ବାହାନଗା ଟ୍ରେନ ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ରକ୍ତଦାନ କଲେ ତାଳଚେରର ବିଭିନ୍ନ ସଂଗଠନ, ୧୦୧ ୟୁନିଟ ରକ୍ତ ସଂଗୃହୀତ
ତାଳଚେର: ବାଲେଶ୍ଵର ବାହନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କ ପାଇଁ ଆଜି ରକ୍ତଦାନ କରିଛନ୍ତି ତାଳଚେରର ଲୋକେ। ତାଳଚେର ଜେସିଆଇ, ଅନ୍ନପୂର୍ଣ୍ଣା ମହିଳା ସଂଗଠନ ଓ ହାଟତୋଟା ବଣିକ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୦୧ୟୁନିଟ ରକ୍ତ ସଂଗୃହୀତ…
