ପରିବେଶ ପ୍ରଦୂଷଣ ରୋକିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଲିଙ୍ଗରାଜ ମହାପ୍ରବନ୍ଧକଙ୍କୁ ଦାବି ପତ୍ର

ତାଳଚେର : ତାଳଚେର ପୌରାଞ୍ଚଳ ରେମୁଆଁ ଗାଁର ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସୋମବାର ରେମୁଆଁ ବସ୍ତି ଉନ୍ନୟନ ସଂଘ ତରଫରୁ ଏମସିଏଲ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି। ଖଣି ନିକଟରେ ଥିବା ଟ୍ରକମାନଙ୍କରେ ଲୋଡ଼ିଂ ତଥା…

Continue Readingପରିବେଶ ପ୍ରଦୂଷଣ ରୋକିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଲିଙ୍ଗରାଜ ମହାପ୍ରବନ୍ଧକଙ୍କୁ ଦାବି ପତ୍ର

ନୂଆ ପ୍ଲାଣ୍ଟରେ ପୁରୁଣା ଶ୍ରମିକଙ୍କୁ ନିଯୁକ୍ତି ନ ଦେବାକୁ ବିରୋଧ, ଆସନ୍ତା ୨ ରେ ଧାରଣା ଦେବ ଶିଳ୍ପନଗର ଠିକା ଶ୍ରମିକ ସଂଘ

ତାଳଚେର: ଆସନ୍ତା ୨ ତାରିଖରେ ତାଳଚେର ସହର ୱାର୍ଡରେ ଥିବା ପ୍ଲାଣ୍ଟ ପମ୍ପ ହାଉସ ସମ୍ମୁଖରେ ଧାରଣା ଦେବାକୁ ଠିକା ଶ୍ରମିକ ସଂଘର କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି। ତାଳଚେର ଥର୍ମାଲ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ମନୋଭାବ ଯୋଗୁଁ ନୂତନ ପ୍ଲାଣ୍ଟରେ ନିଯୁକ୍ତି…

Continue Readingନୂଆ ପ୍ଲାଣ୍ଟରେ ପୁରୁଣା ଶ୍ରମିକଙ୍କୁ ନିଯୁକ୍ତି ନ ଦେବାକୁ ବିରୋଧ, ଆସନ୍ତା ୨ ରେ ଧାରଣା ଦେବ ଶିଳ୍ପନଗର ଠିକା ଶ୍ରମିକ ସଂଘ

ଠକେଇ ଅଭିଯୋଗରେ ବାପ-ପୁଅ, ବୋହୁକୁ ବାନ୍ଧିଲା ପୋଲିସ

ଅନୁଗୁଳ: ସ୍ଥାନୀୟ ଏକ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଅନୁଗୁଳ ଥାନା ପୋଲିସ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ତାଳଚେର ଥାନା ଅନ୍ତର୍ଗତ ରେମୁଁଆର ହରିହର ବସନ୍ତରା(୫୯), ତାଙ୍କ ପୁଅ ଦିଲ୍ଲୀପ ବସନ୍ତରା(୩୭)…

Continue Readingଠକେଇ ଅଭିଯୋଗରେ ବାପ-ପୁଅ, ବୋହୁକୁ ବାନ୍ଧିଲା ପୋଲିସ

ହଜିଗଲା ମାନବିକତା ! କମେଣ୍ଟ ମାରିବାରୁ ଯୁବକଙ୍କୁ ମାଡ଼ ମାରିବା ସହ ବାନ୍ଧି ଲଣ୍ଡା କଲେ ଗାଁ ଲୋକ

ତାଳଚେର: ପୁଣି ହଜିଗଲା ମାନବିକତା। ସାମାନ୍ୟ ଭୁଲ ପାଇଁ ତାଳଚେରରେ ଜଣେ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡିତ କରିଛନ୍ତି ଗାଁ ଲୋକ। ତାଳଚେର ବାଲୁଙ୍ଗା ଗାଁରେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ବାଳୁଙ୍ଗା ଗାଁର ଯୁବତୀମାନେ କଲେଜକୁ…

Continue Readingହଜିଗଲା ମାନବିକତା ! କମେଣ୍ଟ ମାରିବାରୁ ଯୁବକଙ୍କୁ ମାଡ଼ ମାରିବା ସହ ବାନ୍ଧି ଲଣ୍ଡା କଲେ ଗାଁ ଲୋକ

ସୁନ୍ଦର ହେବ ତାଳଚେର ସହର, ପୌର ପରିଷଦର ବୈଠକରେ ନିଷ୍ପତ୍ତି

ତାଳଚେର: ତାଳଚେର ପୌର ପରିଷଦର କାଉନସିଲ ବୈଠକ ଶୁକ୍ରବାର ଅଧ୍ୟକ୍ଷ ପବିତ୍ର ଭୁତିଆ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ନଗରପାଳ ଶ୍ରୀ ଭୁତିଆ କହିଥିଲେ ଯେ ବିଗତ ଦିନରେ ଘଟିଯାଇଥିବା ଘଟଣାକ୍ରମକୁ ଭୁଲି ସହରର ବିକାଶ ପାଇଁ କାର୍ଯ୍ୟ କରିବା। ଏ…

