ଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଖଣି ବନ୍ଦ କଲା ବିଜେପି

  ତାଳଚେର: ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ ଏସଆଇପିଏଲ କମ୍ପାନୀରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଗାଡ଼ି ଚାଳକ ହେଲେ ନିରଞ୍ଜନ ଜେନା। ସୂଚନା ମୁତାବକ, ନିରଞ୍ଜନ ଡ୍ୟୁଟିରେ ଥିବା ବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।…

Continue Readingଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଖଣି ବନ୍ଦ କଲା ବିଜେପି

ଆମ୍ବୁଲାନ୍ସ ପାଇଁ ୟୁନିୟନ ନେତାଙ୍କ ଧାରଣା: ଭରତପୁର ଜିଏମ ଅଫିସ୍ ୫ ଘଣ୍ଟା ଅଚଳ

ତାଳଚେର: ଏମସିଏଲର ଭରତପୁର କୋଇଲା ଖଣିର ଜିଏମ ଅଫିସ୍‌ରେ ଆଇଏନଟିୟୁସି ନେତା ଧାରଣା ସହ କାର୍ଯ୍ୟାଳୟ ଗେଟ୍ ବନ୍ଦ କରିବା ଫଳରେ ୫ ଘଣ୍ଟା କାର୍ଯ୍ୟାଳୟ ଅଚଳ ରହିଥିଲା। ସୂଚନା ମୁତାବକ, ଭରତପୁର କୋଇଲା ଖଣିରେ ସମ୍ଭାବ୍ୟ ଦୁର୍ଘଟଣା ପାଇଁ ଜରୁରୀକାଳୀନ…

Continue Readingଆମ୍ବୁଲାନ୍ସ ପାଇଁ ୟୁନିୟନ ନେତାଙ୍କ ଧାରଣା: ଭରତପୁର ଜିଏମ ଅଫିସ୍ ୫ ଘଣ୍ଟା ଅଚଳ

ତାଳଚେର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ: ନିର୍ଦ୍ଧାରିତ ସମୟ ଭିତରେ ନୀତିକାନ୍ତି ସାରିବା ଉପରେ ଗୁରୁତ୍ୱାରୋପ

ତାଳଚେର : ତାଳଚେରରେ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ରଥଯାତ୍ରା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଓ…

Continue Readingତାଳଚେର ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ: ନିର୍ଦ୍ଧାରିତ ସମୟ ଭିତରେ ନୀତିକାନ୍ତି ସାରିବା ଉପରେ ଗୁରୁତ୍ୱାରୋପ

ସଂଘ ଗୃହ ନ ଭାଙ୍ଗିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଘଣ୍ଟପଡ଼ା ଯୁବକସଂଘ

  ତାଳଚେର : ରାଜନୈତିକ ଉଦ୍ଦେଶ୍ୟ ରଖି ସଂଘର ଘରକୁ ଭାଙ୍ଗିବାକୁ ବିରୋଧ କରି ଘଣ୍ଟପଡ଼ା ପଞ୍ଚାୟତର ଯୁବକସଂଘ ପକ୍ଷରୁ ପ୍ରାୟ ୫୦ ଜଣ ଯୁବକ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ସଂଘ ବହୁ ପୁରୁଣା। ଏଥିରେ…

Continue Readingସଂଘ ଗୃହ ନ ଭାଙ୍ଗିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଘଣ୍ଟପଡ଼ା ଯୁବକସଂଘ

ସରକାରୀ ଜମିରୁ ଜବରଦଖଲ ହଟାଇ ସେଥିରେ ରେଳ ଲାଇନ କରିବାକୁ ତହସିଲଦାରଙ୍କୁ ଫେରାଦ ହେଲେ ବାଘମରାବାସୀ

ତାଳଚେର : ତାଳଚେର ଅଞ୍ଚଳରେ ଏବେ ସରକାରୀ ଜମି କିଛି ଜମି ମାଫିଆ ଓ ଜବରଦଖଲକାରୀଙ୍କ ଅଧୀନରେ ରହିଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଘଣ୍ଟପଡ଼ାବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂତାବକ, ନୂତନ ରେଳଲାଇନ ପାଇଁ ଟିଏଫଏଲ କମ୍ପାନୀ ବାଘମରା…

Continue Readingସରକାରୀ ଜମିରୁ ଜବରଦଖଲ ହଟାଇ ସେଥିରେ ରେଳ ଲାଇନ କରିବାକୁ ତହସିଲଦାରଙ୍କୁ ଫେରାଦ ହେଲେ ବାଘମରାବାସୀ

କଦଳୀ ଫାଇବରରୁ ପ୍ରସ୍ତୁତ ସାନିଟାରୀ ପ୍ୟାଡ୍ ଉପରେ ସଚେତନତା କାର୍ଯ୍ୟକ୍ରମ: ଥରେ କିଣିଲେ ୩ ବର୍ଷ ଯାଏଁ କରିପାରିବେ ବ୍ୟବହାର

