ଆସନ୍ତାକାଲିଠାରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ତାଳଚେର: କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଜାନୁଆରୀ ୧୨ ରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଜାନୁଆରୀ ୧୨ରେ କେନ୍ଦ୍ରମନ୍ତ୍ରୀ ଛେଣ୍ଡିପଦାରେ ରାତ୍ରିଯାପନ କରିବେ।ଜାନୁଆରୀ ୧୩ ରେ ଛେଣ୍ଡିପଦାର…

Continue Readingଆସନ୍ତାକାଲିଠାରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ

୨ୟ ସ୍ୱୟଂଶ୍ରୀ ନୃତ୍ୟ ମହୋତ୍ସବ ଉଦଯାପିତ, ବିଭିନ୍ନ ପାରମ୍ପରିକ ନୃତ୍ୟ ଉପଭୋଗ କଲେ ଦର୍ଶକ

ତାଳଚେର:ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ରେମୁଆଁ ସ୍ଥିତ ସୌଭାଗ୍ୟ ମଣ୍ଡପ ଠାରେ ୨ୟ ସ୍ୱୟଂଶ୍ରୀ ନୃତ୍ୟ ମହୋତ୍ସବ ଉଦ୍ଯାପିତ ହୋଇଛି। ଦୁଇ ଦିନ ଧରି ଚାଲିଥିବା ଏହି ନୃତ୍ୟ ମହୋତ୍ସବର ପ୍ରଥମ ଦିବସରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ…

Continue Reading୨ୟ ସ୍ୱୟଂଶ୍ରୀ ନୃତ୍ୟ ମହୋତ୍ସବ ଉଦଯାପିତ, ବିଭିନ୍ନ ପାରମ୍ପରିକ ନୃତ୍ୟ ଉପଭୋଗ କଲେ ଦର୍ଶକ

ସ୍ୱାସ୍ଥ୍ୟ ଶିବିର, ଆଲୋକୀକରଣ, ନଳକୂପ ସ୍ଥାପନ ଆଦି ୭ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ରେମୁଆଁ ଗ୍ରାମ୍ୟ କମିଟ

ତାଳଚେର: ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ-୧୨ ରେମୁଆଁ ଅଞ୍ଚଳର ପାରିପାର୍ଶ୍ଵିକ ଉନ୍ନତି ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ୭ ଦଫା ଦାବି ନେଇ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ମୁତାବକ, ଲିଙ୍ଗରାଜ…

Continue Readingସ୍ୱାସ୍ଥ୍ୟ ଶିବିର, ଆଲୋକୀକରଣ, ନଳକୂପ ସ୍ଥାପନ ଆଦି ୭ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ରେମୁଆଁ ଗ୍ରାମ୍ୟ କମିଟ

ଭୁବନେଶ୍ୱରୀ କୋଇଲାଖଣି ପକ୍ଷରୁ ଖଣି ସୁରକ୍ଷା ପକ୍ଷ ପାଳିତ

ତାଳଚେର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ତରଫରୁ ଆଜି ଠାରୁ ତାଳଚେରର ସମସ୍ତ କୋଇଲାଖଣିରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ -୨୪ ପାଳନ ସମାରୋହର ଶୁଭାରମ୍ଭ ହୋଇଛି । ଚଳିତ ଜାନୁୟାରୀ ମାସ ୫ ତାରିଖରୁ…

Continue Readingଭୁବନେଶ୍ୱରୀ କୋଇଲାଖଣି ପକ୍ଷରୁ ଖଣି ସୁରକ୍ଷା ପକ୍ଷ ପାଳିତ

ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜିତ

ତାଳଚେର: ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ଠାରେ ଯୁକ୍ତ ଦୁଇ କଲେଜ ପକ୍ଷରୁ ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାର ଛାତ୍ରୀଙ୍କ ପାଇଁ…

Continue Readingତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜିତ

ଶ୍ରୀରାମଙ୍କ ଭକ୍ତିରେ ତଲ୍ଲୀନ ହୋଇ ପଦଯାତ୍ରା : ଚାଲି ଚାଲି ତାଳଚେରରୁ ଅଯୋଧ୍ୟା ଯାଉଛନ୍ତି ଶୁଭମ୍ ସାହୁ

