୪୪ ବର୍ଷରେ ପାଦ ଦେଲା ଭାରତୀୟ ଜନତା ପାର୍ଟି, ତାଳଚେରରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ତାଳଚେର: ତାଳଚେର ହନୁମାନ ମନ୍ଦିର ଠାରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବିଜେପିର ତାଳଚେର ପୌର ମଣ୍ଡଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ହନୁମାନ ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୂଜାର୍ଚ୍ଚନା କରିବା ସହ ପାର୍ଟିର ପ୍ରତିଷ୍ଠା ଦିବସ ପାଳନ କରିଥିଲେ।…

Continue Reading୪୪ ବର୍ଷରେ ପାଦ ଦେଲା ଭାରତୀୟ ଜନତା ପାର୍ଟି, ତାଳଚେରରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

ଦଳୀୟ ପ୍ରାର୍ଥୀଙ୍କ ସହ ମା’ ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା' ହିଙ୍ଗୁଳା ଠାକୁରଣୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପିର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି,…

Continue Readingଦଳୀୟ ପ୍ରାର୍ଥୀଙ୍କ ସହ ମା’ ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଷାକ୍ତ ଖାଦ୍ୟ ନେଲା ଜୀବନ! ବିବାହ ଭୋଜି ଖାଇ ଦୁଇ ମୃତ, ୮ ଅସୁସ୍ଥ

ତାଳଚେର: ତାଳଚେର ଟାଉନ ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ବିବାହ ଭୋଜି ଖାଇ ଶନିବାର ଜଣେ ବୃଦ୍ଧା ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ, ଶନିବାର ଏକ ବିବାହ ଉତ୍ସବର…

Continue Readingବିଷାକ୍ତ ଖାଦ୍ୟ ନେଲା ଜୀବନ! ବିବାହ ଭୋଜି ଖାଇ ଦୁଇ ମୃତ, ୮ ଅସୁସ୍ଥ

ଯୁବକଙ୍କୁ ମାରପିଟ କରିବା ଅଭିଯୋଗ, ବନ୍ଧା ହେଲେ ଡେରା ସରପଞ୍ଚ

ତାଳଚେର: ମାରପିଟ କରିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ କୋଲିୟରୀ ଥାନା ନିକଟସ୍ଥ ଡେରା ପଞ୍ଚାୟତ ସରପଞ୍ଚ ଗୀତିଶ ପ୍ରୀତିଶ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ, ଡେରା ଅଞ୍ଚଳର ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସରପଞ୍ଚ…

Continue Readingଯୁବକଙ୍କୁ ମାରପିଟ କରିବା ଅଭିଯୋଗ, ବନ୍ଧା ହେଲେ ଡେରା ସରପଞ୍ଚ

ଡ.ପ୍ରଶାନ୍ତ କୁମାର ରଥ, ସୂର୍ଯ୍ୟକାନ୍ତ ସାମଲ ଓ ବୀରବିକ୍ରମ ସିଂ ସାମଲଙ୍କ ସଂକଳିତ ‘ସନ୍ଥପଡ଼ା ବଂଶାବଳୀ” ଲୋକାର୍ପିତ

ତାଳଚେର : ଲୋକାର୍ପିତ ହୋଇଛି ତାଳଚେର ବ୍ଲକ ସନ୍ଥପଡା ଗ୍ରାମର ପ୍ରାଚୀନ ଇତିହାସ, ପରମ୍ପରା, ଲୋକ ସଂସ୍କୃତି ଓ ସମଗ୍ର ଜନସଂଖ୍ୟାର ତାତ୍ଵିକ ବିଶ୍ଳେଷଣକୁ ନେଇ ରଚିତ ପୁସ୍ତକ “ ସନ୍ଥପଡା ବଂଶାବଳୀ”। ଦୋଳ ଉତ୍ସବ ପାଳନ ଅବସରରେ ସନ୍ଥପଡା ଗ୍ରାମସ୍ଥିତ…

Continue Readingଡ.ପ୍ରଶାନ୍ତ କୁମାର ରଥ, ସୂର୍ଯ୍ୟକାନ୍ତ ସାମଲ ଓ ବୀରବିକ୍ରମ ସିଂ ସାମଲଙ୍କ ସଂକଳିତ ‘ସନ୍ଥପଡ଼ା ବଂଶାବଳୀ” ଲୋକାର୍ପିତ

ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ, ମା’ ହିଙ୍ଗୁଳାଙ୍କୁ କରିବେ ଦର୍ଶନ

ଅନୁଗୁଳ/ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମାର୍ଚ୍ଚ ୨୫ ସୋମବାର ଦିନ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ସୋମବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିନ ୧୨ ଟାରେ ତାଳଚେର ଗୋପାଳ ପ୍ରସାଦ ସ୍ଥିତ ଜଗତ ଜନନୀ ମା' ହିଙ୍ଗୁଳା ଠାକୁରାଣୀଙ୍କ ମନ୍ଦିରରେ…