ଅନୁଗୁଳ: ସ୍ଵେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ମାତା ଅମୃତାମୟୀ ଟ୍ରଷ୍ଟ କେରଳ ତରଫରୁ କଦଳୀ ଫାଇବରରୁ ପ୍ରସ୍ତୁତ ସାନିଟାରୀ ପ୍ୟାଡ୍ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସମ୍ପାଦକ ବୁଦ୍ଧଦେବ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା…

Continue Readingକଦଳୀ ଫାଇବରରୁ ପ୍ରସ୍ତୁତ ସାନିଟାରୀ ପ୍ୟାଡ୍ ଉପରେ ସଚେତନତା କାର୍ଯ୍ୟକ୍ରମ: ଥରେ କିଣିଲେ ୩ ବର୍ଷ ଯାଏଁ କରିପାରିବେ ବ୍ୟବହାର

ଦେଉଳବେଢ଼ା ତୈଳିକ ସମାଜର ନୂତନ କର୍ମକର୍ତ୍ତା ଚୟନ: ନୂଆ ସଭାପତି ହେଲେ ଶିବାନନ୍ଦ ପୃଷ୍ଟି

ତାଳଚେର: ତାଳଚେର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୮ ଦେଉଳବେଢ଼ା ତେଲିସାହିର କାକୁଡିଆ ସାହି ତୈଳିକ ବୈଶ୍ୟ ସମାଜର ନୂତନ କର୍ମକର୍ତ୍ତାକର୍ତ୍ତା ଚୟନ କରାଯାଇଛି। ନୂତନ ସଭାପତି ଭାବେ ଶିବାନନ୍ଦ ପୃଷ୍ଟି, ସଂପାଦକ ଭାବେ ଜ୍ଞାନେଶ୍ୱର ସାହୁ, କୋଷାଧ୍ୟକ୍ଷ ଭାବେ ନିରାକାର…

Continue Readingଦେଉଳବେଢ଼ା ତୈଳିକ ସମାଜର ନୂତନ କର୍ମକର୍ତ୍ତା ଚୟନ: ନୂଆ ସଭାପତି ହେଲେ ଶିବାନନ୍ଦ ପୃଷ୍ଟି

ମା’ଙ୍କୁ ଡାକ୍ତର ଦେଖାଇବାକୁ ହସ୍ପିଟାଲ ଯାଇଥିଲେ, ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ

  ତାଳଚେର: ତାଳଚେରରେ ଘରେ କେହି ନଥିବାର ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଘର କବାଟ ତାଡି ଦୁଇଟି ଆଲମିରାରୁ ୩୦ ଭରି ସୁନା ସହ ୨୭ ହଜାର ଟଙ୍କା ଓ ବହୁ ଆସବାବ ପତ୍ର…

Continue Readingମା’ଙ୍କୁ ଡାକ୍ତର ଦେଖାଇବାକୁ ହସ୍ପିଟାଲ ଯାଇଥିଲେ, ଘରେ ପଶି କଳା କନା ବୁଲାଇଲେ ଦୁର୍ବୃତ୍ତ

ହିଙ୍ଗୁଳା ପୀଠରେ ୧୨ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ଶତାଧିକ ପୁରାଣପ୍ରେମୀ

ତାଳଚେର: ରଜ ସଂକ୍ରାନ୍ତି ପାଳନ ଅବସରରେ ଶନିବାର ତାଳଚେର ଗୋପାଳପ୍ରସାଦସ୍ଥିତ ମା' ହିଙ୍ଗୁଳା ପୀଠ ପରିସରରେ ୧୨ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପରିଷଦର ସମ୍ପାଦକ…

Continue Readingହିଙ୍ଗୁଳା ପୀଠରେ ୧୨ ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ, ଭାଗ ନେଲେ ଶତାଧିକ ପୁରାଣପ୍ରେମୀ

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା

  କଣିହାଁ : ଚତୁର୍ଥ ଥର ପାଇଁ ତାଳଚେରର ବିଧାୟକ ହୋଇଥିବା ବ୍ରଜକିଶୋର ପ୍ରଧାନଙ୍କୁ କଣିହାଁ କୋଇଲା ଖଣି ଜିଏମ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ଖଣି ମହାପ୍ରବନ୍ଧକ ନରେଶ ସିଂହ, ଦିନେଶ କୁମାର ମାଳି ପ୍ରକଳ୍ପ ଅଧିକାରୀ ଶ୍ରୀ ରାମ, ମ୍ୟାନେଜର…

Continue Readingତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସମ୍ବର୍ଦ୍ଧନା, ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ଦେବାକୁ କଲେ ଆଲୋଚନା