‘ଆବାସ’ ହିତାଧିକାରୀ ଚୟନରେ ଅନିୟମିତତା ପଞ୍ଚାୟତ ଅଫିସ୍‌ରେ ତାଲା ଠୁଙ୍କିଲେ

ଅନୁଗୁଳ:ପାଳଲହଡ଼ା ବ୍ଲକ ନମପଶି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚାୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଥିବା ପଞ୍ଚାୟତର ୧୧ଟି ଗାଁର ପାଖାପାଖି ୮୦ ଜଣ ଆବେଦନକାରୀ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଏ…

Continue Reading‘ଆବାସ’ ହିତାଧିକାରୀ ଚୟନରେ ଅନିୟମିତତା ପଞ୍ଚାୟତ ଅଫିସ୍‌ରେ ତାଲା ଠୁଙ୍କିଲେ

ପରାମୁଣ୍ଡା ସ୍କୁଲରୁ ଚୋରି

ଅନୁଗୁଳ: ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ଏବେ ସ୍କୁଲ । ନିୟମିତ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଚୋରି ହେଉଛି। କିଛି ଦିନ ତଳେ ଅନୁଗୁଳ ବ୍ଲକ୍‌ର ବଲାସିଂହା ଓ ମାଟିଆସାହି ସ୍କୁଲରୁ ଚୋରି ହୋଇଥିଲା। ଏହି ଦୁଇ ଚୋରି ମନରୁ ନଲିଭୁଣୁ ପାଳଲହଡ଼ା ଥାନା…

Continue Readingପରାମୁଣ୍ଡା ସ୍କୁଲରୁ ଚୋରି

ମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

ଅନୁଗୁଳ: ଆଷାଢ଼ ବିତିବାକୁ ବସିଲାଣି। ଏବେ ଅସରାକୁ ଅସରା ବର୍ଷା ହେବା କଥା। କିନ୍ତୁ ଟାଇଁ ଟାଇଁ ଖରାରେ ଧାନଗଛ ଝାଉଁଳିଲାଣି। ପାଳଲହଡ଼ା ବ୍ଲକ୍‌ରେ ମରୁଡ଼ି ହେବା ନେଇ ଚାଷୀମାନେ ଆଶଙ୍କା କଲେଣି। ବ୍ଲକ୍‌ରେ ଚାଷ ମୁଖ୍ୟତଃ ବର୍ଷାଜଳ ଉପରେ ନିର୍ଭର…

Continue Readingମରୁଡ଼ି ଆଶଙ୍କା: ଇନ୍ଦ୍ରଙ୍କୁ ପୂଜିଲେ ମହିଳା

ଡେଙ୍ଗୁ ନିରୋଧ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ : ମାରାତ୍ମକ ରୋଗ ଡେଙ୍ଗୁର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଅଣ୍ଟା ଭିଡ଼ିଛି। ଜୁଲାଇ ମାସକୁ ଡେଙ୍ଗୁ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଡେଙ୍ଗୁ ନିରୋଧ ବୈଠକ…

Continue Readingଡେଙ୍ଗୁ ନିରୋଧ ସଚେତନତା କାର୍ଯ୍ୟକ୍ରମ

ପାଉଡ଼ି ଭୂୟାଁ ପାଇବେ ୫ ହଜାର ଟଙ୍କା

ଅନୁଗୁଳ: ଓଡ଼ିଶାର ସମସ୍ତ ଜିଲ୍ଲାରେ ଥିବା ପାଉଡ଼ି ଭୂୟାଁମାନଙ୍କ ପାଇଁ ରାଜ୍ୟସରକାର ୫ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। କରୋନା ଯୋଗୁଁ ଗରିବ ଲୋକେ ଜୀବିକା ହରାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବୁଧବାର ଏହି ଘୋଷଣା ସେମାନଙ୍କ ମଧ୍ୟରେ ଆନନ୍ଦ…

Continue Readingପାଉଡ଼ି ଭୂୟାଁ ପାଇବେ ୫ ହଜାର ଟଙ୍କା

ଖଟିଆରେ ବୁହାହେଲ ରୋଗୀ

ଅନୁଗୁଳ:ପାଳଲହଡା ଅଞ୍ଚଳରେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି। ଫଳରେ ଖଟିଆରେ ଦେଢ କିଲୋମିଟର ବୁହା ହୋଇଛନ୍ତି ରୋଗୀ । ଏମିତି ଏକ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି ପାଳଲହଡା ଟାଉନ ଠାରୁ ମାତ୍ର ଦୁଇ…

Continue Readingଖଟିଆରେ ବୁହାହେଲ ରୋଗୀ

ଚୌକାଠ ସହ ୪ ସାଇକଲ୍ ଜବତ

ଅନୁଗୁଳ: ଖମାର ରେଞ୍ଜ ତାମ୍ବୁର ବିଟ୍ ଅଞ୍ଚଳରେ ବନବିଭାଗ ଗୁରୁବାର ଭୋରରେ ଚଢ଼ିଉକରି ଶାଳ ଚୌକାଠ ନେଉଥିବା ୪ଟି ସାଇକଲ୍ ଜବତ କରିଛି । ବନ ବିଭାଗ ସୂତ୍ରରୁ ପ୍ରକାଶ, ରାତିରେ ଖମାର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକ ସଦଳବଳ ତାମ୍ବୁର ବିଟ୍…

Continue Readingଚୌକାଠ ସହ ୪ ସାଇକଲ୍ ଜବତ

ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ

ଅନୁଗୁଳ: ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନୀକୁ ନେଇ ବିଧାୟକ, ସାଂସଦ ମୁହାଁମୁହିଁ । ସାଂସଦ ମହେଶ ସାହୁ ପହଁଚିବା ପୂର୍ବରୁ ବିଧାୟକ ମୁକେଶ ପାଲ ଫିତା କାଟି ଦେଇଥିଲେ । ଫଳରେ ତାକୁ ନେଇ ଫାୟାର ହୋଇଯାଇଥିଲେ ସାଂସଦ ମହୋଦୟ…

Continue Readingପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ

ଅସହାୟ ୧୧ ଶିଶୁଙ୍କ ଥଇଥାନ ପ୍ରୟାସ

ଅନୁଗୁଳ: ଜିଲ୍ଲାରେ ଥିବା ବାପ-ମା’ଛେଉଣ୍ଡ ପିଲାଙ୍କ ଥଇଥାନକୁ ଗୁରୁତ୍ବ ଦେଉଛି ଜିଲ୍ଲା ପ୍ରଶାସନ। ବାପା-ମା'ଙ୍କୁ ହରାଇବା ପରେ ସେମାନଙ୍କର ଅନାଥ ପିଲାମାନଙ୍କୁ ଉତ୍ତମ ଶିକ୍ଷା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଛି । ରବିବାର…

Continue Readingଅସହାୟ ୧୧ ଶିଶୁଙ୍କ ଥଇଥାନ ପ୍ରୟାସ

ଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ

ଅନୁଗୁଳ:ବାତ୍ୟା 'ୟାସ୍‌’ ପ୍ରଭାବରେ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ସ୍ବାଭାବିକ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଶାସନ ସଚିବ ଓ…

Continue Readingଟାଟା ପାୱାରର ୧୦୦ କର୍ମଚାରୀ ଗଲେ ଭଦ୍ରକ