ସଡ଼କ ଦୁର୍ଘଟଣାରେ ମୃତ ଦମ୍ପତିଙ୍କ ପରିବାରକୁ ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ

ତାଳଚେର : ତାଳଚେର ଗୋଡ଼ିବନ୍ଧ ରାସ୍ତାରେ ପାଉଁଶ ବୋଝେଇ ଟ୍ରକ ଦୁର୍ଘଟଣାରେ ମୃତ ଦମ୍ପତିଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ରବିବାର ସମଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ମଦନ ମୋହନ ସାହୁ ଏବଂ…

Continue Readingସଡ଼କ ଦୁର୍ଘଟଣାରେ ମୃତ ଦମ୍ପତିଙ୍କ ପରିବାରକୁ ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ

ବାଇକକୁ ଚାପି ହେଲା ଟ୍ରକ, ଦମ୍ପତି ମୃତ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ଗଲା ଦମ୍ପତିଙ୍କ ଜୀବନ। ରବିବାର ଅନୁଗୁଳ ଜିଲ୍ଲା ତାଳଚେର ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଡାଳ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଚାପାରେ ବାଇକରେ ଯାଉଥିବା ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ…

Continue Readingବାଇକକୁ ଚାପି ହେଲା ଟ୍ରକ, ଦମ୍ପତି ମୃତ

ଅନ୍ତର୍ଜାତୀୟ ମହିଳା ଦିବସ : ବାଲ୍ୟ ବିବାହ ନିଷେଧ ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡ଼ା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ଏ ଅବସରରେ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବାଲ୍ୟ ବିବାହ…

Continue Readingଅନ୍ତର୍ଜାତୀୟ ମହିଳା ଦିବସ : ବାଲ୍ୟ ବିବାହ ନିଷେଧ ନେଇ ସଚେତନତା

ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ନ ପାଳିବାକୁ ବିଜେପିର ନିଷ୍ପତ୍ତିକୁ ତାଳଚେର ବିଜେଡିର ତୀବ୍ର ବିରୋଧ

ଅନୁଗୁଳ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ପାଇଁ ବିଜେପି ସରକାରର ନିଷ୍ପତ୍ତିକୁ ତାଳଚେର ବିଜୁ ଜନତା ଦଳ ବିରୋଧ କରିଛି। ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ଯକ୍ରମରେ ତାଳଚେର…

Continue Readingବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ନ ପାଳିବାକୁ ବିଜେପିର ନିଷ୍ପତ୍ତିକୁ ତାଳଚେର ବିଜେଡିର ତୀବ୍ର ବିରୋଧ

ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ, ୧୨ ଡକାୟତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଜି ୧୨ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ସହ ଚୋରିରେ ବ୍ୟବହୃତ ଏକ ୬ ଚକିଆ ଟାଟା ଟ୍ରକ…

Continue Readingତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ, ୧୨ ଡକାୟତ ଗିରଫ

ରୁଙ୍ଗଟା କମ୍ପାନୀ ଓ ଏମସିଏଲକୁ କଙ୍କିଳି ଗ୍ରାମବାସୀଙ୍କ ତୀବ୍ର ବିରୋଧ: ଇଞ୍ଚେ ହେଲେ ଜମି ଦେବେନି ବୋଲି ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତର ୧୧ ଟି ଗାଁ ଲୋକ ରୁଙ୍ଗଟା ଓ ଏମସିଏଲକୁ ତୀବ୍ର ବିରୋଧ କରିଛନ୍ତି। ଏହି ଦୁଇ କମ୍ପାନୀକୁ କୋଇଲା ଖନନ ପାଇଁ ଇଞ୍ଚେ ଜାଗା ନ ଛାଡ଼ିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା…

Continue Readingରୁଙ୍ଗଟା କମ୍ପାନୀ ଓ ଏମସିଏଲକୁ କଙ୍କିଳି ଗ୍ରାମବାସୀଙ୍କ ତୀବ୍ର ବିରୋଧ: ଇଞ୍ଚେ ହେଲେ ଜମି ଦେବେନି ବୋଲି ନିଷ୍ପତ୍ତି

ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ପୁଣି ସ୍ୱର ଉତ୍ତୋଳନ କଲେ ପୂର୍ବ ସାଂସଦ, ୩ରେ ଦେବେ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଠାରେ ତିଆରି ହୋଇଥିବା ପବିତ୍ର ମୋହନ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ଧୀରେ ଧୀରେ ରାଜନୀତି ଆଡ଼କୁ ଗତି କରୁଛି। ପୂର୍ବ ସରକାର ଅମଳରେ ନିର୍ମିତ ଏହି ମେଡିକାଲକୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ନେତା…

Continue Readingତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ପୁଣି ସ୍ୱର ଉତ୍ତୋଳନ କଲେ ପୂର୍ବ ସାଂସଦ, ୩ରେ ଦେବେ ଧାରଣା

ତାଳଚେର ଗସ୍ତରେ ବରିଷ୍ଠ ନେତା ବିଜୟ ମହାପାତ୍ର, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ

ଅନୁଗୁଳ: ତାଳଚେର ଗସ୍ତରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଗତକାଲି ଶ୍ରୀ ମହାପାତ୍ର ଏଠାରେ ପହଞ୍ଚି ଏକ ତାରକା ହୋଟେଲରେ ରାତ୍ରିଯାପନ କରିଥିଲେ। ଆଜି ପ୍ରଥମେ ସେ ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ସାମ୍ବାଦିକଙ୍କୁ…

Continue Readingତାଳଚେର ଗସ୍ତରେ ବରିଷ୍ଠ ନେତା ବିଜୟ ମହାପାତ୍ର, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରି ନେଲେ ଆଶୀର୍ବାଦ

ପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ

ଅନୁଗୁଳ: ତାଳଚେର ରେଞ୍ଜ ବୁଲାଝର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବାରୁଆଁ ଠାରେ ଏକ ପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ ହୋଇଯାଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଡିଏଫଓ ଅନୁଗୁଳ, ତାଳଚେର ରେଞ୍ଜ ଅଫିସର ସୁକାନ୍ତି ଦେଇ,କୁଲେଇ ସରପଞ୍ଚ ଜ୍ୟୋତିର୍ମୟୀ ଗଡ଼ନାୟକ ଏବଂ ତାଳଚେରର…

Continue Readingପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ

ଆସନ୍ତା ୩ରେ ଉପଜିଲ୍ଲାପାଳ ଅଫିସ ସାମ୍ନାରେ ଧାରଣା ଦେବ ତାଳଚେର ସଚେତନ ନାଗରିକ ମଞ୍ଚ, ବିଭିନ୍ନ ସମସ୍ୟାର ସମାଧାନ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସନ୍ତା ମାର୍ଚ୍ଚ ୩ ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତି ସ୍ତମ୍ଭ ସମ୍ମୁଖରେ ଧାରଣା ଦେବ ସଚେତନ ନାଗରିକ ମଞ୍ଚ। ସକାଳ ୧୦ଟାରୁ ୧୨…

Continue Readingଆସନ୍ତା ୩ରେ ଉପଜିଲ୍ଲାପାଳ ଅଫିସ ସାମ୍ନାରେ ଧାରଣା ଦେବ ତାଳଚେର ସଚେତନ ନାଗରିକ ମଞ୍ଚ, ବିଭିନ୍ନ ସମସ୍ୟାର ସମାଧାନ ଦାବି