୨୦୨୨ରେ ଏମସିଏଲ ନୂତନ ମାଇଲଖୁଣ୍ଟ ହାସଲ କରିବ: ଓ.ପି. ସିଂହ
ଅନୁଗୁଳ: ମହାନଦୀ କୋଲଫିଲ୍ଡସ ଲିଃ(ଏମସିଏଲ) ନୂତନ ମାଇଲଖୁଣ୍ଟ ହାସଲ କରିବ ଏବଂ ୨୦୨୨ ମସିହାରେ ୧ ନମ୍ବର କୋଇଲା କମ୍ପାନୀ ଭାବେ ଉଭା ହେବ ବୋଲି ସିଏମଡିର ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିବାପରେ ଶନିବାର ଦିନ ଓ.ପି.ସିଂହ ପ୍ରକାଶ କରିଛନ୍ତି ।…
