୧୦ ବର୍ଷ ପରେ ବଡଯୋରଡ଼ା ରାସ୍ତାରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ, ଖୁସି ବ୍ୟକ୍ତ କଲେ ଗାଁ ଲୋକ

ତାଳଚେର: ସ୍ଥାନୀୟ ତାଳଚେର ବ୍ଲକ ବଡ଼ଯୋରଡା ଗାଁରେ ଆଜି ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛି। ଗାଁ ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରି ସ୍ଥାୟୀ ଗୃହ ସହ ପାଚେରୀ ନିର୍ମାଣ କରୁଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ…

Continue Reading୧୦ ବର୍ଷ ପରେ ବଡଯୋରଡ଼ା ରାସ୍ତାରୁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ, ଖୁସି ବ୍ୟକ୍ତ କଲେ ଗାଁ ଲୋକ

ହନ୍ତସନ୍ତ କରୁଛି ରେଳ ଫାଟକ, ବନ୍ତୋଲ ପଞ୍ଚାୟତ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ସମାଧାନ ପାଇଁ ଦାବିପତ୍ର ପ୍ରଦାନ

ତାଳଚେର: ତାଳଚେର ବ୍ଲକ ବନ୍ତୋଲ ପଞ୍ଚାୟତର ଏକ ପ୍ରତିନିଧି ମଣ୍ଡଳୀ ଗୁରୁବାର ଭୁବନେଶ୍ୱର ରେଳକୁଞ୍ଜସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପନାରାୟଣ ସୁନକାରଙ୍କୁ ଭେଟି ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ତଥା ରେଳବାଇ ଜନିତ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ…

Continue Readingହନ୍ତସନ୍ତ କରୁଛି ରେଳ ଫାଟକ, ବନ୍ତୋଲ ପଞ୍ଚାୟତ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ସମାଧାନ ପାଇଁ ଦାବିପତ୍ର ପ୍ରଦାନ

ଡିଏଭି ଜଗନ୍ନାଥ କ୍ଷେତ୍ରରେ ରଜତ ଜୟନ୍ତୀ ଉପଲକ୍ଷେ ରକ୍ତ ଦାନ ଶିବିର, ୧୩୦ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ସ୍ଥାନୀୟ ତାଳଚେର ଅନନ୍ତ ବିହାର କଲୋନୀ ଡିଏଭି ଜଗନ୍ନାଥ କ୍ଷେତ୍ରରେ ଆସନ୍ତା ରଜତ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର 'ରୁଧିରାର୍ପଣ' ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ଡିଏଭି ସମୂହ ଘ'ର ଆଞ୍ଚଳିକ ଅଧିକାରୀ ସୁରେନ୍ଦ୍ର କୁମାର ଭୋଇ…

Continue Readingଡିଏଭି ଜଗନ୍ନାଥ କ୍ଷେତ୍ରରେ ରଜତ ଜୟନ୍ତୀ ଉପଲକ୍ଷେ ରକ୍ତ ଦାନ ଶିବିର, ୧୩୦ ୟୁନିଟ୍ ରକ୍ତ ସଂଗୃହୀତ

ପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ବୁଦ୍ଧଦେବ ସାହୁ, ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଚାମ୍ପିଅନସିପରେ ହେଲେ ବିଜୟୀ

ଅନୁଗୁଳ: ପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ତାଳଚେର ବ୍ଲକ୍ ଘଣ୍ଟପଡାର ବୁଦ୍ଧଦେବ ସାହୁ। ସେ ପୁରୀରେ ୱାର୍ଲ୍ଡ ଫିଟନେସ ଫେଡରେଶନ ପକ୍ଷରୁ ଆୟୋଜିତ କଳିଙ୍ଗ ବୋଡ଼ି ବିଲ୍ଡିଂ ଆଣ୍ଡ ଫିଟନେସ ଆସୋସିଏସନର ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି…

Continue Readingପୁଣିଥରେ ଅନୁଗୁଳର ନାଁ ରଖିଛନ୍ତି ବୁଦ୍ଧଦେବ ସାହୁ, ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଚାମ୍ପିଅନସିପରେ ହେଲେ ବିଜୟୀ

ତାଳଚେରରେ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ

ତାଳଚେର: ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ଯୋଗଦେଇ ବିପର୍ଯ୍ୟୟ ସମୟରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେଉଥିବା ଏହି ସଂସ୍ଥାକୁ ସରକାର ୧୯୬୧ ମସିହାରେ…

Continue Readingତାଳଚେରରେ ଜାତୀୟ ବେସାମରିକ ପ୍ରତିରକ୍ଷା ଦିବସ ପାଳିତ

୪ର୍ଥ ସତ୍ୟ ସନାତନ ଧର୍ମ ସମ୍ମିଳନୀ: ସ୍ୱାମୀ ଲକ୍ଷ୍ମଣାନନ୍ଦ ଏବଂ ଗ୍ରାହାମ୍ ଷ୍ଟେନ୍ସ୍ ହତ୍ୟାର ସିବିଆଇ ତଦନ୍ତ କରିବାକୁ ଦାବି

