ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ତାଳଚେର: ଆଜି ତାଳଚେର ପୋଲିସ ସ୍ଥାନୀୟ ବହ୍ଲର ଛକ ନିକଟସ୍ଥ ମନ୍ଦିର ସାମ୍ନା ନାଳ ନିକଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି। ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହର ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲିବା ପରେ ପୋଲିସ ପହଞ୍ଚି…

Continue Readingବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବିଦାୟ ନେଲେ ପ୍ରଭୁ କାର୍ତ୍ତିକେଶ୍ଵର, ଶାନ୍ତି ଶୃଙ୍ଖଳାର ସହ ଭସାଣି ସମ୍ପନ୍ନ

ତାଳଚେର: ତାଳଚେର ସହରରେ ଗତ ଆଠ ଦିନ ଧରି ପୂଜା ପାଇ ଆସୁଥିବା ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ଭସାଣି ଶନିବାର ଦିନ ଅନୁଷ୍ଠିତ ହୋଇଛି। ବାରଟି ପୂଜା ମଣ୍ଡପରେ ପୂଜା ପାଉଥିବା ଦିଅଁ ମେଳଣ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟ ଅତିଥି ସାଂସଦ…

Continue Readingବିଦାୟ ନେଲେ ପ୍ରଭୁ କାର୍ତ୍ତିକେଶ୍ଵର, ଶାନ୍ତି ଶୃଙ୍ଖଳାର ସହ ଭସାଣି ସମ୍ପନ୍ନ

ଶାନ୍ତି ଶୃଙ୍ଖଳାରେ ୧୨ ଘଣ୍ଟିଆ ବନ୍ଦ ପାଳନ କଲା ତାଳଚେର ଓକିଲ ସଂଘ

ତାଳଚେର: ତାଳଚେର ଓକିଲ ସଂଘ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏଁ ୧୨ ଘଣ୍ଟିଆ ତାଳଚେର ଓ ପାଳଲହଡ଼ା ବନ୍ଦ କରାଯାଇଛି। କୋର୍ଟର ସିଏଏସ୍ଆଇ ଓକିଲଙ୍କ ନାଁରେ କରିଥିବା ମିଥ୍ୟା…

Continue Readingଶାନ୍ତି ଶୃଙ୍ଖଳାରେ ୧୨ ଘଣ୍ଟିଆ ବନ୍ଦ ପାଳନ କଲା ତାଳଚେର ଓକିଲ ସଂଘ

ଓକିଲ ସଂଘ ପକ୍ଷରୁ ଶୁକ୍ରବାର ତାଳଚେର ଓ ପାଳଲହଡ଼ା ୧୨ ଘଣ୍ଟା ବନ୍ଦ

ତାଳଚେର: ତାଳଚେର ସିଏଏସ୍‌ଆଇ ଓକିଲମାନଙ୍କ ନାମରେ କରିଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଓ ତାଙ୍କୁ ନିଲମ୍ବନ ତଥା ଅନ୍ୟ ସିଏଏସ୍‌ଆଇ କର୍ମଚାରୀଙ୍କ ବଦଳି ଦାବିରେ ପୂର୍ବ ନିଷ୍ପତ୍ତି ମୁତାବକ ତାଳଚେର ଓକିଲ ସଂଘ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ…

Continue Readingଓକିଲ ସଂଘ ପକ୍ଷରୁ ଶୁକ୍ରବାର ତାଳଚେର ଓ ପାଳଲହଡ଼ା ୧୨ ଘଣ୍ଟା ବନ୍ଦ

୧୩ ଦିନରେ ତାଳଚେର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ତାଳଚେର: ତାଳଚେର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି କିନ୍ତୁ ଆଜି ଯାଏଁ କିଛି ନିଷ୍କର୍ସ ବାହାରି ପାରିନାହିଁ। କୋର୍ଟ ସିଏଏସ୍ଆଇ ତାଳଚେର ସଂଜୟ କୁମାର ନାୟକଙ୍କୁ ନିଲମ୍ବିତ ଓ ଅନ୍ୟ କର୍ମଚାରୀଙ୍କୁ ବଦଳି କରିବାରେ ଟାଳଟୁଳ…

Continue Reading୧୩ ଦିନରେ ତାଳଚେର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଚିକିତ୍ସା ପାଇଁ ଆସିଥିବା ନାବାଳିକାକୁ ଅସଦାଚରଣ ଅଭିଯୋଗ, ଡାକ୍ତର ଗିରଫ

