ଡ଼୍ରେନରେ ପଡ଼ି ଯୁବକ ମୃତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ଜେଲରୋଡ଼ ୧୦ନମ୍ବର ୱାର୍ଡ଼ର ଶେଖଯାନି (୪୨) ଙ୍କ ଡ଼୍ରେନରେ ପଡ଼ି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଯେ, ଶେଖଯାନି ଜେଲରୋଡ ଦେଇ ଯାଉଥିବା ବେଳେ କୌଣସି କାରଣରୁ ଏକ ଗଭୀର…

Continue Readingଡ଼୍ରେନରେ ପଡ଼ି ଯୁବକ ମୃତ

ଜୀବ ନିଷ୍ଠୁରତା ନିରୋଧ ସମ୍ଵନ୍ଧୀୟ ସଚେତନତା କାର୍ଯ୍ୟକ୍ରମ: ଜୀବେଦୟାକୁ ଗୁରୁତ୍ୱ, ଜୀବଜନ୍ତୁଙ୍କୁ ନିର୍ଯାତନା ରୋକିବାକୁ ଆହ୍ୱାନ

ଅନୁଗୁଳ: ତାଳଚେର ବଲ୍ଳହର ଛକ ସ୍ଥିତ ସାମାଜିକ ଅନୁଷ୍ଠାନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ତରଫରୁ ସ୍ଥାନୀୟ ଧରମପୁର୍ ଠାରେ ମା' ମଙ୍ଗଳା ଉତ୍ପାଦକ ଦଳ ସଦସ୍ୟାଙ୍କୁ ନେଇ ଜୀବ ନିଷ୍ଠୁରତା ନିରୋଧ ସମ୍ଵନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି। ଏ ଅବସରରେ…

Continue Readingଜୀବ ନିଷ୍ଠୁରତା ନିରୋଧ ସମ୍ଵନ୍ଧୀୟ ସଚେତନତା କାର୍ଯ୍ୟକ୍ରମ: ଜୀବେଦୟାକୁ ଗୁରୁତ୍ୱ, ଜୀବଜନ୍ତୁଙ୍କୁ ନିର୍ଯାତନା ରୋକିବାକୁ ଆହ୍ୱାନ

ତାଳଚେରରେ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ, ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଅନୁଗୁଳ: ଆସନ୍ତା ଜାନୁଆରୀରେ ତାଳଚେରରେ ଅନୁଷ୍ଠିତ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ। କାର୍ଯ୍ୟକ୍ରମରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଯୋଗଦେବେ।ଏ ନେଇ ଆଜି ଏକ ବୈଠକ ସ୍ଥାନୀୟ ଶର୍ମାଛକ ସ୍ଥିତ ଡଃ ସଂଜୀବ ରାଉତଙ୍କ…

Continue Readingତାଳଚେରରେ ହେବ ଓଡ଼ିଶାର ପ୍ରଥମ ହିନ୍ଦୁ ରାଷ୍ଟ୍ର ମହାଅଧିବେଶନ, ଯୋଗ ଦେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଟ୍ରକ ଧକ୍କାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ବିଛନ୍ଦ ସାମଲଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ଅଞ୍ଚଳବାସୀ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ତଥା ଗଣପତି ଗେଷ୍ଟ ହାଉସର ମାଲିକ ବିଛନ୍ଦ ସାମଲଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବିଛନ୍ଦ ଗୁରୁବାର ମଧ୍ୟାହ୍ନରେ ନିଜ ଗେଷ୍ଟ ହାଉସରୁ ଘରକୁ ବାଇକରେ ଫେରୁଥିବା ବେଳେ ଏକ କୋଇଲା…

Continue Readingଟ୍ରକ ଧକ୍କାରେ ତାଳଚେର ବ୍ଲକ କଂଗ୍ରେସ ସଭାପତି ବିଛନ୍ଦ ସାମଲଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ଅଞ୍ଚଳବାସୀ

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ, ୫୦୪ ଜଣ ଭିନ୍ନକ୍ଷମଙ୍କୁ ସୁବିଧା ପ୍ରଦାନ

ତାଳଚେର: ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଳଚେର ହାଟତୋଟା ସ୍ଥିତ ଯୁବରାଜ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଶିବିରକୁ ଉପଜିଲ୍ଲାପାଳ ସମୀର ଜେନା ଉଦଘାଟନ କରିଥିବା ବେଳେ ୫୦୪ ଜଣ ଭିନ୍ନକ୍ଷମ ଉପସ୍ଥିତ ଥିଲେ। ସେଥିମଧ୍ୟରୁ…

