ପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ଅନୁଗୁଳ: ପୁଣିଥରେ ଆଖି ବୁଜିଲା ଗଜରାଜ। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି ସକାଳେ ଏକ ହାତୀ ଛୁଆର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୪ ବର୍ଷ ହୋଇଥିବା କୁହାଯାଉଛି। ରିପୋର୍ଟ ମୁତାବକ, ମୃତ ହାତୀ ଛୁଆ…

Continue Readingପୁଣି ଆଖି ବୁଜିଲା ଗଜରାଜ, ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ବନ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ହୋଇଥିଲା ସବୁ କାମ, ୩ ୱାଚର ଗିରଫ

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଦନ୍ତା ହାତୀକୁ ପୋତିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନବିଭାଗ। ସୂଚନା ଅନୁସାରେ, କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରେ ଏକ ଦନ୍ତା ହାତୀକୁ ପୋତି ଦିଆଯାଇଥିଲା। ବନ ବିଭାଗର ୱାଚର,…

Continue Readingମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା: ବନ ବିଭାଗ କର୍ମଚାରୀଙ୍କ ଜ୍ଞାତସାରରେ ହୋଇଥିଲା ସବୁ କାମ, ୩ ୱାଚର ଗିରଫ

ଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ଅନୁଗୁଳ: ଆଜି ସାତକୋଶିଆ ଅଭୟାରଣ୍ୟରେ ଶିକାରୀ ଫାଶରେ ପଡ଼ିଥିବା ଏକ କଲରାପତରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ। ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ବାଘକୁ ମୁକୁଳା ଯାଇଛି। ସୂଚନା ମୁତାବକ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗାଁ…

Continue Readingଶିକାରୀ ଫାଶରେ କଲରାପତରିଆ, ୮ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନ ବିଭାଗ

ବଲଦମରାରେ ଘଡ଼ିଆଳ ୩୦ ଶାବକ ଜନ୍ମ ଦେଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାର ବଳଦମରାର ମହାନଦୀ ଶଯ୍ୟାରେ ମଙ୍ଗଳବାର ଗୋଟିଏ ଘଡ଼ିଆଳ କୁମ୍ଭୀର ୩୦ରୁ ଅଧିକ ଛୁଆଙ୍କୁ ଜନ୍ମ ଦେଇଛି। ଘଟଣାଟି ଜଙ୍ଗଲ ବିଭାଗ ଅଧିକାରୀ ସମେତ ସ୍ଥାନୀୟ ଅଧିବାସୀ ଏବଂ ପରିବେଶବିତଙ୍କୁ ଯଥେଷ୍ଟ ଆନନ୍ଦ ଦେଇଛି…

Continue Readingବଲଦମରାରେ ଘଡ଼ିଆଳ ୩୦ ଶାବକ ଜନ୍ମ ଦେଲା

ବାତ୍ରାଖୋଲ ଜଙ୍ଗଲରୁ କଲରାପତ୍ରିଆର ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଧଣ୍ଡାଟୋପା ବନାଞ୍ଚଳ ବାତ୍ରାଖୋଲ ଜଙ୍ଗଲରୁ ଶନିବାର ସକାଳେ ଏକ କଲରା ପତ୍ରିଆ ବାଘର ମୃତଦେହ ଠାବ କର।ଯାଇଛି। ଗାଁ ଲୋକଙ୍କ ଠାରୁ ଖବର ପାଇ  ବନ ବିଭାଗ ଅଧିକାରୀମାନେ ଘଟଣା ସ୍ଥଳକୁ ଯାଇଛନ୍ତି…

