ଏ ବର୍ଷ ବି ଚାଲୁ ହେବନି ତାଳଚେର ମେଡିକାଲ କଲେଜ ! ଏବେ ଯାଏଁ ଏନଏମସିର ଅନୁମୋଦନ ପାଇଁ କରାଯାଇନି ଆବେଦନ
ଅନୁଗୁଳ: ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର)ରେ ନାମଲେଖାକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଏବେ ଯାଏଁ ସରିନି। ୨୦୨୩ ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ…