ତାଳଚେର: ତାଳଚେର ଅଞ୍ଚଳର ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଘରୋଇ କ୍ଲିନିକର ଡାକ୍ତରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ସୂଚନା ମୁତାବକ, ସୋମବାର ପୂର୍ବାହ୍ନରେ ଉକ୍ତ ନାବାଳିକାର ଦେହ…

Continue Readingଚିକିତ୍ସା ପାଇଁ ଆସିଥିବା ନାବାଳିକାକୁ ଅସଦାଚରଣ ଅଭିଯୋଗ, ଡାକ୍ତର ଗିରଫ

ପଞ୍ଚୁକ ପାଇଁ ସପ୍ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରଥମ ହେଲା ସାନଯୋରଡ଼ା

ତାଳଚେର: ପଞ୍ଚୁକ ଅବସରରେ ତାଳଚେର ବ୍ଲକ ଲକେଇପଶିସ୍ଥିତ ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ସପ୍ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସମିତି ସଭାପତି ରସାନନ୍ଦ ଦାସ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାରେ ବଡ଼ଯୋରଡା, ସାନଯୋରଡା,…

Continue Readingପଞ୍ଚୁକ ପାଇଁ ସପ୍ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରଥମ ହେଲା ସାନଯୋରଡ଼ା

ଥର୍ମାଲ ପ୍ଲାଣ୍ଟରେ ନିଯୁକ୍ତି ନେଇ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲା ଠିକା ଶ୍ରମିକ ସଂଘ

ତାଳଚେର : ତାଳଚେର ଥର୍ମାଲ ପ୍ଲାଣ୍ଟରେ ଶିଳ୍ପ ନଗରୀ ଠିକା ଶ୍ରମିକଙ୍କୁ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ଦାବି କରି ଆନ୍ଦୋଳନରେ ବସିଥିବା ଶ୍ରମିକମାନେ ଆନ୍ଦୋଳନରୁ ଓହରିଛନ୍ତି। ଅମଲାପଡ଼ା ସ୍ଥିତ ଥର୍ମାଲ ପମ୍ପ ହାଉସ ଗେଟ୍ ନିକଟରେ ସଂଘର…

Continue Readingଥର୍ମାଲ ପ୍ଲାଣ୍ଟରେ ନିଯୁକ୍ତି ନେଇ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି, ଆନ୍ଦୋଳନରୁ ଓହରିଲା ଠିକା ଶ୍ରମିକ ସଂଘ

୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲର ସମୀକ୍ଷା ପାଇଁ ମନିଟରିଂ କମିଟି ଗଠିତ

ତାଳଚେର: ତାଳଚେରରେ ଆରମ୍ଭ ହେବାକୁ ଥିବା ୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିମନ୍ତେ ଏକ ମନିଟରିଂ କମିଟି ଗଠନ କରାଯାଇଛି। ଏହି କମିଟି ମେଡିକାଲରେ ଦରକାର ଥିବା ଭିତ୍ତିଭୂମି, ଉପକରଣର ମୂଲ୍ୟାଙ୍କନ ଏବଂ ତଦାରଖ କରିବ। ଏଠାରେ ଶିକ୍ଷାଦାନର ବ୍ୟବସ୍ଥା ରହିବ।…

Continue Reading୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲର ସମୀକ୍ଷା ପାଇଁ ମନିଟରିଂ କମିଟି ଗଠିତ

୪ ଜୁଆଡ଼ି ଗିରଫ, ୫ହଜାର ଟଙ୍କା ଜବତ

ତାଳଚେର: ରବିବାର ସନ୍ଧ୍ୟାରେ ବିକ୍ରମପୁର ଥାନା ପୋଲିସ ତେହେରାନ୍‌ପୁର ଠାରେ ଚଢ଼ଉ କରି ୪ ଜଣ ଜୁଆଡ଼ିକୁ ଗିରଫ କରିଛି। ସେମାନଙ୍କଠାରୁ ୫ହଜାର ଟଙ୍କାର ଜବତ କରାଯାଇଛି । କିଛି ଯୁବକ ତେହେରାନ୍‌ପୁର ଗାଁ’ ନିକଟରେ ଜୁଆ ଖେଳୁଥିବା ବିକ୍ରମପୁର ପୋଲିସକୁ…

Continue Reading୪ ଜୁଆଡ଼ି ଗିରଫ, ୫ହଜାର ଟଙ୍କା ଜବତ