଣ୍ଡହତା -ପିପଳବାହାଳ ପୂଜା କମିଟି ପକ୍ଷରୁ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ମନୋଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଥାନା ଆଇଆଇସି ବିଭୂତି ପ୍ରଧାନ,…

Continue Readingଧନୁଯାତ୍ରା ମହୋତ୍ସବ ଉଦଘାଟିତ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପରାମର୍ଶ

ଓଏଏସ୍ ପରୀକ୍ଷାରେ ଅନୁଗୁଳ ଛାତ୍ରଙ୍କ ବାଜିମାତ୍: ୪୦ତମ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ରଶ୍ମିରଞ୍ଜନ ରାଉତ

ଅନୁଗୁଳ: ଓପିଏସସି ଦ୍ୱାରା ପରିଚାଳିତ ଓଏଏସ୍ ପରୀକ୍ଷାରେ ଅନୁଗୁଳ ଜିଲ୍ଲାର ଛାତ୍ରଙ୍କ ବାଜିମାତ। ସ୍ଥାନୀୟ କିଶୋରନଗର ବ୍ଲକ୍‌ ହିମିତିରା ପଞ୍ଚାୟତ ଘୋଷର ଗ୍ରାମର ରଶ୍ମିରଞ୍ଜନ ରାଉତ ଚଳିତବର୍ଷ ଓପିଏସ୍‌ସି ପରୀକ୍ଷାରେ ୪୦ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ…

Continue Readingଓଏଏସ୍ ପରୀକ୍ଷାରେ ଅନୁଗୁଳ ଛାତ୍ରଙ୍କ ବାଜିମାତ୍: ୪୦ତମ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ରଶ୍ମିରଞ୍ଜନ ରାଉତ

ସୁରେଶ୍ଵରୀ ଜଳସେଚନ ପ୍ରକଳ୍ପ ନିର୍ମାଣରେ ସରକାରଙ୍କ ଅହେତୁକ ଅବହେଳା, ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

  ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ସୁରେଶ୍ଵରୀ ଜଳ ସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ଏଣୁ ଏହା ଉପରେ ନିର୍ଭର କରୁଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।…

Continue Readingସୁରେଶ୍ଵରୀ ଜଳସେଚନ ପ୍ରକଳ୍ପ ନିର୍ମାଣରେ ସରକାରଙ୍କ ଅହେତୁକ ଅବହେଳା, ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ସ୍ତ୍ରୀଙ୍କୁ ମନେଇବାକୁ ଆସିଥିବା ସ୍ୱାମୀ ହଟହଟା: ଠେଙ୍ଗାରେ ସ୍ତ୍ରୀ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କଲେ ସ୍ୱାମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗତିକୃଷ୍ଣପୁର ଗ୍ରାମରେ ସ୍ତ୍ରୀଙ୍କ ଠେଙ୍ଗା ମାଡ଼ରେ ସ୍ୱାମୀ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସ୍ୱାମୀ ଜିତେନ ପ୍ରଧାନଙ୍କୁ ତାଙ୍କ ପତ୍ନୀ କିଶୋରନଗର ଥାନା ଦାମୋଦର ଗ୍ରାମର ରିଙ୍କି ରାଣୀ ପ୍ରଧାନ ଏକ…

Continue Readingସ୍ତ୍ରୀଙ୍କୁ ମନେଇବାକୁ ଆସିଥିବା ସ୍ୱାମୀ ହଟହଟା: ଠେଙ୍ଗାରେ ସ୍ତ୍ରୀ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କଲେ ସ୍ୱାମୀ

ଇଚ୍ଛାପୁରରେ ଗଣେଶଙ୍କ ଆଜ୍ଞା ଲଡ଼ୁ ନିଲାମ, ୨୪ ହଜାର ୨୦୦ ଟଙ୍କାରେ କିଣିଲେ ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଣ୍ଟେଇକୋଳିଆ ପଞ୍ଚାୟତର ଇଚ୍ଛାପୁରର ରାମପୁରପଡ଼ା ଅଞ୍ଚଳରେ ଚାଲିଥିବା ଗଣେଶ ପୂଜା ଅବସରରେ ଶନିବାର ଦିନ ଆଜ୍ଞା ଲଡ଼ୁ ନିଲାମ କରାଯାଇଛି। ଏଥିରେ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ ୨୪ ହଜାର ୨୦୦ ଟଙ୍କାରେ ନିଲାମ…

Continue Readingଇଚ୍ଛାପୁରରେ ଗଣେଶଙ୍କ ଆଜ୍ଞା ଲଡ଼ୁ ନିଲାମ, ୨୪ ହଜାର ୨୦୦ ଟଙ୍କାରେ କିଣିଲେ ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ

କିଶୋରନଗର ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୭୧ ପ୍ରତିଯୋଗୀ

ଅନୁଗୁଳ: କିଶୋରନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଶୋରନଗର ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ବ୍ଲକର ୨୪ ଟି ଉଚ୍ଚ ବିଦ୍ୟାଳୟର ୭୧ ଜଣ…

Continue Readingକିଶୋରନଗର ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୭୧ ପ୍ରତିଯୋଗୀ

ଭାଲୁ ଆକ୍ରମଣରେ ଜଣେ ଗୁରୁତର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ହଣ୍ଡପା ଗାଁର ପ୍ରଦୀପ ବିଶ୍ବାଳ (୬୦) ଙ୍କୁ ଆଜି ସକାଳେ ଗାଁ ନିକଟ ଜଙ୍ଗଲକୁ ଛତୁ ପାଇଁ ଯାଇଥିବା ବେଳେ ଗୋଟିଏ ଭାଲୁ ତାଙ୍କ ମୁଣ୍ତ, ଡାହାଣ ଗୋଡର ଆଣ୍ଠୁ ଏବଂ ବାମ…

Continue Readingଭାଲୁ ଆକ୍ରମଣରେ ଜଣେ ଗୁରୁତର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଦୁଇ ନାବାଳିକା ନିଖୋଜ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳର ଜଣେ ୧୭ ବର୍ଷ ଓ ଆଉ ଜଣେ ୧୫ ବର୍ଷର ନାବାଳିକା ନିଖୋଜ ହୋଇଯାଇଥ‌ିବା ଉକ୍ତ ନାବାଳିକା ପରିବାର ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ୨ ଟି…

Continue Readingଦୁଇ ନାବାଳିକା ନିଖୋଜ ଅଭିଯୋଗ