ତାଳଚେର : ଓଡ଼ିଶା ସତ୍ୟ ସନାତନ ପ୍ରଜା ସମିତି ଆନୁକୂଲ୍ୟରେ ତାଳଚେର ଥର୍ମାଲ ନିକଟସ୍ଥ ସାପ୍ତାହିକ ହାଟରେ ଆଜି ୪ର୍ଥ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡିଶା ସତ୍ୟ ସନାତନ ପ୍ରଜା ସମିତି ରାଜ୍ୟ ସଭାପତି…

Continue Reading୪ର୍ଥ ସତ୍ୟ ସନାତନ ଧର୍ମ ସମ୍ମିଳନୀ: ସ୍ୱାମୀ ଲକ୍ଷ୍ମଣାନନ୍ଦ ଏବଂ ଗ୍ରାହାମ୍ ଷ୍ଟେନ୍ସ୍ ହତ୍ୟାର ସିବିଆଇ ତଦନ୍ତ କରିବାକୁ ଦାବି

ଖୁସି ଖବର! ତାଳଚେର ଡାକ୍ତରଖାନାରେ ଯୋଗ ଦେଲେ ୬ ଜଣ ନୂଆ ଡାକ୍ତର

ତାଳଚେର: ଦୀର୍ଘବର୍ଷର ଦାବି ପରେ ତାଳଚେର ଉପଖଣ୍ଡ ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ ୬ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ନେଇ ତାଳଚେରବାସୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଡାକ୍ତରଖାନାରେ ନୂତନଭାବେ ସର୍ଜରୀ ସ୍ପେଶାଲିଷ୍ଟ…

Continue Readingଖୁସି ଖବର! ତାଳଚେର ଡାକ୍ତରଖାନାରେ ଯୋଗ ଦେଲେ ୬ ଜଣ ନୂଆ ଡାକ୍ତର

ଆଜିର ତାଳଚେର ବନ୍ଦକୁ ବିରୋଧ କରି ବିଜେଡି ଉପରେ ବର୍ଷିଲେ ବିଜେପି ନେତା

ତାଳଚେର : ବିଜେଡି ପକ୍ଷରୁ ଆଜି କରାଯାଇଥିବା ତାଳଚେର ବନ୍ଦକୁ ବିଜେପି ବିରୋଧ କରିଛି। ଏ ଅବସରରେ ସ୍ଥାନୀୟ ଏକ ହୋଟେଲରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି। ଆଜିର ତାଳଚେର ବନ୍ଦକୁ ବିଜେଡି ତଥା ତାଳଚେର…

Continue Readingଆଜିର ତାଳଚେର ବନ୍ଦକୁ ବିରୋଧ କରି ବିଜେଡି ଉପରେ ବର୍ଷିଲେ ବିଜେପି ନେତା

୬୭ ହଜାର ଲୁଟି ନେଲେ ସାଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଡ଼ୁମଡ଼ୁମା ଗାଁର ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଲୁଟେରା ୬୭ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ଯେ, ୨୯ ତାରିଖରେ ଡ଼ୁମଡ଼ୁମା ଗାଁର ପ୍ରତାପ ରୁଦ୍ର ପତିଙ୍କ ନିକଟକୁ ଏକ ଫୋନ୍ ଆସିଲା…

Continue Reading୬୭ ହଜାର ଲୁଟି ନେଲେ ସାଇବର ଲୁଟେରା

ଡାକ୍ତରଙ୍କ ମୃତ୍ୟୁ ପରେ ଖଣି ବନ୍ଦ ଆନ୍ଦୋଳନ, ଥାନା ସମ୍ମୁଖରେ ଧାରଣା ଦେଲେ ତାଳଚେରବାସୀ

ତାଳଚେର : ବିଚାରଧୀନ କଏଦୀ ଭାବେ ଜେଲରେ ଥିବା ବାଘୁଆବୋଲର ବରିଷ୍ଠ ଶିଶୁ ଚିକିତ୍ସକ ଡା. ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ପରେ ଅଶାନ୍ତ ହୋଇପଡ଼ିଛି ତାଳଚେର। ଡାକ୍ତରଙ୍କ ମୃତ୍ୟୁକୁ ନେଇ ତାଳଚେରରେ ଉତ୍ତେଜନା ପ୍ରକାଶ ପାଇଛି। ଉପଯୁକ୍ତ ତଦନ୍ତ କରାନଯାଇ ଜଣେ…

Continue Readingଡାକ୍ତରଙ୍କ ମୃତ୍ୟୁ ପରେ ଖଣି ବନ୍ଦ ଆନ୍ଦୋଳନ, ଥାନା ସମ୍ମୁଖରେ ଧାରଣା ଦେଲେ ତାଳଚେରବାସୀ