ବିଶ୍ୱକର୍ମା ପୂଜା ପାଇଁ ନାଲକୋ ନଗର ଚଳଚଞ୍ଚଳ: ୨୦ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ
ଅନୁଗୁଳ: ଆଜି ଦେବଶିଳ୍ପୀ ତଥା ବିଶ୍ଵ ବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା। ଏ ଅବସରରେ ଶିଳ୍ପ ନଗରୀ ନାଲ୍କୋ ହୋଇଛି ଚଳଚଞ୍ଚଳ। ରବିବାର ଠାରୁ ଅନୁଗୁଳର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ସମସ୍ତ ପୂଜା ମଣ୍ଡପ ଆଲୋକ ମାଳାରେ…
