୫ଟି ଶାଢ଼ି କିଣିଲେ ମାଗଣାରେ ପାଇବେ ଆଉ ଏକ ଶାଢ଼ି: ଏସ୍ଏନ୍କେ ରୟାଲ ପକ୍ଷରୁ କଟନ୍ ଶାଢ଼ି ମେଳା ଆରମ୍ଭ, ଅଫର ସୀମିତ ସମୟ ପାଇଁ
ଅନୁଗୁଳ: ଜଣାଶୁଣା ଶାଢ଼ି ଓ ଡ୍ରେସ୍ ସୋ' ରୁମ ଏସ୍ଏନ୍କେ ରୟାଲ ପକ୍ଷରୁ ଅନୁଗୁଳ ଗାନ୍ଧିମାର୍ଗ ଓ ତାଳଚେର ଶର୍ମା ଛକ ସ୍ଥିତ ସୋ' ରୁମରେ ଆକର୍ଷଣୀୟ କଟନ ଶାଢ଼ି ମେଳା ଆରମ୍ଭ ହୋଇଛି। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏ…