Continue Readingସୁନ୍ଦର ହେବ ତାଳଚେର ସହର, ପୌର ପରିଷଦର ବୈଠକରେ ନିଷ୍ପତ୍ତି

୧ ଲକ୍ଷ ୬ ହଜାର ୨୦୫ ଟଙ୍କାରେ ନିଲାମ ହେଲା ମା’ ଗଜଲକ୍ଷ୍ମୀଙ୍କ ଆଜ୍ଞାମାଳ

ଅନୁଗୁଳ : ଶେଷ ହେଲା ମା' ଗଜଲକ୍ଷ୍ମୀଙ୍କ ପୂଜା। ବିଦାୟ ନେଲେ ମା' ଧନଦାତ୍ରୀ। ଏଥିପାଇଁ ଗାଁ ଠାରୁ ସହର ଯାଏଁ ସବୁ ଜାଗା ଉଠୁଥିଲା ପଡୁଥିଲା। ଚଳିତ ବର୍ଷ ତାଳଚେର ବ୍ଲକ୍ ଧରମପୁରରେ ମଧ୍ୟ ଖୁବ୍ ଧୁମ୍ ଧାମରେ ଗଜଲକ୍ଷ୍ମୀଙ୍କ…

Continue Reading୧ ଲକ୍ଷ ୬ ହଜାର ୨୦୫ ଟଙ୍କାରେ ନିଲାମ ହେଲା ମା’ ଗଜଲକ୍ଷ୍ମୀଙ୍କ ଆଜ୍ଞାମାଳ

କମୁଛି ଅନୁଗୁଳବାସୀଙ୍କ ଆୟୁଷ, କୋଇଲା ଧୂଆଁ ଶୋଷି ନେଉଛି ବୟସ

ଅନୁଗୁଳ: କମୁଛି ଅନୁଗୁଳବାସୀଙ୍କ ଆୟୁଷ। କୋଇଲା ଧୂଆଁ ଶୋଷି ନେଉଛି ବୟସ। ଜିଲ୍ଲାରେ ବଢୁଥିବା ପ୍ରଦୂଷଣ ଏବେ ଅଞ୍ଚଳବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି। ବିପଦରେ ଏବେ ସହରବାସୀଙ୍କ ଜୀବନ। ଦେଶର ୧୨% କୋଇଲା ଅନୁଗୁଳ ଜିଲ୍ଲାରୁ ଉତ୍ପାଦିତ ହେଉଛି। ରାଜ୍ୟର ୫୬%…

Continue Readingକମୁଛି ଅନୁଗୁଳବାସୀଙ୍କ ଆୟୁଷ, କୋଇଲା ଧୂଆଁ ଶୋଷି ନେଉଛି ବୟସ

ତାଳଚେରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, କୋଇଲା ଟ୍ରକ ରୋକିବାରୁ ଗୁଣ୍ଡା ଡକାଇ ପୋଲିସକୁ ନିର୍ଦ୍ଧୁମ୍ ପିଟିଲେ ସରପଞ୍ଚ

ଅନୁଗୁଳ : କୋଇଲା ଟ୍ରକ ଅଟକାଇବା ଘଟଣାକୁ ନେଇ ଜଣେ ସରପଞ୍ଚ କଳିୟାରୀ ଥାନା ବଲଣ୍ଡା ଫାଣ୍ଡି ଅଧିକାରୀଙ୍କୁ ସର୍ବସମ୍ମୁଖରେ ମାଡ଼ ମାରି ଲହୁ ଲୁହାଣ କରି ଦେଇଛନ୍ତି। ସୂଚନା ମୁତାବକ, ଶନିବାର ରାତିରେ ଫାଣ୍ଡି ଅଧିକାରୀ ସାରଦା ପ୍ରସାଦ ସାମନ୍ତ…

Continue Readingତାଳଚେରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, କୋଇଲା ଟ୍ରକ ରୋକିବାରୁ ଗୁଣ୍ଡା ଡକାଇ ପୋଲିସକୁ ନିର୍ଦ୍ଧୁମ୍ ପିଟିଲେ ସରପଞ୍ଚ

ଲିଟରେଚର କନକ୍ଲେଭ୍ ଆୟୋଜିତ, ସାହିତ୍ୟକୁ ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ୱ

ତାଳଚେର: ସ୍ଥାନୀୟ ମହାନଦୀ କୋଲ୍ ଫିଲ୍ଡ,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପକ୍ଷରୁ ଗ୍ରୀନଭାଲି ଅଡିଟୋରିଅମରେ ଲିଟରେଚର କନକ୍ଲେଭ୍ ଅନୁଷ୍ଠିତ ହୋଇଛି। ଉତ୍ସବରେ ଇଂରାଜୀ, ସଂସ୍କୃତ, ହିନ୍ଦୀ ତଥା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା…

Continue Readingଲିଟରେଚର କନକ୍ଲେଭ୍ ଆୟୋଜିତ, ସାହିତ୍ୟକୁ ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ୱ

୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ନେବା ବେଳେ ଧରା ପଡ଼ିଲା ସୁନୀଲ ସେଠୀ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୋଲିସ ହାଣ୍ଡିଧୂଆଁ ନିକଟରୁ ୨୦ ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, କୋଳିୟାରୀ ଥାନା ଏସଆଇ ବିକାଶ ଗିରି ଗତକାଲି ରାତିରେ ପ୍ୟାଟ୍ରୋଲିଂ ବେଳେ ହାଣ୍ଡିଧୂଆଁ…

Continue Reading୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ନେବା ବେଳେ ଧରା ପଡ଼ିଲା ସୁନୀଲ ସେଠୀ