Continue Readingଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ, ମା’ ହିଙ୍ଗୁଳାଙ୍କୁ କରିବେ ଦର୍ଶନ

ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର, ୯୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।…

Continue Readingଜଗନ୍ନାଥ କଳା କେନ୍ଦ୍ରରେ ରକ୍ତଦାନ ଶିବିର, ୯୦ ୟୁନିଟ ରକ୍ତ ସଂଗୃହୀତ

କଂଗ୍ରେସ ଗ୍ୟାରେଣ୍ଟିକୁ ସ୍ୱାଗତ: ତାଳଚେର କଂଗ୍ରେସ ପକ୍ଷରୁ ପିସିସି ନେତୃବୃନ୍ଦଙ୍କୁ କୃତଜ୍ଞତା

ତାଳଚେର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଘୋଷିତ କଂଗ୍ରେସର ଗ୍ୟାରେଣ୍ଟି ଓ ସଂକଳ୍ପ ପତ୍ରରେ ଓଡ଼ିଶାର ସାଢେ ଚାରିକୋଟି ଜନସାଧାରଣଙ୍କର ଆଶା ଓ ଆକାଂକ୍ଷା ପ୍ରତିଫଳିତ ହୋଇଛି ବୋଲି ତାଳଚେର ନଗର କଂଗ୍ରେସ ପକ୍ଷରୁ ରାଜ୍ୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ…

Continue Readingକଂଗ୍ରେସ ଗ୍ୟାରେଣ୍ଟିକୁ ସ୍ୱାଗତ: ତାଳଚେର କଂଗ୍ରେସ ପକ୍ଷରୁ ପିସିସି ନେତୃବୃନ୍ଦଙ୍କୁ କୃତଜ୍ଞତା
Read more about the article ୨୦୨୨ ମସିହାର ଚେକ୍ ବାଉନସ୍ ମାମଲା: ଅଭିଯୁକ୍ତକୁ ୪୦ ଲକ୍ଷ ଟଙ୍କା ଜରିମାନା ସହ ବର୍ଷେ ଜେଲ୍
Law Judge Gavel And Legality Symbol

୨୦୨୨ ମସିହାର ଚେକ୍ ବାଉନସ୍ ମାମଲା: ଅଭିଯୁକ୍ତକୁ ୪୦ ଲକ୍ଷ ଟଙ୍କା ଜରିମାନା ସହ ବର୍ଷେ ଜେଲ୍

ତାଳଚେର: ଏକ ଚେକ୍ ବାଉନସ୍ ମାମଲାର ବିଚାର କରି ତାଳଚେର ଜେଏମ୍‌ଏଫ୍‌ସି (ସି.ଟି) ଅସିତ୍ କୁମାର ସାହୁ ରାୟ ପ୍ରକାଶ କରି ଅଭିଯୁକ୍ତକୁ ଜରିମାନା ସହ ବର୍ଷେ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସୂଚନା ମୁତାବକ, ୱାନ୍‌.ସି.ସି. ୦୧/୨୨ କେସ୍ ର ଆବେଦନକାରୀ…

Continue Reading୨୦୨୨ ମସିହାର ଚେକ୍ ବାଉନସ୍ ମାମଲା: ଅଭିଯୁକ୍ତକୁ ୪୦ ଲକ୍ଷ ଟଙ୍କା ଜରିମାନା ସହ ବର୍ଷେ ଜେଲ୍

ଘରକୁ ଫେରିଲେ ରାମ ସେବକ ବିଦେଶୀ ଦେହୁରୀ, ଅଯୋଧ୍ୟା ରାମ ମନ୍ଦିରରେ ବିଭିନ୍ନ ସେବା କାର୍ଯ୍ୟରେ ଥିଲେ ନିୟୋଜିତ

ତାଳଚେର: ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ବିଭିନ୍ନ ସେବା କାର୍ଯ୍ୟ କରି ଘରକୁ ଫେରିଛନ୍ତି ରାମ ସେବକ ବିଦେଶୀ ଦେହୁରୀ। ତାଳଚେର ବ୍ଲକ ବଡ଼ଯୋରଡ଼ା ଗ୍ରାମ ନିବାସୀ ବିଦେଶୀ ଦେହୁରୀ ଗତ ଫେବ୍ରୁଆରୀ ୨୫ ତାରିଖରେ ଟ୍ରେନ ଯୋଗେ ଅଯୋଧ୍ୟା ସ୍ଥିତ ରାମ…

Continue Readingଘରକୁ ଫେରିଲେ ରାମ ସେବକ ବିଦେଶୀ ଦେହୁରୀ, ଅଯୋଧ୍ୟା ରାମ ମନ୍ଦିରରେ ବିଭିନ୍ନ ସେବା କାର୍ଯ୍ୟରେ ଥିଲେ ନିୟୋଜିତ