ରେଳ ୱାଗନ ଯୋଗେ କୋଇଲା ପରିବହନ ବେଳେ ପାଲ ଭିଡ଼ିବାକୁ ଦାବି: ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ବିଭିନ୍ନ କୋଇଲାଖଣି, କୋଲ ୱାସରୀ ଏବଂ ସାଇଡ଼ିଂ ଗୁଡ଼ିକରୁ ରେଳ ୱାଗନ ଯୋଗେ କୋଇଲା ପରିବହନ ବେଳେ ପାଲ ଭିଡ଼ିବା ନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ତରଫରୁ ଏକ ଦାବିପତ୍ର…