Continue Readingଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ, ୫୦୪ ଜଣ ଭିନ୍ନକ୍ଷମଙ୍କୁ ସୁବିଧା ପ୍ରଦାନ

ଡକାୟତି ଯୋଜନା ପଣ୍ଡ: ୭ ଡକାୟତ ଗିରଫ, ଶତାଧିକ ମୋବାଇଲ ଫୋନ ସହ ମାରଣାସ୍ତ୍ର ଜବତ

ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ୭ ଜଣ ଡକାୟତ ଗିରଫ। ରାସ୍ତା କଡ଼ରେ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ୭ ଜଣ ଡକାୟତଙ୍କୁ ଶନିବାର ରାତିରେ କଣ୍ଡାଳ ଠାରେ ତାଳଚେର ପୋଲିସ ଗିରଫ କରିଛି। ଏମାନଙ୍କ ନାମରେ ତାଳଚେର ଥାନାରେ…

Continue Readingଡକାୟତି ଯୋଜନା ପଣ୍ଡ: ୭ ଡକାୟତ ଗିରଫ, ଶତାଧିକ ମୋବାଇଲ ଫୋନ ସହ ମାରଣାସ୍ତ୍ର ଜବତ

ନିରାଶ୍ରୟଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବାଣ୍ଟିଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନତଡ଼ା ପଞ୍ଚାୟତର ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦ୍ଵାରା ନିରାଶ୍ରୟ ଲୋକ ମାନେ ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଜାଗାରେ କମ୍ବଳ ବଣ୍ଟନ କରାଯାଇଥିଲା। ପ୍ରଥମେ ମା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ବସିଥିବା ନିରାଶ୍ରୟ ମାନଙ୍କୁ କମ୍ବଳ,…

Continue Readingନିରାଶ୍ରୟଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବାଣ୍ଟିଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

ଜେସିଆଇର ଷଷ୍ଠ ସ୍ଥାପନା ଦିବସ,ମହେଶ ଅଗ୍ରୱାଲ ହେଲେ ନୂତନ ସଭାପତି

ତାଳଚେର: ଜୁନିଅର ଚାମ୍ବର ଇଣ୍ଟର୍ନେସନାଲ (ଜେସିଆଇ) ତାଳଚେର ଶାଖାର ଷଷ୍ଠ ସ୍ଥାପନା ଦିବସ ଶନିବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଅଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଉତ୍ସବରେ ନୂତନ ସଭାପତି ମହେଶ ଅଗ୍ରୱାଲ ଶପଥ ଗ୍ରହଣ କରିଥିଲେ। ବିଦାୟୀ ସଭାପତି କୁଶଳ…

Continue Readingଜେସିଆଇର ଷଷ୍ଠ ସ୍ଥାପନା ଦିବସ,ମହେଶ ଅଗ୍ରୱାଲ ହେଲେ ନୂତନ ସଭାପତି

ଏମସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଅନୁଗୁଳ: ଆଜି ତାଳଚେର ଧରମପୁର ପଞ୍ଚାୟତର ଧରମପୁର ପ୍ରାଇମେରୀ ସ୍କୁଲ ପରିସରରେ ଲିଙ୍ଗରାଜ ଏମସିଏଲ ସିଏସଆର ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଅଛି। ସକାଳ ୯ ଘଟିକା ରୁ ଅପରାହ୍ନ ୪ ଘଟିକା ଚାଲୁ…

Continue Readingଏମସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବିଭିନ୍ନ ସମସ୍ୟା ଭିତ୍ତିକ ଦାବି ନେଇ ଡିସେମ୍ବରରୁ ହେବ ଆନ୍ଦୋଳନ,ମହେଶ ସାହୁ

ତାଳଚେର: ଅନୁଗୁଳ ଜିଲ୍ଲା ତାକଚେର ଶିଳ୍ପାଞ୍ଚଳରେ ବଢି ଚାଲିଛି ବିସ୍ଥାପିତଙ୍କ ସମସ୍ୟା। ଜଳବାୟୁ ପ୍ରଦ୍ୟୁଷଣ, ଶିକ୍ଷା,ଗମନାଗମନ ପରି ମୌଳିକ ଅଧିକାରକୁ ଛଡଇ ନେଇଛନ୍ତି କୋଇଲା ଖଣି ଓ ଏଠାରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ।ସେଥିପାଇଁ ଏଠାକାର ଅଞ୍ଚଳ ବାସୀ ବଞ୍ଚିବା କଷ୍ଟକର…

Continue Readingବିଭିନ୍ନ ସମସ୍ୟା ଭିତ୍ତିକ ଦାବି ନେଇ ଡିସେମ୍ବରରୁ ହେବ ଆନ୍ଦୋଳନ,ମହେଶ ସାହୁ