ସ୍କୁଲରୁ ଫେରି ନାଳକୁ ଯାଇଥିବା ବେଳେ ୨ ବାଳକ ମୃତ
କିଶୋରନଗର: ଅନୁଗୋଳ ଜିଲ୍କା କିଶୋରନଗର ବ୍ଲକ ହଣ୍ଡପା ଥାନା ବାଲିଆମ୍ବରେ ଆଜି ଏକ ଅଘଟଣ ଘଟି ୨ ବାଳକଙ୍କ ଅକାଳରେ ଜୀବନ ଯାଇଛି। ମିଳିଥିବା ସୁଚନା ଅନୁଯାଇ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତର ବାଲିଆମ୍ବ ଗାଁର ବାଦଲ ବେହେରା(୯) ଓ ସୁରେନ୍ଦ୍ର…
କିଶୋରନଗର: ଅନୁଗୋଳ ଜିଲ୍କା କିଶୋରନଗର ବ୍ଲକ ହଣ୍ଡପା ଥାନା ବାଲିଆମ୍ବରେ ଆଜି ଏକ ଅଘଟଣ ଘଟି ୨ ବାଳକଙ୍କ ଅକାଳରେ ଜୀବନ ଯାଇଛି। ମିଳିଥିବା ସୁଚନା ଅନୁଯାଇ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତର ବାଲିଆମ୍ବ ଗାଁର ବାଦଲ ବେହେରା(୯) ଓ ସୁରେନ୍ଦ୍ର…
କିଶୋରନଗର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଓ ହଣ୍ଡପା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଆମ୍ବପାଳ ପଞ୍ଚାୟତର ଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡାକ୍ତରଙ୍କ ଅରାଜକତା ବଢ଼ୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଡାକ୍ତରଙ୍କ ମନମୁଖୀ କାମ ଯୋଗୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…
ବଇଣ୍ଡା: ସରକାର ଶିକ୍ଷାର ପ୍ରଗତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେ ଗୁଡିକ କିଭଳି ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚିବ ସେ ନେଇ ଅଭିଭାବକ ଓ ଶିକ୍ଷକ ମାନେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସେମାନଙ୍କର ସମନ୍ବୟ ରହିଲେ ଶିକ୍ଷାର ଉନ୍ନତି…
କିଶୋରନଗର: ସ୍ଥାନୀୟ କିଶୋରନଗର ଥାନା ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ କିଶୋରନଗର ଥାନା କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲୀ ଗ୍ରାମର ପଦ୍ମିନୀ ପ୍ରଧାନ (୬୦) ଆଜି ନିଜ ଘର ବାରି ପଟକୁ ଯାଇଥିବା ବେଳେ ଏକ ଜଙ୍ଗଲୀ…
କିଶୋରନଗର: ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ ଆଜି ଏକ ବୋଲେରୋ ଓଲଟି ପଡିଛି। ସୂଚନା ମୁତାବକ, ବଇଣ୍ଡାର ସୋଲଣ୍ଡାରୁ ୭ ଜଣ ବର ଯାତ୍ରୀଙ୍କୁ ନେଇ ରଣିଆକଟା ଯାଉଥିବା ଏକ ବୋଲେରୋ (ଓଡି୦୨ସିଜେ୨୦୫୨) ଭାରସାମ୍ୟ ହରାଇ ରାଇବାହାଳ ବ୍ରିଜ୍ ଉପରୁ…
ବଇଣ୍ଡା: ମଙ୍ଗଳବାର ଦିନ କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ରଞ୍ଜନ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଦଳୀମୁଣ୍ଡା ପଞ୍ଚାୟତର ବିଭିନ୍ନ ଗାଁରେ ଚାଲିଥିବା ମନରେଗା କାର୍ଯ୍ୟର ତଦାରଖ କରିଛନ୍ତି ଲୋକପାଳ ଅଧିକାରୀ ବିଭୂତି ପଟ୍ଟନାୟକ। ସୂଚନା ମୁତାବକ, ଲୋକପାଳ ସୋମବାର କଦଳୀମୁଣ୍ଡା ପଞ୍ଚାୟତର କଦଳୀମୁଣ୍ଡା, ଧଉରାଗୋଠ, ଭୀମପୁର ଗାଁରେ ଚାଲିଥିବା ବିଭିନ୍ନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଜାମୁଣ୍ଡା ଠାରେ ହିମିତିରା ଚଷାପୁଞ୍ଜର ବୈଠକ ଅନୁଷ୍ଠିତ ହୋଇଛି। ପୁଞ୍ଜର ସଭାପତି ଶ୍ରଦ୍ଧାକର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ମୁନା ପ୍ରଧାନ, ଅଙ୍ଗପଡ଼ା ସଭାପତି ବବ୍ରୁବାହାନ ବେହେରାଙ୍କ ସମେତ ହିମିତିରା ଚଷାପୁଞ୍ଜର ବହୁ…
କିଶୋରନଗର: କିଶୋରନଗର ବ୍ଲକ କଟରଙ୍ଗା ପଞ୍ଚାୟତ ଜାମ୍ବୁଝରୀ ଗାଁରେ ଆଜି ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ୩ଟି ପରିବାରଙ୍କ ୪ ବଖରା ଚାଳ ଘର ପୋଡ଼ିଯାଇଛି। ଫଳରେ ୩ଟି ପରିବାର ସର୍ବସ୍ବାନ୍ତ ହୋଇପଡିଛନ୍ତି। ପ୍ରକାଶ ଯେ ଆଜି ଦିନ ୨ଟା…