ଅନୁଗୁଳ ସଦର ଥାନା ଉଦଘାଟିତ
ଅନୁଗୁଳ: ସ୍ଥାନୀୟ ରନ୍ତଲେଇ ଠାରେ ଅନୁଗୁଳ ସଦର ଥାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନୂତନ ଥାନା ଅନୁଗୁଳ ଜିଲ୍ଲାର ୧୮ ଟି ପଞ୍ଚାୟତରେ ଭଲମନ୍ଦ ବୁଝିବା ସହ ପୂର୍ବରୁ ପୁଲିସ ଉପରେ…
ଅନୁଗୁଳ: ସ୍ଥାନୀୟ ରନ୍ତଲେଇ ଠାରେ ଅନୁଗୁଳ ସଦର ଥାନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନୂତନ ଥାନା ଅନୁଗୁଳ ଜିଲ୍ଲାର ୧୮ ଟି ପଞ୍ଚାୟତରେ ଭଲମନ୍ଦ ବୁଝିବା ସହ ପୂର୍ବରୁ ପୁଲିସ ଉପରେ…
ଆଠମଲ୍ଲିକ: ପ୍ରଶାସନର ପ୍ରୟାସ ସଫଳ ହୋଇଛି। ଗତ ତିନିବର୍ଷ ଧରି ଆଠମଲ୍ଲିକ ବ୍ଲକ୍ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ମାଉଳୀ ପୀଠରେ ବଳି ବନ୍ଦ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ବଳି ପଡ଼ିନଥିବା ଜଣାପଡ଼ିଛି।…
ଅନୁଗୁଳ: ଅନୁଗୁଳ ସହରରେ ନିର୍ମାଣାଧୀନ ସଭାଘରୁ ବଡ଼ ଧରଣର ଚୋରି ହୋଇଛି। ସଭାଘରେ ଲାଗିଥିବା ବହୁ ମୂଲ୍ୟବାନ୍ ବୈଦ୍ୟୁତିକ ଉପକରଣ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ମାମଲା ରୁଜୁ କରି ତଦନ୍ତ…
ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଛିନ୍ତାଇ ଗ୍ୟାଙ୍ଗ୍। ମୋବାଇଲ୍ ଲୁଟ ସହରରେ ନିତିଦିନିଆ ଘଟଣା ହୋଇଥିବା ବେଳେ ରବିବାର ସନ୍ଧ୍ୟାରେ ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି। ଶଙ୍କର ସିନେମା ରୋଡରେ ଦୁବୃର୍ତ୍ତ ତାଙ୍କ ବେକରୁ ସୁନା ଚେନ୍ ଛିଣ୍ତାଇ ଚମ୍ପଟ…
ଅନୁଗୁଳ: ଅନୁଗୁଳ ପୁଲିସ୍ର ସ୍ପେଶାଲ ସ୍କ୍ବାଡ୍କୁ ମିଳିଛି ବଡ଼ ସଫଳତା। ଅପରାହ୍ଣରେ ପୁଲିସ୍ ଅନୁଗୁଳ ଥାନା ଇଲାକା ବଲାସି˚ହା ବାଲିସାହି ଜଙ୍ଗଲରେ ଚଢ଼ଉ କରି ସ୍କ୍ରାପ୍ ଚୋରିରେ ସ˚ପୃକ୍ତ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଦୁର୍ବୃତ୍ତମାନେ ଏକ ନିର୍ମା ଣାଧୀନ…
ଅନୁଗୁଳ: ମୃତ କୋଭିଡ୍ ଯୋଦ୍ଧା ସ୍ଵର୍ଗତ ଭାଗବାନ ଭୁକ୍ତାଙ୍କ ସ୍ତ୍ରୀ ପ୍ରମୋଜl ଭୁକ୍ତାଙ୍କୁ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ଦେଇଛନ୍ତି l ଅନୁଗୁଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା…
ଅନୁଗୁଳ: ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ। କେତେବେଳେ ଫେସବୁକ୍ ହ୍ୟାକ୍ କରି ଟଙ୍କା ଲୁଟି ନେଉଛନ୍ତି ତ ଆଉ କେତେବେଳେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ ବେଳେ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଦଶଦିନ ତଳେ ଅନୁଗୁଳ ଥାନାରେ ୨ଟି ସାଇବର ଠକେଇ ହୋଇଥିଲା।…
ଅନୁଗୁଳ: ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ବସଷ୍ଟାଣ୍ଡରୁ ଜଣେ ଅବସରପ୍ରାପ୍ତ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। ଦିନ ପ୍ରାୟ ୧୧ଟା ବେଳେ ବସଷ୍ଟାଣ୍ଡ ଡଲଫିନ କାଉଣ୍ଟର ଆଗରୁ ଦୁଇ ଜଣ ଦୁର୍ବୃତ୍ତ ଶିମିଳିପଡାର କେଶବ ମିଶ୍ରଙ୍କଠାରୁ ୨୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି।…
ଅନୁଗୁଳ: ବୁଧବାର ରାତିରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ ହୋଇଛି। ଦୁବୃର୍ତ୍ତମାନେ ତିନିଟି ଗଛ କାଟି ଦେଉଥିଲେ ହେଁ କାଠ ନେବାରେ ବିଫଳ ହୋଇଛନ୍ତି।ଏ ଘଟଣା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କ ଦୃଷ୍ଟି…
ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ବିଭିନ୍ନ ଜନଗହଳି ତଥା ବ୍ୟସ୍ତ ସଡ଼କ ଭିତରେ ଥାନା ଛକଠାରୁ ସୋମନାଥ ସି˚ହ ଜଗଦ୍ଦେବ ଛକ ଅନ୍ୟତମ। ଏହି ରାସ୍ତା ଅତି ଗୁରୁତ୍ବପୂର୍ଣ୍ଣ। ବସ୍ଷ୍ଟାଣ୍ତ ଦେଇ ବହୁ ଭିଆଇପି ସର୍କିଟ୍ ହାଉସ୍ ଆଡ଼କୁ ଯାଉଥିବା ବେଳେ…