ତାଳଚେର : ତାଳଚେରରୁ ଅଯୋଧ୍ୟା ଯାତ୍ରା। ସେ ପୁଣି ପାଦରେ ଚାଲି ଚାଲି। ଭାବିବାକୁ ଅସମ୍ଭବ ଲାଗୁଥିଲେ ବି ତାଳଚେରର ଶୁଭମ ଏହି ଯାତ୍ରା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଦର୍ଶନ ଲାଗି ଶୁଭମ ଏହି…

Continue Readingଶ୍ରୀରାମଙ୍କ ଭକ୍ତିରେ ତଲ୍ଲୀନ ହୋଇ ପଦଯାତ୍ରା : ଚାଲି ଚାଲି ତାଳଚେରରୁ ଅଯୋଧ୍ୟା ଯାଉଛନ୍ତି ଶୁଭମ୍ ସାହୁ

ଚାଷୀଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବଣ୍ଟା ଯାଇଛି ପାଲ: ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂକିଳି ଗ୍ରାମବାସୀଙ୍କ ଧାରଣା

ତାଳଚେର : ଅଦିନିଆ ବର୍ଷା ଦାଉରୁ ଗଜାଧାନକୁ ରକ୍ଷା କରିବା ପାଇଁ ସରକାର ଚାଷୀଙ୍କୁ ପାଲ ଦେବାର ବ୍ୟବସ୍ଥା କରିଥିଲେ ମଧ୍ୟ ତାଳଚେରରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ତାଳଚେର ତହସିଲରେ ପାଲ ବଣ୍ଟନକୁ ନେଇ…

Continue Readingଚାଷୀଙ୍କୁ ନ ଦେଇ ବିଜେଡି କର୍ମୀଙ୍କୁ ବଣ୍ଟା ଯାଇଛି ପାଲ: ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂକିଳି ଗ୍ରାମବାସୀଙ୍କ ଧାରଣା

ତାଳଚେରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ: କଠିନ ପରିଶ୍ରମ କରିବାକୁ କର୍ମୀଙ୍କୁ ଆହ୍ୱାନ

ତାଳଚେର: ତାଳଚେରରେ ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ତାଳଚେର ପୌର ପରିଷଦର ନଗର ପାଳ ପବିତ୍ର ଭୂତିଆଙ୍କ ନେତୃତ୍ୱରେ ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ବିଧାୟକ ବ୍ରଜକିଶୋର ପ୍ରଧାନ…

Continue Readingତାଳଚେରରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ପାଳିତ: କଠିନ ପରିଶ୍ରମ କରିବାକୁ କର୍ମୀଙ୍କୁ ଆହ୍ୱାନ

ହିଙ୍ଗୁଳା କ୍ଲବର ୫୪ ତମ ବାର୍ଷିକ ଉତ୍ସବ: ୨୦୦ରୁ ଅଧିକ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ତାଳଚେର: ତାଳଚେରସ୍ଥିତ ହିଙ୍ଗୁଳା କ୍ଲବର ୫୪ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଶନିବାର ଆୟୋଜିତ ହୋଇଛି। ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଶୋକ ଶର୍ମା ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ…

Continue Readingହିଙ୍ଗୁଳା କ୍ଲବର ୫୪ ତମ ବାର୍ଷିକ ଉତ୍ସବ: ୨୦୦ରୁ ଅଧିକ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ପାକ୍ଷିକ ସମ୍ବାଦ ପତ୍ର ‘ଏରିଆ ଖବର’ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ

ତାଳଚେର: ତାଳଚେର ପଞ୍ଚାୟତ ସମିତି ସଭାଘରରେ ପାକ୍ଷିକ ସମ୍ବାଦ ପତ୍ର ଏରିଆ ଖବରର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରଥମେ କାରଗିଲ ସହିଦ ରଞ୍ଜନ କୁମାର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତାଳଚେର ବିଡିଓ ଚିନ୍ମୟୀ ଚେତନା…

Continue Readingପାକ୍ଷିକ ସମ୍ବାଦ ପତ୍ର ‘ଏରିଆ ଖବର’ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