Continue Readingବାତ୍ରାଖୋଲ ଜଙ୍ଗଲରୁ କଲରାପତ୍ରିଆର ମୃତ ଦେହ ଉଦ୍ଧାର

ସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପର ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ କରାଯାଉଛି। ଅନୁଗୁଳ ଜିଲ୍ଲାର ପରିବେଶକୁ ଅନେକାଂଶରେ ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ସନ୍ତୁଳିତ କରିଥାଏ। ଏଠାକାର ଜୈବବିବିଧତା ଓଡିଶାରେ ସ୍ବତନ୍ତ୍ର ଅଭୟାରଣ୍ୟର ବନ୍ୟପ୍ରାଣୀ, ଉଦ୍ଭିଦ…

Continue Readingସାତକୋଶିଆ ଜୈବବିବିଧତା ଅକ୍ଷୂର୍ଣ୍ଣ ରଖିବାକୁ ପ୍ରୟାସ

ପର୍ଯ୍ୟଟକଙ୍କୁ ମିଳିବ ଘରୋଇ ଅନୁଭୂତି, ଟିକରପଡ଼ାରେ ହେବ ହୋମ୍ ଷ୍ଟେ’

ଅନୁଗୁଳ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପ୍ରକୃତିର ଗନ୍ତାଘର ସାତକୋଶିଆକୁ ଏଣିକି ବୁଲିବାକୁ ଆସିଲେ ରହିବନି ରହଣି ସମସ୍ୟା। ସରକାର ଖୁବ୍‌ଶୀଘ୍ର ଟିକରପଡ଼ାରେ ହୋମ୍ ଷ୍ଟେ’ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ପର୍ଯ୍ୟଟକଙ୍କୁ ଘରୋଇ ବାତାବରଣର ନିଆରା ଅନୁଭୂତି ସାଙ୍ଗକୁ ଘର ମାଲିକଙ୍କୁ…

Continue Readingପର୍ଯ୍ୟଟକଙ୍କୁ ମିଳିବ ଘରୋଇ ଅନୁଭୂତି, ଟିକରପଡ଼ାରେ ହେବ ହୋମ୍ ଷ୍ଟେ’

ସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ଅନୁଗୁଳ : ଜୈବ ବିବିଧତାର ଗନ୍ତାଘର ସାତକୋଶିଆରୁ ଆସିଛି ଖୁସି ଖବର। ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ପ୍ରଜନନ ସଂଖ୍ୟା ଉତ୍ସାହଜନକ ରହିଛି । ଦୀର୍ଘବର୍ଷ ପରେ ସାତକୋଶିଆ ମହାନଦୀ କୂଳରୁ ଠାବ ହୋଇଛନ୍ତି ଘଡ଼ିଆଳ ଶାବକ। ସାତକଶିଆ ଗଣ୍ଡର ବଳଦମରା…

Continue Readingସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ସାତକୋଶିଆରେ ଗୟଳ ମୃତ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ବନାଞ୍ଚଳ ଟୁଲୁକା ସଂରକ୍ଷିତ ଜଙ୍ଗଲରେ ଗତକାଲି ଏକ ମାଈ ଗୟଳର ମୃତଦେହ ବନବିଭାଗ ଉଦ୍ଧାର କରିଛି । ଟୁଲୁକା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୟଳର ମୃତଦେହ ପଡ଼ିଥିବା ବନ କର୍ମଚାରୀ ଦେଖିବାକୁ ପାଇଥିଲେ । ସାତକୋଶିଆ…

Continue Readingସାତକୋଶିଆରେ ଗୟଳ ମୃତ

ବାଉଁଶ ଚାରା ରୋପଣରେ ଅନିୟମିତତା

ଅନୁଗୁଳ : ବାଉଁଶ ଚାରା ରୋପଣରେ ହେରଫେର୍‌ । ଏଭଳି ଅଭିଯୋଗ ହେବା ପରେ ସାତକୋଶିଆ ଅଭୟାରଣ୍ୟରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ଭିଜିଲାନ୍ସର ୪ଟିମ୍‌ ବୁଧବାରଠାରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା…

Continue Readingବାଉଁଶ ଚାରା ରୋପଣରେ ଅନିୟମିତତା