କୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ତାଳଚେର: କୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ । ଓଜନ ମାପ ବିଭାଗ ଓ ପ୍ରଶାସନ ପକ୍ଷରୁ ଏହି ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଧନତେରସରେ ଏହି ଚଢ଼ାଉ ଓଜନ ମାପ ,…

Continue Readingକୋଇଲା ନଗରୀ ତାଳଚେରର ବିଭିନ୍ନ ସୁନା ଗହଣା ଦୋକାନରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ

ତାଳଚେରର ପୌର ପରିଷଦରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଲେ IAS ତେଜସ୍ୱିନୀ ବେହେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ପୌର ପରିଷଦରେ ଆଜି ନୂତନ ନିର୍ବାହୀ ଅଧିକାରୀ ଭାବେ IAS ତେଜସ୍ୱିନୀ ବେହେରା ଯୋଗଦାନ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ସୁଶ୍ରୀ ବେହେରା ତାଳଚେର ପୌର ପରିଷଦରେ ପହଞ୍ଚି ନିର୍ବାହୀ ଅଧିକାରୀ ବଲୟ ଦେହୁରୀଙ୍କ ଠାରୁ…

Continue Readingତାଳଚେରର ପୌର ପରିଷଦରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଲେ IAS ତେଜସ୍ୱିନୀ ବେହେରା

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୩. ୮୦ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

  ଅନୁଗୁଳ: ଅନୁଗୁଳରୁ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଆଜି ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀମାନେ ସାଉଥ ବଲଣ୍ଡା ଅଞ୍ଚଳରୁ ଏକ ସ୍କର୍ପିଓରୁ ୧୩ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିବା…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୩. ୮୦ ଲକ୍ଷର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

‘ଆମ ପ୍ରତିଭା ଆମ ପରିଚୟ’ର ସାଧାରଣ ସମ୍ପାଦକ ବିଶିଷ୍ଟ ଶିକ୍ଷାବିତ୍ ଡଃ. ନିମାଇଁ ଚରଣ ପ୍ରଧାନଙ୍କ ପରଲୋକ

  ଅନୁଗୁଳ: ତାଳଚେର ତାଳଚେର କଲେଜର ଅବସରପ୍ରାପ୍ତ ଅଧ୍ୟାପକ ତଥା ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଆମ ପ୍ରତିଭା ଆମ ପରିଚୟ'' ଅନୁଷ୍ଠାନର ସାଧାରଣ ସମ୍ପାଦକ ବିଶିଷ୍ଟ ଶିକ୍ଷାବିତ୍ ଡଃ. ନିମାଇଁ ଚରଣ ପ୍ରଧାନଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ…

Continue Reading‘ଆମ ପ୍ରତିଭା ଆମ ପରିଚୟ’ର ସାଧାରଣ ସମ୍ପାଦକ ବିଶିଷ୍ଟ ଶିକ୍ଷାବିତ୍ ଡଃ. ନିମାଇଁ ଚରଣ ପ୍ରଧାନଙ୍କ ପରଲୋକ

ତାଳଚେରରୁ ୭ ଲକ୍ଷ ୨୦ ହଜାର ଟଙ୍କାର ୭୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ଆଜି ଜିଲ୍ଲା ଅବକାରୀ ବିଭାଗ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ଉ କରି ୭୨ ଗ୍ରାମ ଧଳାଜହର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା…

Continue Readingତାଳଚେରରୁ ୭ ଲକ୍ଷ ୨୦ ହଜାର ଟଙ୍କାର ୭୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

ନିଯୁକ୍ତି, ଗମନାଗମନ ଆଦି ନେଇ ୩ ଦଫା ଦାବି: ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖଣି ଖାଦାନ ଓ କଳକାରଖାନାରେ କାର୍ଯ୍ୟରତ ସମସ୍ତ ସଂସ୍ଥାର ରେଜିଷ୍ଟ୍ରେସନ କରିବାକୁ ଓ ସ୍ଥାନୀୟବାସୀଙ୍କ ଯାତାୟାତ ସମସ୍ୟା କରିବାକୁ ଆଜି ଜନ ବିକାଶ କଲ୍ୟାଣ…

Continue Readingନିଯୁକ୍ତି, ଗମନାଗମନ ଆଦି ନେଇ ୩ ଦଫା ଦାବି: ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଳଚେର କଳା ସାହିତ୍ୟ ପରିଷଦ ସମ୍ମାନିତ

  ଅନୁଗୁଳ: ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ତାଳଚେର କଳା ସାହିତ୍ୟ ଓ ସଂସ୍କୃତି ପରିଷଦକୁ ସମ୍ମାନିତ କରାଯାଇଛି। ରାଜ୍ୟର ଅନ୍ୟତମ ପୁରାତନ ଓ ପ୍ରତିଷ୍ଠିତ କ୍ଲବ୍ ତାଳଚେର…

Continue Readingସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଳଚେର କଳା ସାହିତ୍ୟ ପରିଷଦ ସମ୍ମାନିତ

ଜଙ୍ଗଲୀ ଘୁଷୁରୀ ଆକ୍ରମଣରେ ଦୁଇ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

  ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଜେଲରୋଡ଼ ୱାର୍ଡ ନଂ ୧୧ ରେ ଜଙ୍ଗଲୀ ଘୁଷୁରୀ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଚତୁରୀ ନାଏକ (୬୦) ଓ ରାଜା ନାଏକ (୧୦)। ଉଭୟଙ୍କୁ ମଣ୍ଡପାଳ…

Continue Readingଜଙ୍ଗଲୀ ଘୁଷୁରୀ ଆକ୍ରମଣରେ ଦୁଇ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ରେଳ ଧାରଣାରେ କଟି ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମରେ ରେଳ ଧାରଣାରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଟିକେଇ ଦେହୁରୀ (୫୩)। ନିକଟରେ ଯାଇଥିବା ରେଳଧାରଣାରେ ବେକ କଟି ତାଙ୍କ ମୃତ୍ୟୁ ଘଟିଛି।…

Continue Readingରେଳ ଧାରଣାରେ କଟି ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଖଣିରେ ନିଯୁକ୍ତି ଦେବାକୁ ଜମିହରା ପ୍ରଜାଙ୍କ ଦାବି: ଭୁବନେଶ୍ୱରୀ କୋଇଲା ଖଣି ସାଇଲୋରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରୀ କୋଇଲା ଖଣି ସାଇଲୋରେ ନିଯୁକ୍ତି ଦାବିରେ ଖଣି କ୍ଷତିଗ୍ରସ୍ତ ହେସମୂଳ ଗ୍ରାମର ଶତାଧିକ ବେକାର ଯୁବକ ଆନ୍ଦୋଳନ କରିଛନ୍ତି। ସୂଚନା ମୁତାବକ, ଜମିବାଡ଼ି ହରାଇ ବେକାର ହୋଇ ବସିଥିବା ଯୁବକମାନେ ଦୀର୍ଘ ଦିନ ଧରି…

Continue Readingଖଣିରେ ନିଯୁକ୍ତି ଦେବାକୁ ଜମିହରା ପ୍ରଜାଙ୍କ ଦାବି: ଭୁବନେଶ୍ୱରୀ କୋଇଲା ଖଣି ସାଇଲୋରେ ଆନ୍ଦୋଳନରେ ବସିଛନ୍ତି ଶତାଧିକ ଯୁବକ