ତାଳଚେରରେ ବ୍ଲକ୍ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ: ମହିଳା ସୁରକ୍ଷା ଓ ଅଧିକାର ଉପରେ ଗୁରୁତ୍ୱ
ଅନୁଗୁଳ: ରାଜ୍ୟ ମହିଳା କମିଶନ ଓ ଅନୁଗୁଳ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତାଳଚେର ସମନ୍ଵିତ ଶିଶୁ ବିକାଶ ସଭାଗୃହଠାରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନର ସଦସ୍ୟା ପ୍ରତିଭା ଶତପଥୀ ମୁଖ୍ୟ…
